Latest Odisha News

BREAKING NEWS

ମାଛ ଧରିବାକୁ ଯିବେନି ମତ୍ସ୍ୟଜୀବୀ, ପ୍ରଭାବିତ ହେବେ ୫୦ ହଜାର ପରିବାର

ପାରାଦୀପ: ସମୁଦ୍ରକୁ ଟ୍ରଲର ନେଉନାହାଁନ୍ତି ମତ୍ସ୍ୟଜୀବୀ। ଫିସିଂ ନଯାଇ ହାର୍ବରରେ ପଡିରହିଛି 800 ଟ୍ରଲର। ଆଜିଠୁ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ମାଛ ନଧାରିବା ପାଇଁ ନିଷ୍ପତ୍ତି। 43 ଟଙ୍କା ଚଢା ଦାମରେ ଡିଜେଲ କିଣୁଥିବା ନେଇ ଅଭିଯୋଗ। ତେଣୁ ଏହାକୁ ପ୍ରତିବାଦ କରି ପାରାଦୀପରେ…

ସରକାରୀ କର୍ମଚାରୀଙ୍କ ଉପରେ ଖୁସି ନାହାନ୍ତି ଜନସାଧାରଣ, ୨ ବର୍ଷରେ ଏତିକି ଆକ୍ରମଣ ମାମଲା ରୁଜୁ

ଅନୁଗୁଳ: ଏବେ ଗତ କିଛି ବର୍ଷ ହେବ ସରକାରୀ କର୍ମଚାରୀଙ୍କ ବ୍ୟବହାର ଜନସାଧାରଣଙ୍କୁ ଅସନ୍ତୋଷ କରୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଟିକିଏ ଟିକିଏ କଥାରେ ଆଇନକୁ ହାତକୁ ନେବା ପାଇଁ ପଛାଉ ନାହାନ୍ତି ଲୋକେ । ସରକାରୀ କାମ ପାଇଁ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନିରାଶ ହେବା ପରେ ଉତ୍ତ୍ୟକ୍ତ…

ବାପାକୁ ହତ୍ୟା କଲା ପୁଅ, ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇ ମୃତ

ଗଞ୍ଜାମ/ଅନୁଗୁଳ: ପୁଅର କାଠଫାଳିଆ ଆକ୍ରମଣରେ ବାପାର ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ତୋଟା ସାହିରେ ଘଟିଛି ଏଭଳି ଅଭାବନୀୟ ହତ୍ୟାକାଣ୍ଡ। କୌଣସି କାରଣରୁ ବାପା ସହ ପାଟିତୁଣ୍ଡ ପରେ ପୁଅ କରିଥିଲା ଆକ୍ରମଣ। ସାମାନ୍ୟ ବଚସା ଯୋଗୁଁ କାଠଫାଳିଆରେ ପିଟି ପିଟି ବାପାକୁ ହତ୍ୟା କଲା…

‘ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬’ ଅଭିଯାନରେ ସାମିଲ ହୋଇ ଉଦାହରଣ ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଚାଲିଥିବା ‘ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬’ ଅଭିଯାନ ଆଜି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇ ରାଇକଳା ଗ୍ରାମସ୍ଥିତ ନିଜ ବାସଭବନରେ ଭୋଟର ତାଲିକା ସଂଶୋଧନ ପାଇଁ ଉଦ୍ଦିଷ୍ଟ ପରିଗଣନା ଫର୍ମ…

ଉପକୂଳରେ ବର୍ଷା ସହ ଗୁଳୁଗୁଳି, ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ଉପକୂଳରେ ବର୍ଷା ସହ ଗୁଳୁଗୁଳି ଜାରି ରହିଛି। ଆଜି ପାଇଁ ଅନେକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୨୦ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।…

ଚନ୍ଦ୍ରିକା ମୃତ୍ୟୁ ଘଟଣା: ଡାକ୍ତରୀ ଛାତ୍ରୀଙ୍କ ଘରେ ଖୋଳତାଡ଼ କରିବ ବାରଙ୍ଗ ପୋଲିସର ଟିମ୍‌

ମୟୂରଭଞ୍ଜ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣା। ଉଦଳାରେ ବାରଙ୍ଗ ପୋଲିସର ୪ ଜଣିଆ ଟିମ୍। ରାଇଦାଣ୍ଡିଆ ସ୍ଥିତ ଚନ୍ଦ୍ରିକାଙ୍କ ଘରକୁ ଯାଇ କରିବେ ପଚରାଉଚରା। ଚନ୍ଦ୍ରିକାଙ୍କ ବାପା, ମା’, ଭାଇ ଏବଂ ମାମୁ ଝିଅକୁ କରିବେ ପଚରାଉଚରା। ତଦନ୍ତକାରୀ ଅଧିକାରୀ ସହିତ ୪ ଜଣ ରାଇଦାଣ୍ଡିଆ…

ସରପଞ୍ଚ ଚାମେଲି ଓଝା ଘଟଣା; ସରକାରଙ୍କ ଉପରେ ବର୍ଷିଲେ ନବୀନ, କହିଲେ ଏହା କ’ଣ ନାରୀଙ୍କୁ ସମ୍ମାନ…

ଭୁବନେଶ୍ବର: ସରପଞ୍ଚ ଚାମେଲି ଓଝାଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କ ଉପରେ ବର୍ଷିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି। ସେ ଏବେ ସୋସିଆଲ ମିଡିଆରେ ଏକ ପୋଷ୍ଟ…

ଆମେରିକାରେ ବିମାନ ଦୁର୍ଘଟଣାଗ୍ରସ୍ତ, ସ୍କାଏଡାଇଭିଂ ପାଇଁ ଯାଉଥିଲେ ୧୨ ଯାତ୍ରୀ…

ନୂଆଦିଲ୍ଲୀ: ଆମେରିକାର ମିସୌରୀରେ ସ୍କାଏଡାଇଭିଂ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ସମସ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ମିସୌରୀ ଷ୍ଟେଟ୍ ହାଇୱେ ପାଟ୍ରୋଲ୍ ଏକ ବିବୃତ୍ତିରେ କହିଛି ଯେ ଏହାର କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ବଟଲର୍…

ଇରାନ୍‌-ଆମେରିକା ଶାନ୍ତି ଡିଲ୍‌; ଖସିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ: ସୋମବାର ଦିନ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଦେଖାଦେଇଛି। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଡିଲ୍‌ ସୂଚନା ପରେ ବିଶ୍ୱ ସ୍ତରରେ ତୈଳ ମୂଲ୍ୟ ହ୍ରାସ ପାଇଛି। ବ୍ରେଣ୍ଟ ଅଶୋଧିତ ତୈଳ ପ୍ରାୟ ୪% ହ୍ରାସ ପାଇ ବ୍ୟାରେଲ ପ୍ରତି $83.96 ରେ ପହଞ୍ଚିଛି।…

Nationalist Citizens Party, ଜାଣନ୍ତୁ କଣ ଏହି ଦଳ; ଯେଉଁଠି ‘ବୁଡ଼’ ପକାଇବେ ଟିଏମସିର ବିଦ୍ରୋହୀ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବିରୋଧୀ ଦଳ ତୃଣମୂଳ କଂଗ୍ରେସ ବା ଟିଏମସିରେ ସୃଷ୍ଟି ହୋଇଥିବା ବଡ଼ ଧରଣର ବିଦ୍ରୋହ ଏବେ ଏକ ନୂଆ ମୋଡ଼ ନେଇଛି। ମମତା ବାନାର୍ଜୀଙ୍କ ଦଳର ୨୦ ଜଣ ବିଦ୍ରୋହୀ ଲୋକସଭା ସାଂସଦ ଏକାଠି ହୋଇ 'ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ' (ଏନସିପିଆଇ) ରେ ସାମିଲ…