Latest Odisha News

BREAKING NEWS

Dhenkanal Shutdown: ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ; ରେଳ ଅବରୋଧ ସହ ଗାଡ଼ି ଚଳାଚଳ ଠପ୍…

ଢେଙ୍କାନାଳ: ସୋମବାର ଢେଙ୍କାନାଳ ବନ୍ଦ । ସ୍ମାର୍ଟ ମିଟର ବିରୋଧରେ ବିଦ୍ୟୁତ୍ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ହେବ। ସକାଳ ୬ଟାରୁ ରାଜପଥ ଅବରୋଧ ସହ ରେଳ ଅବରୋଧ କରାଯାଇଛି । ଦୋକାନ ବଜାର,…

ବ୍ୟାଡମିଣ୍ଟନ ତାରକା ଶ୍ୱେତପର୍ଣ୍ଣା ପଣ୍ଡାଙ୍କୁ ୩୩ତମ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ବ୍ୟାଡମିଣ୍ଟନ ଖେଳାଳି ଶ୍ୱେତପର୍ଣ୍ଣା ପଣ୍ଡାଙ୍କୁ ଚଳିତ ବର୍ଷର ୩୩ତମ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଟ୍ରଫି ସହିତ ୭ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ଉପ ବିଜେତା ଭାରୋତ୍ତୋଳକ ପ୍ରୀତିସ୍ମିତା ଭୋଇ ଏବଂ ଟେନିସ୍ ଖେଳାଳି ଆହାନଙ୍କୁ ମଧ୍ୟ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତାଲାଗି ନୀତି, ସନ୍ଧ୍ୟା ୫ରୁ ରାତି ୧୦ ଯାଏଁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ନୀତି ଓ ପରମ୍ପରା ମୁତାବକ ଏହି ନୀତି ଅନୁଷ୍ଠିତ ହେବ । ଏହି ସମୟରେ ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ଦୀର୍ଘ ୫ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ l ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

୨ ସନ୍ଦିଗ୍ଧ ବାଂଲାଦେଶୀ ଅଟକ; ଗୋଟିଏ ବନ୍ଧୁକ, ୧୦ଟି କଟୁରୀ ଜବତ

ଜଗତସିଂହପୁର: ରାଜ୍ୟରେ ଧରାପଡିଛନ୍ତି ଦୁଇ ବାଂଲାଦେଶୀ । ଜଗତସିଂହପୁର ସଦର ଥାନା ବେହେରାମପୁର ବସ୍ତିରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଅଟକ ରଖାଯାଇଛି । ଚଢ଼ାଉ ବେଳେ ଗୋଟିଏ ବନ୍ଧୁକ ଜବତ ସହିତ ୫ଟି କଟୁରୀ ଓ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ପୋଲିସ । ପୋଲିସ ବିଶେଷ ସୂତ୍ରରୁ ଖବର…

ରାଜ୍ୟରେ ଆହୁରି ୪ ଦିନ ହାଡ଼ଭଙ୍ଗା ଶୀତ: ୧୨ ଡିଗ୍ରୀ ତଳେ ୧୩ ସହର

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ରହିଛି ପାରଦ । ଫଳରେ ବୃଦ୍ଧି ପାଇଛି ଶୀତର ପ୍ରକୋପ । ଉପକୂଳରୁ ଆରମ୍ଭ କରି ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ବି ନିସ୍ତାର ମିଳୁନି । ଆସନ୍ତା ୪ ଦିନ ଯାଏ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଆହୁରି ଦୁଇ ଦିନ ରାଜ୍ୟରେ ଏମିତି ଥଣ୍ଡା ଲହରୀ ଜାରି ରହିବ…

ଡକାୟତି ଓ ଚୋରି ମାମଲାରେ କୋରାପୁଟରୁ ୧୯ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲାରେ ରବିବାର ଦିନ ପୋଲିସ ୧୯ ଜଣ ଚୋରଙ୍କୁ ଗିରଫ କରିଛି। ଡକାୟତି ଏବଂ ଚୋରି ଜନିତ ଆଠଟି ମାମଲାର ଖୋଳତାଡ କରି ସେମାନଙ୍କୁ ପୋଲିସ ଧରିଥିବା ଦାବି କରିଛି। କୁନ୍ଦ୍ରା, ଜୟପୁର ସଦର ଏବଂ ଜୟପୁର ସହର ଅଞ୍ଚଳରେ ନିକଟରେ ଘଟିଥିବା ଡକାୟତି ମାମଲାରେ ସନ୍ଦିଗ୍ଧ ଲୋକଙ୍କୁ…

୨୦ରେ ଶପଥ ନେବେ ବିହାରର ନୂଆ ସରକାର!

ପାଟନା: ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ବିହାରରେ ଏକ ବଡ଼ ବିଜୟ ହାସଲ କରିଛି। ନୀତିଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ନେଇ ମଧ୍ୟ ସ୍ଥିର ହୋଇ ସାରିଛି। ଯାହାପରେ ୨୦ ନଭେମ୍ବର ଗୁରୁବାର ଦିନ ବିହାରରେ ନୂତନ ସରକାର ଗଠିତ ହେବାକୁ ଯାଉଥିବାର ସୂଚନା…

ଦିଲ୍ଲୀ ଯାଉଥିବା ଶ୍ରୀଧାମ ଏକ୍ସପ୍ରେସକୁ ମିଳିଲା ବୋମା ଧମକ, ଯାତ୍ରୀ ଭୟଭୀତ

ନୂଆଦିଲ୍ଲୀ: ନଭେମ୍ବର ୧୧ ​​ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣ ପରେ, ସାରା ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି । ଏହି ସମୟରେ, ଦିଲ୍ଲୀର ନିଜାମୁଦ୍ଦିନ ଅଭିମୁଖେ ଯାଉଥିବା ଶ୍ରୀଧାମ ଏକ୍ସପ୍ରେସରେ ଏକ ବୋମା ଧମକ ଆତଙ୍କ ସୃଷ୍ଟି କରିଥିଲା ।…

Jaundice In Cuttack: କଟକରେ ୧୫ରୁ ଅଧିକ ଜଣ୍ଡିସ୍‌ରେ ଆକ୍ରାନ୍ତ..

କଟକ: କଟକରେ ଜଣ୍ଡିସ ବ୍ୟାପିବାରେ ଲାଗିଛି । ୧୫ରୁ ଅଧିକ ଜଣ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ, ୨ ଜଣଙ୍କ ଅବସ୍ଥା ଗୁରୁତର ମଧ୍ୟ ରହିଛି । ଦୂଷିତ ଜଳ ବ୍ୟବହାର କାରଣରୁ ଏତେ ସଂଖ୍ୟାରେ ଲୋକେ ଜଣ୍ଡିସ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ବିଶେଷ କରି କଟକର କଦମ ଏ ରସୁଲର…

ନେପାଳ ପରେ ଏହି ଦେଶରେ ଜେନ୍-ଜି ବିକ୍ଷୋଭ, ନାକେଦମ୍ ପୋଲିସ

ନୂଆଦିଲ୍ଲୀ: ନେପାଳରେ ଜେନ୍-ଜି ପ୍ରତିବାଦ ସମୟରେ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଥିଲେ ଓ ଏଥିରେ ପ୍ରଧାନମନ୍ତ୍ରୀଙ୍କ ଘର ପୋଡ଼ିବା ସହ ଅନେକ ହିଂସାତ୍ମକ କାଣ୍ଡ ହୋଇଥିଲା। ଯାହାଫଳରେ ନେପାଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେହିପରି କିଛି ସମାନ ପରିସ୍ଥିତି ବର୍ତ୍ତମାନ ମେକ୍ସିକୋରେ…