Latest Odisha News

BREAKING NEWS

ସମବାୟ ବ୍ୟାଙ୍କରେ ଲାଗୁ ହେବ ଓଟିଏସ୍ ବ୍ୟବସ୍ଥା

ଭୁବନେଶ୍ୱର: ୱାନ୍ ଟାଇମ୍ ସେଟଲମେଣ୍ଟ (ଓଟିଏସ୍) ବା ଏକକାଳୀନ ପଇଠ ପ୍ରାବଧାନ ସମବାୟ ବ୍ୟାଙ୍କମାନଙ୍କରେ ଲାଗୁ ହେବ । ଏହି ବ୍ୟବସ୍ଥା ଲାଗୁ କରିବାକୁ ସମବାୟ ବିଭାଗ ବିଧିବଦ୍ଧ ଅନୁମୋଦନ ପ୍ରଦାନ କରିଛି । ଏହା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ସହରାଞ୍ଚଳ…

ଟାଟା ପଞ୍ଚ କାରରେ ୨୫ହଜାର ଟଙ୍କାର ରିହାତି; ସେଫ୍ଟି ରେଟିଂ ସହିତ ରହିଛି ଏହି ଫିଚର୍ସ..

ନୂଆଦିଲ୍ଲୀ: ଭାରତର ସବୁଠାରୁ ଅଧିକ ବିକ୍ରି ହେଉଥିବା ଏସୟୁଭି ଟାଟା ପଞ୍ଚ ଉପରେ ଟାଟା ମୋଟର୍ସ ବଡ଼ ରିହାତି ଘୋଷଣା କରିଛି। ଟାଟା ମୋଟର୍ସ ଏହାର ସର୍ବୋତ୍ତମ ବିକ୍ରି ହେଉଥିବା କମ୍ପାକ୍ଟ ଏସୟୁଭି ପଞ୍ଚର ପେଟ୍ରୋଲ ଏବଂ ସିଏନଜି ଭେରିଆଣ୍ଟ ଉପରେ ୨୫,୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ…

ହମାସ ନେତାଙ୍କୁ ପାକିସ୍ତାନର ଭିଆଇପି ୱେଲକମ୍, ବିଶାଳ ରାଲି ସହ ଫୁଲ ବର୍ଷା 

ଲାହୋର: ପାକିସ୍ତାନ ଅଧିକୃତ କାଶ୍ମୀରରେ ଆୟୋଜିତ ଏକ ସମ୍ମିଳନୀରେ ହମାସ ନେତାମାନେ ଅଂଶଗ୍ରହଣ କରିଥିଲେ। ଯେଉଁଠାରେ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବାର ଆତଙ୍କବାଦୀମାନେ ସେମାନଙ୍କୁ ଭିଆଇପି ସ୍ୱାଗତ କରି ପାଛୋଟି ନେଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ…

ଇତିହାସ ରଚିଲେ ଜାଡେଜା

ନାଗପୁର: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିିନିକିଆ କ୍ରିକେଟ ମ୍ୟାଚରେ ଭାରତର ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଇତିହାସ ରଚିଛନ୍ତି । ଜାଡେଜା ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦିିନିକିଆ ମ୍ୟାଚରେ ସର୍ବାଧିକ ୱିକେଟ ହାସଲ କରିଛନ୍ତି । ସେ ୨୭ ମ୍ୟାଚରେ ୨୬ ଇନିଂସରେ ୪୨ ୱିକେଟ ହାସଲ…

କଣାସରେ ବ୍ୟାପୁଛି ଝାଡାବାନ୍ତି, ଜଳ ପ୍ରଦୂଷଣ ରୋକିବାକୁ ଚେତାବନୀ

ଭୁବନେଶ୍ବର: ପୁରୀ ଜିଲ୍ଲା କଣାସ ଅଞ୍ଚଳରେରେ ଝାଡ଼ା ବାନ୍ତିରେ ୬ ଜଣଙ୍କ ମୃତ୍ୟୁ ଓ ସେ ଅଞ୍ଚଳରେ ବ୍ୟାପିଥିବା କଲେରା ରୋଗ ଅତି ସମ୍ବେଦନଶୀଳ ଘଟଣା ପାଲଟିଛି । ତେବେ ଏହା ଏକ ସ୍ବାସ୍ଥ୍ୟ ଗତ ସମସ୍ୟା ନୁହଁ ବରଂ ନଦୀ ଜଳ ପ୍ରଦୂଷଣ କାରଣରୁ ଏପରି ଘଟଣା ଘଟିଥିବା କୁହାଯାଉଛି । ତେଣୁ ଏହି…

କାରକୁ ଧକ୍କା ଦେଲା ବସ୍; ମହାକୁମ୍ଭ ଯାଉଥିବା ୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୬ଆହତ

ରାଜସ୍ଥାନ: ଜୟପୁରରୁ ମହାକୁମ୍ଭ ଯାଉଥିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ୮ ଶ୍ରଦ୍ଧାଳୁଙ୍କ ଜୀବନ । ଗୁରୁବାର ଅପରାହ୍ନ ପ୍ରାୟ ୩ଟା୪୫ବେଳେ ଜୟପୁର-ଅଜମେର ରାଜପଥରେ ଥିବା ମୌଖମପୁରା ଅଞ୍ଚଳରେ ଏକ ବସର ଚକ ଫାଟିଯାଇଥିଲା । ଏହି କାରଣରୁ ବସ୍ ନିୟନ୍ତ୍ରଣ ହରାଇ ଦେଇଥିଲା ଓ ଉକ୍ତ ବସ…

ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ ମିଟରରେ ହେରଫେର ରାକେଟର ପର୍ଦ୍ଦାଫାଶ

ଭୁବନେଶ୍ୱର: ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ କଟକରେ ଏକ ମିଟର ଟ୍ୟାମ୍ପରିଂ ରାକେଟର ପର୍ଦ୍ଦାଫାଶ କରାଯାଇଛି। ୨୦୨୫ ଫେବ୍ରୁଆରି ୨ ତାରିଖରେ ଆଠଗଡ଼ ପୋଲିସ ପକ୍ଷରୁ ସନ୍ଦିଗ୍ଧ ଅପରାଧିଙ୍କୁ ଗିରଫ କରାଯାଇ ସେମାନଙ୍କୁ ପୋଲିସ ହେପାଜତରେ…

‘ଆନନ୍ଦପୁରକୁ ରେଳ ଲାଇନ ସହ ଯୋଡିଲେ ଶିଳ୍ପ ସହ ପର୍ଯ୍ୟଟନର ମଧ୍ୟ ବିକାଶ ହେବ’

କେନ୍ଦୁଝର: ଲୋକସଭାରେ ଆନନ୍ଦପୁର ସବଡିଭିଜନରେ ରେଳ ସଂଯୋଗୀକରଣ ନ ଥିବା ପ୍ରସଙ୍ଗ ଉଠାଇଲେ କେନ୍ଦୁଝର ସାଂସଦ ଅନନ୍ତ ନାୟକ । ଜନଜାତିବର୍ଗର ଜନସଂଖ୍ୟା ବହୁଳ ଓ ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାର ଆନନ୍ଦପୁରକୁ ରେଳ ଲାଇନ ସହ ଯୋଡିବାକୁ ଦାବି କରିଛନ୍ତି ବିଧାୟକ । ଏହି ସଂଯୋଗୀକରଣ…

ବିଲ୍ ଗେଟ୍ସଙ୍କ ‘ସିରିଅସ୍ ଗର୍ଲଫ୍ରେଣ୍ଡ’ ପାଉଲା ହର୍ଡ, ଜାଣନ୍ତୁ କିଏ ଏହି ମହିଳା…

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ପ୍ରେମିକା ପାଉଲା ହର୍ଡଙ୍କ ସହ ତାଙ୍କ ସମ୍ପର୍କର ଖୁଲାସା କରିଛନ୍ତି। ବିଲ୍ ଗେଟ୍ସ ୨୦୨୧ ମସିହାରେ ମେଲିଣ୍ଡା ଗେଟ୍ସଙ୍କଠାରୁ ଛାଡପତ୍ର ନେଇଥିଲେ ଓ ଏହାର ଦୁଇବର୍ଷ ପରେ ଅର୍ଥାତ ୨୦୨୩ ମସିହା ପରଠାରୁ ଉଭୟ ବିଲ୍ ଗେଟ୍ସ ଓ ପାଉଲା…

ସିଗାରେଟ ଟାଣୁ ନଥିବା ବ୍ୟକ୍ତିଙ୍କ ଠାରେ ଫୁସଫୁସ କର୍କଟ ଦ୍ରୁତ ଗତିରେ ବଢିବାରେ ଲାଗିଛି :ରିପୋର୍ଟ

ନୂଆଦିଲ୍ଲୀ: ଆପଣ ସିଗାରେଟ୍,ହୁକା କିମ୍ବା ବିଡି ଧୂମପାନ କରନ୍ତି ନାହିଁ, ହେଲେ ବି ଆପଣ ଫୁସଫୁସ କର୍କଟର ଶିକାର ହୋଇପାରନ୍ତି । ଧୂମପାନ କରୁଥିବା ଲୋକଙ୍କଠାରେ ସାଧାରଣତଃ ଫୁସଫୁସ କର୍କଟ ରୋଗ ଅଧିକ ଦେଖାଯାଏ। କିନ୍ତୁ ଏବେ ବାୟୁ ପ୍ରଦୂଷଣ ଫୁସଫୁସ କର୍କଟର ଆଉ ଏକ କାରଣ ପାଲଟିଲାଣି ।…