Latest Odisha News

BREAKING NEWS

ସାଧାରଣତନ୍ତ୍ର ଦିସବ ପୂର୍ବରୁ ସୌର ଜଗତରେ ପରେଡ କରିବେ ଏହି ୬ଟି ଗ୍ରହ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ସୌର ଜଗତରେ ହେବ ଗ୍ରହମାନଙ୍କର ପରେଡ୍ । ଆସନ୍ତାକାଲି ଅର୍ଥାତ୍ ଜାନୁୟାରୀ ୨୫ ତାରିଖ ସନ୍ଧ୍ୟାରେ ଦେଖାଯିବ ଏହି ବିରଳ ମହାଜାଗତିକ ଦୃଶ୍ୟ । ୬ଟି ଗ୍ରହ ଗୋଟିଏ ସରଳ ରେଖାରେ ହେବେ ଦୃଶ୍ୟମାନ । କେବଳ ବୁଧକୁ ଛାଡି ଦେଲେ ଶୁକ୍ର, ମଙ୍ଗଳ, ବୃହସ୍ପତି,…

ଏପରି ବନାନ୍ତୁ’ ଅଁଳା ଗୁଣ୍ଡ ଆଚାର’

ଭୁବନେଶ୍ବର: ଶୀତ ଦିନରେ ଅଁଳା ବଜାରରେ ଅଧିକ ମିଳିଥାଏ । ଏହି ଅଁଳାରୁ ଅଁଳା ଗୁଣ୍ଡ ଆଚାର ବନାନ୍ତୁ । ଫଳରେ ବର୍ଷସାରା ଏହି ଅଁଳା ଆଚାର ଖାଇ ପାରିବେ । ଏହି ଆଚାର ପାଟିକୁ ସୁଆଦିଆ ଲାଗିବା ସହ ଖାଦ୍ୟ ଭଲ ହଜମ ହେବ । ସାମଗ୍ରୀ: ଅଁଳା- ଏକ କିଲୋ, କାଗଜିଲେମ୍ବୁ- ଚାରିଟା , ଗୋଲମରିଚ- ଦୁଇ…

ଅଲଗା ହେବେ କି ଓବାମା ଦମ୍ପତ୍ତି! କଣ କହୁଛି ରିପୋର୍ଟ…

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିଶେଲ ଓବାମାଙ୍କ ମଧ୍ୟରେ ଛାଡପତ୍ର ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏପରିକି ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ, ଫଳରେ ଦୁହେଁ ଛାଡପତ୍ର ନେଉଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାସ୍ତବରେ, ବାରାକ୍ ଏବଂ…

ଲଗାନ୍ତୁ କାକୁଡି ଫେସପ୍ୟାକ୍; ମୁହଁର ଉଜ୍ୱଳତା ବଢିବ

ଭୁବନେଶ୍ବର: କାକୁଡି ଆମ ତ୍ୱଚା ପାଇଁ ବହୁତ ଭଲ । ଆପଣ ଜାଣିଛନ୍ତି କି, କାକୁଡିର ଫେସପ୍ୟାକ୍ ଲଗାଇବା ଦ୍ବାରା ମୁହଁରେ ବ୍ରଣ ସମସ୍ୟା ଦୂର ହୁଏ, ତ୍ୱଚା ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ । ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ କାକୁଡି ଫେସପ୍ୟାକ୍ - କାକୁଡି ରସରେ ବେସନ…

ତାମିଲ ମାଟିରୁ ଆରମ୍ଭ ହୋଇଥିଲା ଲୌହ ଯୁଗ: ଏମ କେ ଷ୍ଟାଲିନ

ଚେନ୍ନାଇ: ତାମିଲ ମାଟିରୁ ଲୌହ ଯୁଗର ଆରମ୍ଭ ହୋଇଥିଲା। ଏବେ ଏବେ ତାମିଲନାଡୁରେ ହୋଇଥିବା ଖନନରେ ଏହା ଜାଣିବାକୁ ମିଳିଥିବା କହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ। ତାଙ୍କ କହିବା ମୁତାବକ ଦକ୍ଷିଣ ଭାରତରେ ୫,୩୦୦ ବର୍ଷ ପୂର୍ବରୁ ଲୁହାର ପ୍ରଚାଳନ ଆରମ୍ଭ ହୋଇଥିଲା।…

ମହାକୁମ୍ଭରେ ଚା ଦେଉଛି ରୋବଟ

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ମହାପର୍ବ। ଦେଶ ବିଦେଶରୁ ଅନେକ ଶ୍ରଦ୍ଧାଳୁ ଓ ସାଧୁ ସନ୍ଥ ଏହି ଧାର୍ମିକ ଆୟୋଜନରେ ଦେଖିବାକୁ ମିଳୁଥିବା ବେଳେ ସୃଷ୍ଟି ହୋଇଛି ଅଧ୍ୟାତ୍ମ ପରିବେଶ। ଏହାରି ଭିତରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ମହାକୁମ୍ଭରେ ବ୍ୟବହାର ହେଉଥିବା ଟେକ୍ନୋଲୋଜୀ।…

ଓସ୍କାର ଦୌଡରେ ପ୍ରିୟଙ୍କାଙ୍କ ସର୍ଟ ଫିଲ୍ମ ‘ଅନୁଜା’

ନୂଆଦିଲ୍ଲୀ: ଓସ୍କାର ଚଳଚ୍ଚିତ୍ର ଜଗତର ସବୁଠାରୁ ବଡ ଏବଂ ଗୁରୁତ୍ଵପୂର୍ଣ୍ଣ ପୁରସ୍କାର ଭାବରେ ଜଣାଶୁଣା । ତେବେ  ଚଳିତବର୍ଷର ନୋମିନେଶନ ତାଲିକା ଘୋଷଣା  କରାଯାଇଛି। ବିଶେଷ କଥା ହେଉଛି ହିନ୍ଦୀ ଚଳଚ୍ଚିତ୍ର 'ଅନୁଜା' ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଛି । ସିନେମାକୁ ଲାଇଭ୍ ଆକ୍ସନ ସର୍ଟ…

ସିସିଟିଭିରେ ଥିବା ବ୍ୟକ୍ତି ମୋ ପୁଅ ନୁହେଁ; ସୈଫଙ୍କ ଆକ୍ରମଣକାରୀଙ୍କ ବାପା

ମୁମ୍ବାଇ: ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ବର୍ତ୍ତମାନ ଏକ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିଛି।  ଗିରଫ ଅଭିଯୁକ୍ତ ଶାହଜାଦର ବାପା କହିଛନ୍ତି ଯେ ତାଙ୍କ ପୁଅ ଅଭିଯୁକ୍ତ ନୁହନ୍ତି। ଶାହଜାଦଙ୍କ ପିତାଙ୍କ ନାମ ରୁହୈଲ ଅମିନ ଫକିର। ସେ କହିଛନ୍ତି ଯେ ସୈଫଙ୍କ ଉପରେ…

ପାନାମା କେନାଲ ଆମର ଥିଲା, ରହିବ; ଟ୍ରମ୍ପଙ୍କ ଉପରେ ବର୍ଷିଲା ଏହି ଦେଶ

ୱାଶିଂଟନ: ପାନାମା କେନାଲକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଉଭୟ ପାନାମା ଏବଂ ଚୀନ ସ୍ପଷ୍ଟ ଭାବରେ ଖଣ୍ଡନ କରିଛନ୍ତି। ପାନାମା ରାଷ୍ଟ୍ରପତି ଜୋସ୍ ରାଉଲ୍ ମୁଲିନୋ ବୁଧବାର ବିଶ୍ୱ ଅର୍ଥନୈତିକ ଫୋରମ୍ (ଡବ୍ଲ୍ୟୁଇଏଫ୍)ରେ କହିଛନ୍ତି ଯେ ପାନାମା କେନାଲ କୌଣସି…

ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ବର: ଜାନୁଆରୀ ୨୭ ତାରିଖ ଅର୍ଥାତ୍ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ…