ପାନାମା କେନାଲ ଆମର ଥିଲା, ରହିବ; ଟ୍ରମ୍ପଙ୍କ ଉପରେ ବର୍ଷିଲା ଏହି ଦେଶ
ୱାଶିଂଟନ: ପାନାମା କେନାଲକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଉଭୟ ପାନାମା ଏବଂ ଚୀନ ସ୍ପଷ୍ଟ ଭାବରେ ଖଣ୍ଡନ କରିଛନ୍ତି।
ପାନାମା ରାଷ୍ଟ୍ରପତି ଜୋସ୍ ରାଉଲ୍ ମୁଲିନୋ ବୁଧବାର ବିଶ୍ୱ ଅର୍ଥନୈତିକ ଫୋରମ୍ (ଡବ୍ଲ୍ୟୁଇଏଫ୍)ରେ କହିଛନ୍ତି ଯେ ପାନାମା କେନାଲ କୌଣସି…