‘ମିସ୍ ଟିନ୍ ଇଣ୍ଡିଆ’ ହେଲେ ମାଲକାନଗିରିର ଝିଅ, ଛୁଟୁଛି ଶୁଭେଚ୍ଛାର ସୁଅ
ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଝିଅ ସୋନାକ୍ଷୀ ମହାପାତ୍ରଙ୍କୁ ମିଳିଛି ବଡ଼ ସଫଳତା। ରାଜ୍ୟକୁ ଗୌରବାନିତ୍ଵ କରିଥିବାରୁ ଛୁଟୁଛି ଶୁଭେଚ୍ଛା ସୁଅ। ସେ 'ମିସ୍ ଟିନ୍ ଇଣ୍ଡିଆ' ଉପାଧି ହାସଲ କରିଛନ୍ତି। ମାଲକାନଗିରି ଜିଲ୍ଲା ସଦର ମହାକୁମା ପାତ୍ରଗୁଡା ସାହିର…