ତୁଷାରପାତରେ ବେହାଲ ଭାରତର ଏହି ସ୍ଥାନ, ବୁଲିବାକୁ ଆସି ଫସିଲେ ପର୍ଯ୍ୟଟକ
ସିମଲା: ହିମାଚଳ ପ୍ରଦେଶ ମନାଲିରେ ପ୍ରବଳ ବରଫ ବର୍ଷା l ବରଫ ବର୍ଷା ଯୋଗୁଁ ଫସିଛନ୍ତି ଶହ ଶହ ପର୍ଯ୍ୟଟକ l ସୋଲାଙ୍ଗରୁ ଅଟଳ ଟନେଲ୍ ମଧ୍ୟରେ ଫସି ରହିଛି ଶତାଧିକ ପର୍ଯ୍ୟଟକ ଗାଡ଼ି l ୧୦୦୦ରୁ ଅଧିକ ଗାଡ଼ି ଫସି ରହିଥିବା ବେଳେ ସେଥିରୁ ପ୍ରାୟ ୭୦୦ ଗାଡ଼ି ଉଦ୍ଧାର ହୋଇଛି l ତେବେ ଖ୍ରୀଷ୍ଟ ମାସ…