ଆପଣଙ୍କୁ ବି ଆସିପାରେ ହାର୍ଟଆଟାକ୍: ଆପଣାନ୍ତୁ ଏହି ଉପାୟ..
ଭୁବନେଶ୍ୱର: ବର୍ତ୍ତମାନ ଦିନକୁ ଦିନ ହୃଦ୍ଘାତ ଜନିତ ରୋଗ ବଢିବାରେ ଲାଗିଛି । ପ୍ରତି ୩୩ ସେକେଣ୍ଡରେ ଜଣଙ୍କର ମୃତ୍ୟୁ ହାର୍ଟ ଅଟାକ୍ ରେ ଯାଉଛି। ଏମିତିକି ଏହା କେବଳ ବୟସ୍କ ନୁହେଁ ଯୁବ ଗୋଷ୍ଠିର ବ୍ୟକ୍ତିଙ୍କୁ ଅଧିକ ଆକ୍ରାନ୍ତ କରୁଛି । ହୃଦଘାତ ଜନିତ ରୋଗ ଏବେ ସବୁଠାରୁ ବଡ ସମସ୍ୟା ସାଜିଛି…