ଲୋନ୍ ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ବ୍ୟାଙ୍କ କାହାଠାରୁ ଲୋନ୍ ପୁନରୁଦ୍ଧାର କରେ ଜାଣନ୍ତୁ ..
ଭୁବନେଶ୍ବର: ଆପଣ କେବେ ଭାବିଛନ୍ତି କି, ଯଦି କ କୌଣସି ବ୍ୟକ୍ତି ବ୍ୟାଙ୍କରୁ ଘର,କାର କିମ୍ବା ଅନ୍ୟ କୌଣସି ଋଣ ନେଇଥାଏ ଏବଂ ଋଣ ଅବଧି ମଧ୍ୟରେ କୌଣସି କାରଣରୁ ସେହି ବ୍ୟକ୍ତି ହଠାତ୍ ମରିଯାଆନ୍ତି, ତେବେ ବ୍ୟାଙ୍କର ଋଣ କିଏ ସୁଝିବ ? ଅନେକ ଲୋକ ଭାବନ୍ତି ଯେ, ଯଦି ଋଣ ନେଇଥିବା ବ୍ୟକ୍ତି…