ବିବାହ ପରେ ଫେରାର ‘ଲୁଟେରି ଦୁଲହନ’; ଠକିଲେଣି ୧.୨୫ କୋଟି
ଜୟପୁର: ଆପଣ 'ଲୁଟେରୀ ଦୁଲହନ୍'ର କାହାଣୀ ଶୁଣିଥିବେ ନିଶ୍ଚୟ। ଏହାକୁ ନେଇ ଅନେକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି। ତେବେ ଏଭଳି ଏକ ମାମଲା ଜୟପୁରରୁ ଆସିଛି। ଏହି ମହିଳାଙ୍କୁ ଧରିବା ପାଇଁ ପୋଲିସକୁ ପ୍ରାୟ ୧୦ ବର୍ଷ ସମୟ ଲାଗିଥିଲା
ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ବାସିନ୍ଦା ସୀମା…