ସ୍କୁଲ ସ୍ତରରେ ଲାଗୁ ହେଲା ଜାତୀୟ ଶିକ୍ଷାନୀତି-୨୦୨୦
ଭୁବନେଶ୍ୱର: ସ୍କୁଲ ସ୍ତରରେ ଲାଗୁହେଲା ଜାତୀୟ ଶିକ୍ଷାନୀତି-୨୦୨୦। ଏହି 'ଜାତୀୟ ଶିକ୍ଷାନୀତି' ୨୦୨୪-୨୫ରୁ ଲାଗୁ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ କଲା ଗଣଶିକ୍ଷା ବିଭାଗ। ଏନେଇ ଖୁବଶୀଘ୍ର ଆସିବ ମାର୍ଗଦର୍ଶିକା। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଆଗଲା…