Latest Odisha News

BREAKING NEWS

ରୁଟି ସହ ଖାଆନ୍ତୁ ରାଜସ୍ଥାନର ‘ରସୁଣ ଚଟଣୀ’

ଭୁବନେଶ୍ବର: ରାଜସ୍ଥାନରେ ଲୋକମାନେ ରସୁଣ ଏବଂ ଲଙ୍କା ଚଟଣୀ ବହୁତ ସୌଉକରେ ଖାଆନ୍ତି | ସେଠାରେ ବାଜରା ଏବଂ  ରୁଟି ସହ ରସୁଣ ଲାଲ ଲଙ୍କା ଚଟଣୀ ଖାଆନ୍ତି | ତେବେ ଆସନ୍ତୁ ଆଜି ଶିଖିବା ରାଜସ୍ଥାନୀ ଶୈଳୀରେ ଲଙ୍କା ରସୁଣର ଲାଲ୍ ଚଟଣୀ କିପରି ସହଜରେ ପ୍ରସ୍ତୁତ କରାଯାଏ? ସାମଗ୍ରୀ:୨୦-୨୫ ରସୁଣ…

ଷଷ୍ଠ ଡିଏଭି ୟୁନାଇଟେଡ୍ ଫେଷ୍ଟିଭାଲ: ଯୁବପିଢିଙ୍କୁ ନିଯୁକ୍ତି ଦାତା ବନାଇବାକୁ ହେବ

ଭୁବନେଶ୍ୱର:  ଷଷ୍ଠ ଡିଏଭି ୟୁନାଇଟେଡ୍ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି, ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏକ ସ୍ତମ୍ଭ ଥିଲେ। ସମାଜ ନିର୍ମାଣ ପାଇଁ ସେ ଶିକ୍ଷାକୁ ଏକ ମାଧ୍ୟମ…

ମହିଳା କ୍ରିକେଟ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ଐତିହାସିକ ବିଜୟ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଦିିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଟିମ ଇତିହାସ ରଚିଛନ୍ତି । ଟିମ ଇଣ୍ଡିଆ ୨୧୧ ବୃହତ ବ୍ୟବଧାନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ଦିିନିକିଆ କ୍ରିକେଟରେ ଭାରତର ଏହା ଦ୍ୱିତୀୟ ସର୍ବବୃହତ ବିଜୟ । ପୂର୍ବରୁ ଆୟର୍ଲାଣ୍ଡ…

ମେଥି ପାଣି ବହୁତ ଗୁଣକାରୀ; ସକାଳୁ ଖାଲି ପେଟରେ କରନ୍ତୁ ସେବନ, ଦେଖିବେ ଚମତ୍କାର

ଭୁବନେଶ୍ବର: ଆୟୁର୍ବେଦ ବିଶେଷଜ୍ଞଙ୍କ ଅନୁଯାୟୀ, ଅନେକ ପ୍ରକାରର ଭିଟାମିନ୍ ଏବଂ ମିନେରାଲ୍ସ ମେଥିରେ ମିଳିଥାଏ ଯାହା ଅତ୍ୟନ୍ତ ଲାଭଦାୟକ ଅଟେ | ମେଥି ସାହାଯ୍ୟରେ ଆମେ ଅନେକ ପ୍ରକାରର ରୋଗରୁ ଉପଶମ କରିପାରିବା |ଏଥିରେ ପ୍ରୋଟିନ୍, ଟୋଟଲ ଲିପିଡ୍, ଫାଇବର, କ୍ୟାଲସିୟମ୍, ଆଇରନ୍, ଫସଫରସ୍,…

ବର୍ଷାରେ ଭିଜିବ ବଡଦିନ ଓ ନୂଆବର୍ଷ: ୨୪ରୁ ପୁଣି ବର୍ଷା

ଭୁବନେଶ୍ବର: ବର୍ଷାରେ ଭିଜିବ ବଡଦିନ ଓ ନୂଆବର୍ଷ। ଆସନ୍ତା ଡିସେମ୍ବର ୨୪ ଓ ୨୫ରେ ସାରା ରାଜ୍ୟରେ ଦେଖିବାକୁ ମିଳିବ ବର୍ଷା ସହ ଘନ କୁହୁଡି। ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା ଜାରି ରହିଥିବା ବେଳେ ଆଜି ପାଗ ପରିବର୍ତ୍ତନ ହୋଇଛି । ଆଜି ପାଗ ଶୁଖିଲା ରହିଥିବା ବେଳେ ଡିସେମ୍ବର ୨୪ ଓ ୨୫ରେ…

ମହାତ୍ମା ଗାନ୍ଧୀ ଭାରତର ନୁହେଁ ପାକିସ୍ତାନର ରାଷ୍ଟ୍ରପିତା: ଅଭିଜିତ୍ ଭଟ୍ଟାଚାର୍ଯ୍ୟ

ମୁମ୍ବାଇ: ବଲିଉଡର ଅନ୍ୟତମ ଲୋକପ୍ରିୟ ଗାୟକଙ୍କ ମଧ୍ୟରେ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ଅନ୍ୟତମ। ସେ ନିଜ ବିବାଦୀୟ ବୟାନ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଗାୟକ ପୁଣିଥରେ ନିଜ ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସୁଭଙ୍କର ମିଶ୍ରଙ୍କ ପୋଡକାଷ୍ଟରେ ନଜର ଆସିଥିଲେ ଅଭିଜିତ୍।ଯେଉଁଠାରେ…

ଶୀତକାଳୀନ ଫ୍ୟାସନ ଟିପ୍ସ: ଟୋପି ପାଇଁ ମହିଳାମାନଙ୍କ ପାଖରେ ରହିଛି ଅନେକ ବିକଳ୍ପ, କିଣିବା ପୂର୍ବରୁ ଜାଣି ରଖନ୍ତୁ

ଭୁବନେଶ୍ବର: ଶୀତରୁ ରକ୍ଷା ପାଇବା ପାଇଁ ଟୋପି ପିନ୍ଧିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ | ପୁରୁଷମାନେ ସହଜରେ କ୍ୟାପ୍ ପିନ୍ଧନ୍ତି, କିନ୍ତୁ ମହିଳାମାନେ କ୍ୟାପ୍ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ | କାରଣ ହେଉଛି ସେମାନଙ୍କ ମନରେ ସନ୍ଦେହରେ ଆସେ ଯେ କ୍ୟାପ୍ ପିନ୍ଧିବା ଦ୍ବାରା ଲୁକ୍…

ସଚିନ, ସୂର୍ଯ୍ୟକୁମାରଙ୍କ ଅଲୋଡା ରେକର୍ଡ ସହ ସମକକ୍ଷ ହେଲେ ଅବଦୁଲ

ଲାହୋର: ପାକିସ୍ତାନର ଓପନର ବ୍ୟାଟ୍ସମ୍ୟାନ ଅବଦୁଲ ଶଫିକ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଏକ ଅଲୋଡା ରେକର୍ଡ କରିଛନ୍ତି । ସେ କ୍ରମାଗତ ୩ଟି ମ୍ୟାଚରେ ଖାତା ଖୋଲିପାରି ନାହାନ୍ତି । ଶୂନରେ ହ୍ୟାଟ୍ରିକ ଲଗାଇବା ସହ ସେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ…

ଲଞ୍ଚ ହେଲା ନୂଆ ବଜାଜ ଚେତକ ଇଲେକ୍ଟ୍ରିକ୍ ସ୍କୁଟର; ଜାଣନ୍ତୁ ପ୍ରାଇସ, ଫିଚର କ’ଣ ରହିଛି..

ନୂଆଦିଲ୍ଲୀ: ଦୁଇ ଚକିଆ ଯାନ ନିର୍ମାତା ବଜାଜ ଅଟୋ,ନୂଆ ଜେନେରେସନ ବଜାଜ ଚେତକ ଇଲେକ୍ଟ୍ରିକ ସ୍କୁଟରକୁ ଲଞ୍ଚ କରିଛି, ଏଥିରେ ନୂଆ ଫିଚର ରହିଛି | ତିନୋଟି ମଡେଲରେ ନ୍ୟୁ ଚେତକ ମାର୍କେଟକୁ ଆସିଛି | ବର୍ତ୍ତମାନ କମ୍ପାନୀ କେବଳ ମିଡ-ଭେରିଆଣ୍ଟ (୧.୨୦ ଲକ୍ଷ ଟଙ୍କା) ଏବଂ ଟପ୍-ସ୍ପେକ୍ ଭର୍ସନ…

ଚେତାବନୀ ଦେଲେ ଅଲ୍ଲୁ; ଅପମାନଜନକ ଭାଷା ବ୍ୟବହାର କରନ୍ତୁନି, ନଚେତ୍… 

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ଅଭିନେତା ଅଲୁ ଅର୍ଜୁନ ତାଙ୍କ ଫିଲ୍ମ 'ପୁଷ୍ପା-୨' ରିଲିଜ୍ ହେବା ଦିନଠାରୁ ଚର୍ଚ୍ଚାରେ ରହିଛନ୍ତି। ଗୋଟିଏ ପଟେ ଫିଲ୍ମଟି ଇନକମରେ ରେକର୍ଡ ଭାଙ୍ଗୁଥିବା ବେଳେ ଅନ୍ୟପଟେ ଏହି ଚଳଚ୍ଚିତ୍ରର ସ୍କ୍ରିନିଂ ସମୟରେ ଘଟିଥିବା ଦୁର୍ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି।…