Latest Odisha News

BREAKING NEWS

ପତ୍ନୀଙ୍କ ଭରଣପୋଷଣ ପାଇଁ ୨ ଲକ୍ଷ ଦେବାକୁ ନିର୍ଦ୍ଦେଶ, ରାଗରେ ୧ ଓ ୨ ଟଙ୍କିଆ କଏନ ଧରି କୋର୍ଟରେ ପହଞ୍ଚିଲେ… 

କୋଏମ୍ବାଟୁର: ଆଜିକା ସମୟରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଆପୋଷ ବୁଝାମଣା ବଦଳରେ ଛାଡପତ୍ରକୁ ଅଧିକ ଗୁରୁତ୍ବ ମିଳୁଛି। ଏହି ମଧ୍ୟରେ କୋଏମ୍ବାଟୁର କୋର୍ଟରେ ଘଟିଥିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା। ସୂଚନା ଅନୁଯାୟୀ, ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ପତ୍ନୀଙ୍କୁ ଭରଣପୋଷଣ ଦେବା ପାଇଁ ୮୦…

ନୂଆବର୍ଷରୁ ମାଲକାନଗିରିରୁ ବିମାନସେବା ଆରମ୍ଭ!

ମାଲକାନଗିରି: ନୂଆବର୍ଷରୁ ମାଲକାନାଗିରିରୁ ଉଡିବ ବିମାନ । ଓଡିଶାର ପୂର୍ବଘାଟ ଉପରେ ବିଶାଖାପାଟନମ୍ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମାଲକାନଗିରି ମଧ୍ୟରେ ଏକ ବିମାନସେବା ଆରମ୍ଭ ହେବାକୁ ନେଇ ସବୁଜ ସଂକେତ ମିଳିଛି । ସଂପ୍ରତି ଅପରେଟର ଇଣ୍ଡିଆ ଓ୍ବାନରୁ ଏକ ନଅ ସିଟ୍ ବିଶିଷ୍ଟ ଜେଟ୍ ଚଳାଇବା…

ଦେଖିଛନ୍ତି କି କେବେ ଏହି ଲାଲ ରଙ୍ଗର ଖ୍ରୀଷ୍ଟମାସ ବାର୍ଡ?

ଭୁବନେଶ୍ୱର: ବଡଦିନକୁ ଆଉ ମାତ୍ର ଦୁଇ ଦିନ l ଦୁଇ ଦିନ ପରେ ଖ୍ରୀଷ୍ଟମାସ ସାରା ବିଶ୍ୱରେ ପାଳନ କରାଯିବ l ସାଧାରଣତଃ ଆମେରିକା ସମେତ ୟୁରୋପୀୟ ଦେଶମାନଙ୍କରେ ଏହି ପର୍ବ ବେଶ ଧୁମଧାମରେ ପାଳନ କରାଯାଏ l ତେବେ ଏହି ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ ଏହି ନାମରେ ଏକ ପକ୍ଷୀ ମଧ୍ୟ ଅଛି l…

ଫେବୃଆରୀ ୧୮ରୁ ଯୁକ୍ତ ୨ ପରୀକ୍ଷା: ଚାଲିଛି ଇଣ୍ଟରନାଲ, ୨ରୁ ପ୍ରାକ୍ଟିକାଲ

ଭୁବନେଶ୍ବର: ଫେବୃଆରୀ ୧୮ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଥିଓରି ପରୀକ୍ଷା ଆସନ୍ତା ଫେବୃଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏ ଚାଲିବ । ଏନେଇ କଲେଜମାନଙ୍କରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା…

ପାଟଣାଗଡ଼ ପାର୍ସଲ ବୋମା ମାମଲା, ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ ହେବ ସାକ୍ଷ୍ୟ ଗ୍ରହଣ

ବଲାଙ୍ଗିର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ଘଟଣାକୁ ୬ ବର୍ଷ ପୂରି ଯାଇଥିବା ବେଳେ ଏବେବି ବି କୋର୍ଟରେ ଏହାର ଶୁଣାଣି ଚାଲିଛି। ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ ହେବ ସାକ୍ଷ୍ୟ ଗ୍ରହଣ l କୋର୍ଟରେ ସାକ୍ଷୀ ଦେଇପାରନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା l…

ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତ

ନୂଆଦିଲ୍ଲୀ: ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତ। ବିଜେପିର ବରିଷ୍ଠ ନେତା ବାଲେଶ୍ୱର ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଫରୁଖାବାଦ ସାଂସଦ ମୁକେଶ ରାଜପୁତଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସଂସଦ ସମ୍ମୁଖରେ…

୩ ବାଂଲାଦେଶୀ ଅନୁପ୍ରବେଶକାରୀ ଗିରଫ

ଅଗରତାଲା: ୩ ବାଂଲାଦେଶୀ ଅନୁପ୍ରବେଶକାରୀ ଗିରଫ। ତ୍ରିପୁରାର ଅଗରତାଲା ରେଲୱେ ଷ୍ଟେସନରୁ ଗିରଫ କଲା ପୋଲିସ। ବେଆଇନ ଭାବେ ସୀମା ପାର୍‌ ହୋଇ କୋଲକାତା ଯାଉଥିବା ସୂଚନା। ଏନେଇ ସରକାରୀ ରେଳ ପୋଲିସର ଅଧିକାରୀ (ଓସି) କହିଛନ୍ତି ଯେ ରବିବାର ଦିନ ଅଗରତାଲା ରେଳ ଷ୍ଟେସନରେ ତିନିଜଣ ବାଂଲାଦେଶୀ…

ଇତିହାସ ରଚିବ ଇସ୍ରୋ: ମହାକାଶରେ ଫଳିବ ଝୁଡଙ୍ଗ, ପାଳଙ୍ଗ

ନୂଆଦିଲ୍ଲୀ: ଭାରତୀୟ ସ୍ପେସ ଏଜେନ୍ସୀ ଇସ୍ରୋ ଏବେ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସେଟ୍ କରିବାକୁ ଯାଉଛି। ମହାକାଶରେ ମଞ୍ଜିକୁ ଗଜା କରିବ ଇସ୍ରୋ। ଅନ୍ତରୀକ୍ଷକୁ ପଠାଇବ ଅନ୍ତନଳୀର ଜୀବାଣୁ । ଉତକ୍ଷେପଣ ଅପେକ୍ଷାରେ ଥିବା ସ୍ପେଡେକ୍ସ ମିଶନରେ କିଛି ଏପରି ଐତିହାସିକ କାର୍ଯ୍ୟ…

ଅଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଘଟଣା: ଅଭିଯୁକ୍ତଙ୍କୁ ମିଳିଲା ବେଲ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଘର ସାମ୍ନାରେ ଗତକାଲି ହୋଇଥିବା ବିକ୍ଷୋଭ ମାମଲାରେ 6 ଜଣଙ୍କୁ ଉଠାଇ ନେଇଥିଲା ପୋଲିସ l ସେହି 6 ଜଣଙ୍କୁ ଏବେ ଜାମିନ ମିଳିଛି l କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାମିନ ପ୍ରଦାନ ପରେ ଏବେ ବାହାରକୁ ବାହାରିଛନ୍ତି ଏହି…

ଚଢ଼ାଉ ପାଇଁ ଯାଇ ଅବକାରୀ ଟିମ୍‌ ହଟହଟା: ବ୍ରାଉନସୁଗର ଜବତକୁ ନେଇ ପ୍ରବଳ ଉତ୍ତେଜନା

ଜଳେଶ୍ବର: ବ୍ରାଉନସୁଗାର ରେଡ୍‌ ବେଳେ କମର୍ଦ୍ଦା ବଜାରରେ ଉତ୍ତେଜନା। ବ୍ରାଉନସୁଗାର ଜବତ ସହ ଜଣେ ମହିଳାଙ୍କୁ ଧରିଲା ଅବକାରୀ ବିଭାଗ। ମହିଳାଙ୍କୁ ଧରି ଆଣିବା ବେଳେ ଅବକାରୀ ଗାଡ଼ି ଅଟକାଇଲେ ଲୋକେ। ଅବକାରୀ ବିଭାଗ ଗାଡ଼ି ଅଟକାଇ ଚାବି ଛଡ଼ାଇ ନେଇଥିବା ଅଭିଯୋଗ। ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା…