ପୂର୍ବରୁ ନାଲି ରଙ୍ଗ ନଥିଲା ଦିଲ୍ଲୀର ଲାଲକିଲ୍ଲା, କାହିଁକି ବଦଳାଗଲା ଏହାର ରଙ୍ଗ?
ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଲାଲକିଲ୍ଲା ହେଉଛି ଭାରତର ଗର୍ବ। ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସ ଅବସରରେ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏଠାରେ ଜାତୀୟ ପତାକା ଉତ୍ତୋଳନ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଯେଉଁ ଦୁର୍ଗକୁ ଆପଣ ଲାଲ କହୁଛନ୍ତି, ତାହା ଦିନେ ଧଳା ରଙ୍ଗ ଥିଲା। ଆଜି ଆମେ…