ଡ୍ରାମା ପାଇଁ ବିଜେପି ସାଂସଦଙ୍କୁ ଆୱାର୍ଡ ଦିଆଯିବା ଉଚିତ୍: ଜୟା ବଚ୍ଚନ
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ କହିଛନ୍ତି ଯେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଭାରତୀୟ ଜନତା ପାର୍ଟି ସାଂସଦ ଅଭିନୟ କରୁଛନ୍ତି ଏବଂ ତାଙ୍କ ଅଭିନୟ ପାଇଁ ସେମାନଙ୍କୁ ପୁରସ୍କାର ଦିଆଯିବା ଉଚିତ।
ଗଣମାଧ୍ୟମ ସହ ସୂଚନା ଦେଇ ରାଜ୍ୟସଭା ସାଂସଦ…