ଭଦ୍ରକ ଓ ରାଣୀତାଲ ରେଳ ଷ୍ଟେସନ ମଧ୍ୟରେ ଚାଲିଛି ତୃତୀୟ ଲାଇନ ନିର୍ମାଣ କାମ
ଭୁବନେଶ୍ୱର: ଦେଶର ପ୍ରମୁଖ ରେଳ ଷ୍ଟେସନଗୁଡିକର ନବୀକରଣ ଏବଂ ଆଧୁନିକୀକରଣ ପାଇଁ ଭାରତୀୟ ରେଳବାଇର ବୃହତ ଯୋଜନାର ଏକ ଅଂଶ ଭାବରେ ଭଦ୍ରକ ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ୟାର୍ଡ଼ ପୁନଃନିର୍ମାଣ କାର୍ଯ୍ୟ ଚାଲୁରହିଛି । ପୂର୍ବତଟ ରେଳପଥ ରେଳ ନେଟୱାର୍କର ଏକ ପ୍ରମୁଖ ହବ୍, ଏହି…