ଏହା ମନ୍ତ୍ରୀମଣ୍ଡଳ ନୁହେଁ ବରଂ ‘ଏନଡିଏ’ର ପରିବାର ମଣ୍ଡଳ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ମୋଦୀ ୩.୦ର ନୂତନ ମନ୍ତ୍ରୀମଣ୍ଡଳକୁ ଏନଡିଏର ପାରିବାର ମଣ୍ଡଳ ବୋଲି କହିଛନ୍ତି। ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରିଛନ୍ତି ଯେଉଁଥିରେ ମନ୍ତ୍ରୀଙ୍କ ନାମ ରହିଛି, ଯେଉଁମାନଙ୍କର ପିତା କିମ୍ବା ପରିବାରର ଅନ୍ୟ ସଦସ୍ୟମାନେ ପୂର୍ବରୁ ରାଜନୀତିରେ…