Latest Odisha News

BREAKING NEWS

୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି; ସାମ୍ନାକୁ ଆସିଲା ଓଡ଼ିଶା ଗସ୍ତ ସୂଚୀ

ଭୁବନେଶ୍ବର: ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଆସନ୍ତା ୩ ତାରିଖରୁ ୭ ତାରିଖ ଯାଏଁ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଚିଠି ଜାରି…

ବାଂଲାଦେଶରେ ‘ୟୁନୁସ’ ଫର୍ମୁଲା ଫେଲ୍ !

ନୂଆଦିଲ୍ଲୀ: କଟ୍ଟରପନ୍ଥୀଙ୍କ ହାତରେ କଣ୍ଢେଇ ସାଜିଛନ୍ତି ମହମ୍ମଦ ୟୁନୁସ ! କ୍ଷମତା ବଦଳର ୪ମାସ ପରେ ବି ଅଶାନ୍ତ ବାଂଲାଦେଶ । ରାଜନୈତିକ ହଟଚମଟ ମଧ୍ୟରେ ଗତ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିଥିଲେ ଶେଖ ହାସିନା । ବିଦ୍ରୋହ, ଆନ୍ଦୋଳନ ମଧ୍ୟରେ ବାଂଲାଦେଶରେ ଅନ୍ତରୀଣ…

ପୋଷ୍ଟିଂର ପ୍ରଥମ ଦିନରେ ସଡକ ଦୁର୍ଘଟଣାରେ ଗଲା ଆଇପିଏସ ଅଧିକାରୀଙ୍କ ଜୀବନ

ହସନ: ହସନରେ ପ୍ରୋବେସନାରୀ ଆଇପିଏସ୍ ଅଧିକାରୀ ଭାବରେ ଡ୍ୟୁଟିରେ ଯୋଗଦେବାକୁ ଆସୁଥିବା ୨୭ ବର୍ଷୀୟ ହର୍ଷବର୍ଦ୍ଧନଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ହସନର କିତ୍ତନେ ଗ୍ରାମ ନିକଟରେ ଏହି ଦୁର୍ଘଟଣାଟି ଘଟିଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ହସନର ଏସପି କାର୍ଯ୍ୟାଳୟରେ…

ବଢିବ ନୌସେନା ଶକ୍ତି: ଫ୍ରାନ୍ସ ଠାରୁ ୨୬ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ବଢିବ ନୌସେନା ଶକ୍ତି। ଫ୍ରାନ୍ସ ଠାରୁ ୨୬ଟି ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ। ଏଥିପାଇଁ କଥାବାର୍ତ୍ତା ଏକ ପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ କହିଛନ୍ତି। ନୌସେନା ଦିବସ ଅବସରରେ ସାମ୍ବାଦିକ ସମ୍ମିଳନୀରେ ଯୋଗ…

ଶିକ୍ଷକତାରୁ ରାଜନୀତି: ଆପ୍‌ରେ ଯୋଗଦେଲେ ୟୁପିଏସସି ଗୁରୁ ଅବଧ ଓଝା

ନୂଆଦିଲ୍ଲୀ: ଶିକ୍ଷକଙ୍କ ଶିକ୍ଷକତାରୁ ରାଜନୀତି। ଲୋକପ୍ରିୟ ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ ଶିକ୍ଷକ ଅବଦ୍ଧ ଓଝା ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ବିଧାନସଭା ନିର୍ବାଚନ ମାହୋଲ ମଧ୍ୟରେ ଆପର ଶକ୍ତି ଦୃଢ ହୋଇଛି। ଆଜି ବିଶିଷ୍ଟ ଶିକ୍ଷକ ଅବଧ ଓଝା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ମନିଷ…

ଖୋଲିଲା ପୁଟସିଲ ଇକୋ ରିଟ୍ରଟ୍, ଆକୃଷ୍ଟ ହେବେ ବିଦେଶୀ ପର୍ଯ୍ୟଟକ

ଜୟପୁର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲା । ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତର ପୁଟସିଲ ଓ ଫୁଲବନ୍ଧ ମଧ୍ୟରେ ଥିବା ପର୍ବତ ଗିର୍ଲିମାଳୀ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଓଡ଼ିଶା ସରକାର ଗତ କିଛି ବର୍ଷ ପୂର୍ବେ ଏହାକୁ ପର୍ଯ୍ୟଟନସ୍ଥଳୀର…

ହ୍ବାଇଟ ହାଉସ ଛାଡିବା ପୂର୍ବରୁ ପୁଅକୁ କ୍ଷମା ଦେଲେ ବାଇଡେନ

ୱାଶିଂଟନ୍: ହ୍ବାଇଟ ହାଉସ ଛାଡିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ପୁଅ ହଣ୍ଟର୍ ବାଇଡେନଙ୍କୁ ଆଇନଗତ ଭାବେ କ୍ଷମା ପ୍ରଦାନ କରିଛନ୍ତି। ନିକଟରେ ତାଙ୍କୁ ବନ୍ଧୁକ ଅପରାଧ ଏବଂ ଟିକସ ସମ୍ବନ୍ଧୀୟ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏନେଇ ରାଷ୍ଟ୍ରପତି ଏକ ବିବୃତ୍ତିରେ…

୮ଘଣ୍ଟାର ନିଦ ଠାରୁ ପାଓ୍ବାରଫୁଲ ୧୦ ମନିଟର ‘ପାଓ୍ବାର ନାପ୍’

ନୂଆଦିଲ୍ଲୀ: ସକାଳୁ କ୍ରମାଗତ ଭାବେ କାମ କରିବା ମଧ୍ୟରେ ଯଦି କିଛି ସମୟ ପାଇଁ ଆରମ କରିବାକୁ ମଳିଯାଏ ତେବେ କେତେ ଭଲ ହୁଅନ୍ତା । କିନ୍ତୁ ଏହା ସମସ୍ଥଙ୍କ ଭାଗ୍ଯରେ ନଥାଏ । ଜାଣନ୍ତି କି ସକାଳୁ ବ୍ୟସ୍ତମୟ ଜୀବନର ଥକାକୁ ହଟାଇବା ଲାଗି ପାଓ୍ବାର ନାପ୍ କେତେ ଲାଭଦାୟକ । ଏହା ଶରୀରକୁ ତାଜା…

ଏପଟେ ଶଙ୍ଖ ଛାଡିଲେ, ସେପଟେ ପଦ୍ମ ଧରିଲେ ରଘୁପତି

ବଡମ୍ବା: ବଡମ୍ବାରେ ବିଜେଡି ଗଡକୁ ମିଳିଛି ବଡ ଝଟକା । ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ବଡମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି । ସକାଳୁ ସକାଳୁ ଶଙ୍ଖ ଦଳ ଛାଡିଥିଲେ ରଘୁପତି । ଆଉ ଘଣ୍ଟାଏ ନବିତୁଣୁ ନିଜର ପଟୁଆର ସହ ପଦ୍ମ ହାତରେ ହାତ ମିଶାଇଛନ୍ତି । ବଡ଼ମ୍ବା…

୩ ବର୍ଷରେ ଲୁଟିନେଲେଣି ୧୨୫ କୋଟି ଟଙ୍କା

ଭୁବନେଶ୍ବର: ୩ ବର୍ଷରେ ଲୁଟିଲେଣି ୧୨୫ କୋଟି । ମାତ୍ର ୨ କୋଟି ୫୨ ଲକ୍ଷ ଟଙ୍କା ଫେରିପାଇଛନ୍ତି ଲୋକେ । ଏବେ ସାଇବର ଲୁଟେରାଙ୍କ ପାଦୁର୍ଭାବ ବଢିଥିବା ବେଳେ ଏନେଇ ଗୃହରେ କିଛି ଚମକାଇଲା ଭଳି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଇବର ସୁରକ୍ଷା ନେଇ ବିଜେଡି ବିଧାୟକ…