Latest Odisha News

BREAKING NEWS

ସାପ କାମୁଡିବା ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି…

ନୂଆଦିଲ୍ଲୀ: ଭାରତରେ ସାପକାମୁଡ଼ା ଓ ତତ୍‌ଜନିତ ମୃତ୍ୟୁକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନୀୟ ରୋଗ ଭାବରେ ଘୋଷଣା କରିଛି। ଏନେଇ ସବୁ ରାଜ୍ୟକୁ ଅପିଲ କରିଛନ୍ତି କେନ୍ଦ୍ର ସରକାର l ଦେଶରେ ବର୍ଷକୁ ୩ରୁ ୪ ନିୟୁତ ସାପ କାମୁଡ଼ା ଘଟୁଥିବାବେଳେ ସେଥିରୁ ପ୍ରାୟ ୫୦, ୦୦୦ ଜଣଙ୍କର ମୃତ୍ୟୁ…

୧୭ ଇସ୍କନ ସାଧୁଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା ବାଂଲାଦେଶ

ଢାକା: ବାଂଲାଦେଶରେ ଜଣେ ହିନ୍ଦୁ ନେତା ସମେତ ଇସ୍କନ ସହିତ ଜଡିତ ୧୬ ଜଣ ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୦ଦିନ ପାଇଁ ଫ୍ରିଜ୍ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ୧୬ ଜଣଙ୍କ ମଧ୍ଯରେ ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ନାମ ମଧ୍ୟ ରହିଛି ଯିଏକି ଦେଶଦ୍ରୋହ ଅଭିଯୋଗରେ ଗିରଫ…

ଜି.ଉଦୟଗିରିରୁ କଲରାପତରିଆ ବାଘଛାଲ ସହ ଦେଶୀ ବନ୍ଧୁକ ଜବତ, ୨ ଗିରଫ

କନ୍ଧମାଳ: ରାଜ୍ୟରେ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛନ୍ତି ବନ୍ୟ ଜୀବଜନ୍ତୁ । ପୁଣି ସେହିଭଳି ଏକ ଖବର ସାମ୍ନାକୁ ଆସିଛି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ସେକ୍ସନ ଅଞ୍ଚଳ ବାବା ଛକ ଠାରୁ କଲରାପତରିଆ ବାଘ ଛାଲ ଜବତ ହୋଇଛି । ଜି.ଉଦୟଗିରି ବନ ବିଭାଗ ପକ୍ଷରୁ ବାଘ…

‘ଫେଙ୍ଗାଲ’ ପ୍ରଭାବ: ୩ ଦିନ ଯାଏଁ ରାଜ୍ୟରେ ଝିପିଝିପି ବର୍ଷା

ଭୁବନେଶ୍ବର: ଧିରେ ଧିରେ ସ୍ଥଳଭାଗ ମୁହାଁଉଛି ବାତ୍ୟା ‘ଫେଙ୍ଗାଲ’ । ଆଉ ମାତ୍ର କିଛି ସମୟ ମଧ୍ୟରେ ତାମିଲନାଡୁର ପୁଡୁଚେରୀଠାରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ରହିବ। ତେବେ ଏହା…

ଭବଙ୍କ ପିଛା ଛାଡୁନି ଅଡୁଆ, ରୁଜୁ ହେଲା ଆଉ ଏକ ମାମଲା

ଯାଜପୁର: ପୁଣି ଅଡ଼ୁଆରେ ଛନ୍ଦିହେଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଭାଇ ପୂର୍ବତନ ପୌର ଅଧ୍ୟକ୍ଷ ଭବ ପ୍ରସାଦ ଦାସ । ଭବଙ୍କ ବିରୋଧରେ ରୁଜୁ ହେଲା ଆଉ ଏକ ମାମଲା । ମାମଲା ସଂଖ୍ୟା ୫ରେ ପହଞ୍ଚିଲା । ଟାଉନ୍ ଥାନା ପୋଲିସ ପକ୍ଷରୁ ଭବଙ୍କ ବିରୋଧରେ ରୁଜୁ ହେଲା ଜାତିଆଣ ମାମଲା…

ପ୍ରେମିକା ଧୋକା ଦେବାରୁ ଜିମକୁ ଦେଇଦେଲେ ୱାନ୍ ରେଟିଂ

ପୁଣେ: ପୁଣେର କଲ୍ୟାଣୀ ନଗରରେ ଥିବା ଏକ ଜିମ୍ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାର ଧୋକାକୁ ସହିନପାରି ଜିମକୁ ୧-ଷ୍ଟାର ରେଟିଂ ଦେଇଛନ୍ତି। ତେବେ ଏହି  ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜାଣନ୍ତୁ କଣ ରହିଛି ପୂରା ଘଟଣା...…

୨୦୦ ଟଙ୍କା ପାଇଁ ବିକିଲେ ମୁଣ୍ଡ, ପାକିସ୍ତାନ ଗୁପ୍ତଚରକୁ ଧରିଲା ଏଟିଏସ

ନୂଆଦିଲ୍ଲୀ: ଭାରତୀୟ ତଟସୁରକ୍ଷା ଏବଂ ସାମୁଦ୍ରିକ ସୀମା ଅଭିଯାନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାକିସ୍ତାନକୁ ପଠାଉଥିବା ଅଭିଯୋଗରେ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗିରଫ କରିଛି l ଉକ୍ତ କର୍ମଚାରୀ ଜଣଙ୍କ ଜଣେ ଭାରତୀୟ ନାଗରିକ…

ପୁଣି ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ, କାଲିଠୁ ମିଳିବ

ଭୁବନେଶ୍ବର: ପୁଣି ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ । ପୁଣି ଥରେ ପ୍ରାଥମିକ ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି ରାଜ୍ୟ ସରକାର । ପିଲାଙ୍କୁ ପୋଷଣ ଖାଦ୍ୟ ଯୋଗାଇବାରେ ସରକାର ପ୍ରତିଶ୍ରୁତି ବଦ୍ଧ ଥିବା ବେଳେ ପୁଣି ପ୍ରଧାନମନ୍ତ୍ରୀ ପୋଷଣ ସ୍କିମ୍‌ରେ ମଧ୍ୟାହ୍ନ ଭୋଜନ ରାଶି…

ଘଣ୍ଟାପ୍ରତି ୭କିମି ବେଗରେ ମାଡି ଆସୁଛି ବାତ୍ୟା, ବିମାନ ସେବା ବନ୍ଦ

ଚେନ୍ନାଇ: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରୁ ବଳ ଗୋଟାଇ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା 'ଫେଙ୍ଗଲ୍' । ଆଜି ସଂଧ୍ୟାରେ ତାମିଲନାଡୁ-ପୁଡୁଚେରୀ ମଝିରେ କରିବ ଲ୍ୟାଣ୍ଡଫଲ୍ l କରାଇକାଲ୍‌ ମହାବଳିପୂରମ ମଧ୍ୟରେ କୂଳ ଛୁଇଁବା ନେଇ ସମ୍ଭାବନା ରହିଛି l ଫେଙ୍ଗଲ ପ୍ରଭାବରେ ତାମିଲନାଡ଼ୁରେ ବର୍ଷାର…

ବାଂଲାଦେଶୀଙ୍କୁ ଚିକିତ୍ସା କରାଯିବନି, ଡାକ୍ତର ନେଲେ…

କୋଲକାତା: ବାଂଲାଦେଶୀଙ୍କୁ ଚିକିତ୍ସା କରିବୁନି। କୋଲକାତାର ଉତ୍ତର ଭାଗରେ ଥିବା ମାଣିକଟାଲାରେ ସ୍ଥିତ ଜେଏନ୍ ରାଇ ହସ୍ପିଟାଲ୍ ଏଭଳି ନିଷ୍ପତ୍ତି ନେଇଛି। ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରିବାକୁ ଯାଇ ଏଭଳି ପଦକ୍ଷେପ ନିଆଯାଇଛି। ଶୁକ୍ରବାର ଦିନ…