Latest Odisha News

BREAKING NEWS

ବଙ୍ଗୋପସାଗରରେ ଅବପାତ; ଆଜି ବି ଲାଗି ରହିଛି ବର୍ଷା

ଭୁବନେଶ୍ଵର: କୋହଲା ପାଗ ସାଙ୍ଗକୁ ସାରା ରାଜ୍ଯରେ ଲାଗିରହିଛି ଝିପିଝିପି ବର୍ଷା । ଫଳରେ ଜନଜୀବନ ଅସ୍ତବ୍ଯସ୍ତ ହୋଇପଡିଛି । ସେପଟେ ଅବପାତର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଅବପାତ ପ୍ରଭାବରେ ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ।…

ଚିନ୍ତା ବଢାଇଲାଣି ଦିଲ୍ଲୀ ବାୟୁ ପ୍ରଦୂଷଣ, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ବର୍ଷର ଶେଷ ୧୦ ଦିନ ମଧ୍ୟରେ ଦିଲ୍ଲୀ ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଏବଂ ଆସନ୍ତାକାଲି ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆଜି ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୮…

ମାଡିଗଲା କାର୍, ୨ ମୃତ, ୬୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌ । କାର୍‌ ଧକ୍କାରେ ୨ ମୃତ, ୬୦ରୁ ଉର୍ଦ୍ଧ୍ଵ ଆହତ । ଆହତଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତେବେ କାର୍‌ରେ ଜଣେ ନାବାଳକ ସମେତ ୨ ଜଣଙ୍କୁ ଧରିଛି ପୋଲିସ । ତଦନ୍ତ ଜାରି ରହିଛି । ସୂଚନା ଅନୁସାରେ,…

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେଡ୍ କରିଛି। ପ୍ରାୟ ୧୦ ଘଣ୍ଟା ଧରି ନିରଞ୍ଜନଙ୍କ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ବାସଭବନରେ ତନଖି କରିଥିଲା ଇଡି ଟିମ୍‌। ତେବେ ୧୦ ଘଣ୍ଟାର ରେଡ୍…

୫୩ ବର୍ଷ ପରେ ପୁଣି ବାଂଲାଦେଶ ଫେରିବା ଆରମ୍ଭ କରିଛି ପାକିସ୍ତାନୀ ସେନା

ଢାକା: ୧୯୭୧ ମସିହାରେ ପୂର୍ବ ପାକିସ୍ତାନରୁ ପାକିସ୍ତାନୀ ସେନାକୁ ଭାରତୀୟ ସେନା ତଡିଥିଲା ଏବେ ୫୩ ବର୍ଷ ପରେ ପୁଣି ତାର ପୁନରାବର୍ତ୍ତୀ ହେବାକୁ ଯାଉଛି । ଅର୍ଥାତ୍ ବାଂଲାଦେଶକୁ ପୁଣି ଫେରିବା ଆରମ୍ଭ କରିଛି ପାକିସ୍ତାନୀ ସେନା । ପାକିସ୍ତାନୀ ସେନାର ଜେନେରାଲ ସାହେବ ଖୁବ୍ ଶୀଘ୍ର ତାଙ୍କ…

ସୋଆରେ ପ୍ୟାରିସ୍ ଅଲମ୍ପିକସ ହକି ତାରକାଙ୍କ ସହ ଛାତ୍ରଛାତ୍ରୀଙ୍କ ଭାବ ବିନିମୟ

ଭୁବନେଶ୍ୱର: ଭାରତୀୟ ହକି ଦଳର ୪ ଜଣ ସ୍ୱନାମଧନ୍ୟ ଖେଳାଳିଙ୍କୁ ଭେଟିଲେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ। ଶୁକ୍ରବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଏହି ଛାତ୍ରଛାତ୍ରୀମାନେ ଅନେକ ଆଲୋଚନା ମଧ୍ୟ…

ଡିସେମ୍ବର ୨୧ରେ ସୋଆରେ ହେବ ଏସ୍‌ଏଚ୍‌ଏମ୍‌ର ‘ଗ୍ରାଣ୍ଡ ହୋମ୍ କମିଂ’

ଭୁବନେଶ୍ୱର: ଡିସେମ୍ବର ୨୧ ଶନିବାର ସୋଆ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହେବ ପୁରାତନ ଛାତ୍ରଛାତ୍ରୀଙ୍କର ସମାବେଶ ‘ଗ୍ରାଣ୍ଡ ହୋମ କମିଂ’। ଏହି ଅବସରରେ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟର ପୁରାତନ ଛାତ୍ରଛାତ୍ରୀମାନେ ମଧ୍ୟ ନିଜ କଲେଜ ପରିସରରେ ଏକତ୍ରିତ ହେବେ। ନିଜ ଶିକ୍ଷାନୁଷ୍ଠାନ,…

ରାହୁଲଙ୍କ ବିରୋଧରେ ଏତେ ମାମଲା? ହାର୍ଡକୋର ଅପରାଧୀଙ୍କଠୁ ବି ଅଧିକ

ନୂଆଦିଲ୍ଲୀ: କଂଗ୍ରେସର ବଡ଼ ଚେହେରା ରାହୁଲ ଗାନ୍ଧୀ। ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ଯେଉଁ ପ୍ରଦର୍ଶନ କରିଛି, ତାହାର ପୂରା ଶ୍ରେୟ ରାହୁଲଙ୍କୁ ଯାଇଛି। ଦେଶରେ ବଡ଼ ବଡ଼ ପ୍ରସଙ୍ଗ ଉଠାଇ ସଂସଦ ଓ ସଂସଦ ବାହାରେ ସରକାରଙ୍କୁ ଏବେ ଘେରୁଛନ୍ତି ରାହୁଲ। କୁହାଯାଉଛି ରାହୁଲଙ୍କ ରାଜନୈତିକ ଜୀବନରେ…

ବାଇକକୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍: ଜଣେ ମୃତ, ୨ ଗୁରୁତର

ଭବାନୀପାଟଣା: ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଶି ଗାଁରେ ୨୬ ନମ୍ବର ଜାତୀୟ ରାଜପଥରେ ଏକ ପିକ୍‌ ଅପ୍ ଭ୍ୟାନ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ଭବାନୀପାଟଣା ସହରର ରେହମତତୁଲ୍ଲା ଖାଁ।  ଗୁରୁତର ଆହତ ଦ୍ୱୟ…

ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ସାର୍ବଜନୀନ କରିବା ସରଗି ଫୁଲର ଉଦ୍ଦେଶ୍ୟ: ମନ୍ତ୍ରୀ

ଭୁବନେଶ୍ବର: ଉଦଯାପିତ ହୋଇଯାଇଛି ରାଜ୍ୟସ୍ତରୀୟ ସରଗି ଫୁଲ୍ ଉତ୍ସବ। ଏହି ଅବସରରେ  ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆବର୍ଗ କଲ୍ୟାଣ ବିଭାଗ, ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ…