Latest Odisha News

BREAKING NEWS

ମହାୟୁତିର ‘ମହା’ବିଜୟ ପଛର ବଡ଼ କାରଣ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହାୟୁତିର ବିଶାଳ ବିଜୟ । ବିଜେପି ସୁନାମୀ, ସିନ୍ଦେ ଓ ଅଜିତଙ୍କ ପାଓ୍ବାର ଶୋ’ । ନା ଶାସନ ବିରୋଧୀ ଲହର କାମ ଦେଲା ନା ଅସଲି, ନକଲି ଓ ପ୍ରତାରଣା ପଲିଟିକ୍ସ । ବିଜେପି ସହ ସହଯୋଗୀ ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାଓ୍ବାରଙ୍କ ଏନସିପିକୁ ମନଖୋଲି ସମର୍ଥନ…

ଜାଣନ୍ତୁ ଶୀତରେ କିପରି କରିବେ ବାଦାମର ସେବନ, ୮୦ ପ୍ରତିଶତ ଲୋକ କରିଥାନ୍ତି ଏହି ଭୁଲ୍?

ଭୁବନେଶ୍ବର: ଶୀତ ଆସିବା ମାତ୍ରେ ଲୋକମାନେ ପ୍ରତିଦିନ ବାଦାମ ଖାଇବା ଆରମ୍ଭ କରନ୍ତି । ବାଦାମ ଶରୀରକୁ ଶକ୍ତି ଦେଇଥାଏ ଏବଂ ଏଥିରେ ଥିବା ଭିଟାମିନ୍ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ବାଦାମ ଖାଇବା ଦ୍ବାରା ଶରୀରରେ ଉଷ୍ମତା ଆସିଥାଏ । ବାଦାମ ଦୁନିଆର ସବୁଠାରୁ ଶକ୍ତିଶାଳୀ ଡ୍ରାଏ…

ଦିଲ୍ଲୀ ବାୟୁ ପ୍ରଦୂଷଣର କାରଣ କହିଲେ ସିଏକ୍ୟୁଏମ

ନୂଆଦିଲ୍ଲୀ: ଦିଲ୍ଲୀ ସହରରେ ପ୍ରଦୂଷଣ ସ୍ତର ବିପଦପୂର୍ଣ୍ଣ ସ୍ଥିତିରେ  ପହଞ୍ଚିଛି। ପ୍ରଦୂଷଣ ଉପରେ ନଜର ରଖିବା ଏବଂ ବିଭିନ୍ନ ରାଜ୍ୟକୁ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ (ସିଏକ୍ୟୁଏମ) କୁ ଦାୟିତ୍ୱ ଦିଆଯାଇଛି। ତେବେ ଏହି ବାୟୁ…

ବାନ୍ଧବୀଙ୍କ ପଡୋଶୀକୁ ମାରିବାକୁ ହେୟାର ଡ୍ରାୟରରେ ଭରିଥିଲେ ବିସ୍ଫୋରକ

ବାଗାଲକୋଟ: ବାଗାଲକୋଟ ଜିଲ୍ଲାର ଇଲକାଲ ସହରରେ ହେୟାର ଡ୍ରାୟର ବ୍ଲାଷ୍ଟ ମାମଲାରେ  ଜଣେ ଖଣି କର୍ମଚାରୀଙ୍କ ହାତ ଥିବା ନେଇ  ଅନୁସନ୍ଧାନରୁ ଜଣାପଡିଛି। ପୋଲିସର ସୂଚନା ଅନୁଯାୟୀ, ଖଣି କର୍ମଚାରୀ ସିଦ୍ଦପ୍ପା ଶିଲାୱନ୍ତ (୩୫) ନଭେମ୍ବର ୧୫ରେ ଶଶିକଳା ନାମକ ଜଣେ ମହିଳାଙ୍କୁ ହତ୍ୟା କରିବା…

ଓଡିଆଙ୍କ ଅନନ୍ୟ ପରମ୍ପରା କାଞ୍ଚିଅଁଳା ନବମୀ, ଘରେ ଘରେ ପୂଜା ହୁଅନ୍ତି ଶୁଖୁଆ ବୋହୁ

ଭୁବନେଶ୍ଵର: ଓଡିଆ ଘରେ ରହିଛି ବାର ମାସରେ ତେର ପର୍ବ। ସେମିତି ଏକ ପର୍ବ ହେଉଛି କାଞ୍ଚିଅଁଳା ନବମୀ। ବିଶେଷ କରି ଉପକୂଳ ଓଡ଼ିଶାରେ ଏହା ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ। କୃଷ୍ଣ ପକ୍ଷ ନବମୀ ତିଥୀରେ ତଥା ପ୍ରଥମାଷ୍ଟମୀ ପର ଦିନ ଏହି କାଞ୍ଜି ଅଁଳା ଓଷା କରାଯାଇଥାଏ। ଏହି ପୂଜା ଷଠି…

ବୌଦ୍ଧରେ ୨ଟି ମାଓବାଦୀ ଶିବିରରୁ ବହୁ ପରିମାଣର ମାଓ ସାମଗ୍ରୀ ଜବତ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ସଫଳତା । ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲରେ ୨ଟି ମାଓବାଦୀ ଶିବିର ଠାବ ହୋଇଛି । କନକା ଏବଂ କୁଆକୁମୁଡ଼ା ଅଞ୍ଚଳରୁ ଏହି ଶିବିର ଠାବ କରିଛନ୍ତି ଡିଭିଏଫ ଏବଂ ଏସଓଜି ଯବାନ । ଉକ୍ତ ଅଞ୍ଚଳରେ ମାଓବାଦୀଙ୍କ…

ଝାଡଖଣ୍ଡରେ ହେମନ୍ତ ହିରୋ

ନୂଆଦିଲ୍ଲୀ: ନା କାମ ଦେଲା ଅନୁପ୍ରବେଶ ପ୍ରସଙ୍ଗ ନା ଆଦିବାସୀ ନେତାଙ୍କ ଚକ୍ରବ୍ୟୂହ ନା ବିଜେପି ସପକ୍ଷରେ ଗଲା ଶାସନ ବିରୋଧୀ ଲହର । ପୁଣି ପ୍ରମାଣିତ ହେଲା, ଝାଡଖଣ୍ଡରେ ହେମନ୍ତ ହିଁ ହିରୋ। ବିଜେପିର ସବୁ ବିଜୟ ବ୍ଲୁପ୍ରିଣ୍ଟକୁ ଝାଡଖଣ୍ଡରୁ ଲାଗିଛି ବଡ ଝଟକା । ଏକଜିଟ୍ ପୋଲର ସବୁ ଅନୁମାନକୁ…

ଧାନ କିଣା ନେଇ ମିଲର ମାନଙ୍କକୁ କଡ଼ା ଚେତାବନୀ ଦେଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଧାନ କିଣା ପ୍ରସଙ୍ଗ ନେଇ ମିଲର ମାନଙ୍କୁ କଡା ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କୃଷ୍ଣ ପାତ୍ର କହିଛନ୍ତି ଯେ, ସିଧାସଳଖ ମିଲର ମାନେ କୃଷକଙ୍କ ନିକଟରୁ ଧାନ କିଣି ପାରିବେ ନାହିଁ । କେବଳ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ମଣ୍ଡି ରୁ ଧାର୍ଯ୍ୟ ଦରରେ ଧାନ…

ଝାଡଖଣ୍ଡ ରେଜଲ୍ଟ: ସରକାର ଗଢିପାରେ ହେମନ୍ତଙ୍କ ଜେଏମଏମ

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନୀ ଫଳାଫଳ ଟ୍ରେଣ୍ଡ ଅନୁଯାୟୀ ହେମନ୍ତ ସୋରେନଙ୍କ ଜେଏମଏମ ପୁଣି କ୍ଷମତାକୁ ଆସିବା ସ୍ପଷ୍ଟ ହୋଇଛି। ଟ୍ରେଣ୍ଡ ଅନୁଯାୟୀ ୮୧ଟି ସିଟରେ ଭୋଟ୍ ଗଣତି ସମୟରେ ଜେଏମଏମ ମିଳିତ ମଞ୍ଚ ୫୪ଟି ଆସନରେ ଆଗୁଆ ରହିଛି। ଏହି ସଂଖ୍ୟା ବହୁମତ ୪୧ରୁ ୧୩ ସିଟ୍ ଅଧିକ…

ବିଲ୍ଡର ସଂସ୍ଥା ‘ଜେଡ୍’ ଉପରେ ଇଡି ରେଡ୍

ଭୁବନେଶ୍ଵର: ବିଲ୍ଡର ସଂସ୍ଥା ‘ଜେଡ୍’ ଉପରେ ଇଡି ରେଡ୍ । ୧୧ଟି ସ୍ଥାନରେ ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବେଆଇନ ବୈଦେଶିକ ମୁଦ୍ରା ବିନିମୟ ଅଭିଯୋଗରେ ଚାଲିଛି ରେଡ୍ । ‘ଜେଡ୍‌’ ନିର୍ଦ୍ଦେଶକଙ୍କ ଘର ଓ ଅଫିସ୍‌ରେ ଚାଲିଛି ରେଡ୍‌ । ସେପଟେ ଇଡି ରେଡ୍‌ ସମ୍ପର୍କରେ…