Latest Odisha News

BREAKING NEWS

ସଚିନ ପାଇଲଟଙ୍କୁ ପ୍ରଶ୍ନ: ଯଦି ଇଣ୍ଡିଆ ମେଣ୍ଟ ଗଠନ ହୁଏ ତେବେ କିଏ ହେବେ ପ୍ରଧାନମନ୍ତ୍ରୀ ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ୍ ଏବିପି ନ୍ୟୁଜକୁ ଏକ ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାରରେ ଯେତେବେଳେ ତାଙ୍କୁ ପଚରାଗଲା ଯଦି ଇଣ୍ଡିଆ ଆଲାଇନ୍ସ ଜିତେ ତେବେ…

ଜୁନ୍ ୨ରେ ଆସିବ ଏହି ଦୁଇ ରାଜ୍ୟର ନିର୍ବାଚନ ଫଳାଫଳ, ନିର୍ବାଚନ ଆୟୋଗଙ୍କ ସୂଚନା

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ସହିତ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏଥିମଧ୍ୟରେ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ ମଧ୍ୟ ଅନ୍ତର୍ଭୁକ୍ତ। ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ ତାରିଖରେ ଭୋଟ୍ ହୋଇଥିଲା। ଏହି…

ଆଜିଠୁ ରାଜ୍ୟରେ ହାତୀ ଗଣନା ଆରମ୍ଭ, ଗଛରେ ୧୧୩୬ଟି ମଞ୍ଚା ପ୍ରସ୍ତୁତ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ହାତୀ ଗଣନା। ଏଥିପାଇଁ ଜଙ୍ଗଲ ବିଭାଗ ସମସ୍ତ ପ୍ରସ୍ତୁତି ଚଳାଇଛି। ଏହି ଗଣନା ୨୪ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୩ ଦିନ ଧରି ଚାଲିବ। ହାତୀ ଗଣନା ପାଇଁ ଏକ ଟିମ୍ ନିୟୋଜିତ ହୋଇଛନ୍ତି। ସେମାନଙ୍କ ପାଇଁ ଜଙ୍ଗଲ ମଧ୍ୟରେ ବିଭିନ୍ନ ସ୍ଥାନରେ ଥିବା ବଡ଼ ବଡ଼…

ଦୁନିଆର ସବୁଠୁ ଦାମୀ ଚା’, ଭାରତରେ ମଧ୍ୟ ଉତ୍ପନ୍ନ ହୁଏ ଏହି ଚା’

ନୂଆଦିଲ୍ଲୀ: ଚା’ କେବଳ ଏକ ପାନୀୟ ନୁହେଁ। ଏହା ଜଡିତ ଥାଏ ଅନେକଙ୍କ ଭାବନା ସହିତ। ଖାସ କରି ଭାରତରେ ସକାଳ ଆରମ୍ଭ ହୁଏ ଏଇ କପେ ଚା’ ରୁ ଆଉ ସନ୍ଧ୍ୟା ଶେଷ ହୁଏ ଏଇ କପେ ଚା’ ରୁ। କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ବିନା ଚା’ ରେ ରହି ପାରିବେନି। ଯେଉଁମାନଙ୍କ ମଧ୍ୟରେ ହୁଏତ ଆପଣ ବି ଥାଇ…

ଆଖିବୁଜା ଗୁଳିମାଡ, ୪୦ ମୃତ

ନୂଆଦିଲ୍ଲୀ: ନାଇଜେରିଆର ଉତ୍ତର-ମଧ୍ୟ ଅଞ୍ଚଳର ଏକ ଦୁର୍ଗମ ଗାଁରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁରେ ଥିବା ଅନେକ ଘର ଜାଳିଦେଇଛନ୍ତି ଦୁର୍ବୃତ୍ତ । ସେପଟେ ନାଇଜେରିଆ ପୋଲିସ ଗୁଳିରେ ୭ଜଣ…

ଆଜି ଉତ୍ତରରେ ନବୀନଙ୍କ ରୋଡ୍ ସୋ: ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ ଜନସଭାକୁ କରିବେ ସମ୍ବୋଧନ

ଭୁବନେଶ୍ୱର: ମଧ୍ୟ ଓ ଏକାମ୍ର ପରେ ଉତ୍ତରରେ ଭୁବନେଶ୍ୱରକୁ ଫୋକସ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ସନ୍ଧ୍ୟାରେ ଏହି ନିର୍ବାଚନ ମଣ୍ଡଳୀରେ ଗଡ଼ିବ ନବୀନଙ୍କ ହାଇଟେକ୍ ବସ୍। ରେଣ୍ଟାଲ କଲୋନୀଠୁ ପଟିଆ ଛକ ଯାଏଁ ଚାଲିବ ପାୱାର ସୋ। ୮ଟି ଛକରେ ଅଟକିବେ ନବୀନ ପଟ୍ଟନାୟକ।…

ଆଜି ଓଡ଼ିଶା ଆସୁଛନ୍ତି ଅରୁଣ ଗୋଭିଲ, ହିମନ୍ତ ବିଶ୍ୱଶର୍ମା: ୨୩ ରେ ଆସିବେ ଯୋଗୀ

ଭୁବନେଶ୍ୱର: ପ୍ରଚାର କରିବା ପାଇଁ ଓଡିଶା ଆସୁଛନ୍ତି ବିଜେପିର ବହୁ କେନ୍ଦ୍ରୀୟ ନେତା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୩ ତାରିଖରେ ଓଡ଼ିଶା ଆସିବେ। ଏହା ତାଙ୍କର ପ୍ରଥମ ନିର୍ବାଚନୀ ଗସ୍ତ ହେବ। ଯୋଗୀ ଆଦିତ୍ୟନାଥ ୨୩ ତାରିଖ ପୂର୍ବାହ୍ନ ୧୦.୧୫ରେ ଚିଲିକା ନିର୍ବାଚନମଣ୍ଡଳୀର…

ଆଇଇଏସ, ଆଇଏସଏସ ଏବଂ ସିଏମଏସ ପରିକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି କଲା ୟୁପିଏସସି

ନୂଆଦିଲ୍ଲୀ: ଭାରତୀୟ ଆର୍ଥିକ ସେବା (ଆଇଇଏସ), ଭାରତୀୟ ପରିସଂଖ୍ୟାନ ସେବା (ଆଇଏସଏସ) ଏବଂ ମିଳିତ ଚିକିତ୍ସା ସେବା (ସିଏମଏସ) ପରିକ୍ଷା ୨୦୨୪ ପାଇଁ କାର୍ଯ୍ୟସୂଚୀ ଜାରି କଲା ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (ୟୁପିଏସସି) । ଏନେଇ ୟୁପିଏସସିର ଅଫିସିଆଲ୍ ୱେବସାଇଟ୍ upsc.gov.in ରେ…

ସନଟ୍ୟାନରୁ ମୁକ୍ତି ଏବଂ ଗ୍ଲୋଇଙ୍ଗ ତ୍ଵଚା ପାଇଁ ଲଗାନ୍ତୁ ଚନ୍ଦନ…

ଭୁବନେଶ୍ଵର: ଦିନକୁ ଦିନ ବାୟୁମଣ୍ଡଳ ଦୂଷିତ ହେବାକୁ ଲାଗିଛି। ଏହାର ପ୍ରଭାବ ମଣିଷର ସ୍ୱାସ୍ଥ୍ୟ, ନିତିଦିନିଆ ଜୀବନ ତଥା ତ୍ୱଚା ଉପରେ ମଧ୍ୟ ପଡ଼ିଥାଏ। ବାୟୁମଣ୍ଡଳରେ ଘୁରି ବୁଲୁଥିବା ମାଟି, ଧୂଳି କଣିକା ଆଦି ତ୍ୱଚା ସଂସ୍ପର୍ଶରେ ଆସିବା ଦ୍ୱାରା ଚେହେରା ମଳିନ ଦିଶେ। ଏହା ସହ ତ୍ୱଚାରେ ଦେଖଥା…

ଆଇପିଏଲ: ଆୟାରଙ୍କ କମାଲ, ଫାଇନାଲରେ କେକେଆର

ଅହମ୍ମଦାବାଦ: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟରରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି କୋଲକାତା ନାଇଟ ରାଇଡର୍ସ ଫାଇନାଲରେ ପ୍ରବେଶ କରିଛି । ୧୬୦ ରନର ବିଜୟ ଲକ୍ଷ୍ୟକୁ କେକେଆର ୧୩.୪ ଓଭରରେ ୨ ୱିକେଟ ହରାଇ ସମ୍ପୂର୍ଣ୍ଣ ଏକତରଫା ଭାବେ ହାସଲ କରି ନେଇଥିଲା । ଭେଙ୍କେଟେଶ…