Latest Odisha News

BREAKING NEWS

ବିଜେପିକୁ ମୁଖ୍ୟମନ୍ତ୍ରୀଙ୍କ ଉପହାସ; ଦିନରେ ସ୍ବପ୍ନ ଦେଖୁଛି

ଭୁବନେଶ୍ବର; ‘ବିଜେପିକୁ ଉପହାସ କରି କହିଲେ ମୁଖ୍ୟମନ୍ତ୍ରୀ -ଦିନରେ ସ୍ବପ୍ନ ଦେଖୁଛି ବିଜେପି’ । ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରଣହୁଙ୍କାର ପରେ ଭିଡିଓ ବାର୍ତ୍ତା ଜାରି କଲେ ମୁଖ୍ୟମନ୍ତ୍ରୀ । କହିଲେ ଦିନରେ ସ୍ବପ୍ନ ଦେଖୁଛି । ଆଜି ବ୍ରହ୍ମପୁର ଓ ନବରଙ୍ଗପୁରରେ…

କଲେଜ ଅଧ୍ୟାପକଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ, ବିଜେଡିକୁ ସମର୍ଥନ କରୁଥିବା କହିଲା ବିଜେପି

ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି କଲେଜ ଅଧ୍ୟାପକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଅଧ୍ୟାପକ ବ୍ରଜମୋହନ ଧାକଡ଼ ବିଜେଡି ପାଇଁ କାମ କରୁଥିବା ଏକ ସଙ୍ଗୀନ ଅଭିଯୋଗ ଆସିଛି l କେବଳ ବିଜେଡି କୁ ସମର୍ଥନ ନୁହେଁ ବିଜେପି କର୍ମୀଙ୍କୁ ଫୋନ୍ ମାଧ୍ୟମରେ ଧମକ ଦେବା ଭଳି ମଧ୍ୟ ଅଭିଯୋଗ ରହିଛି ।…

ନନ୍ଦନକାନନରେ ଅସୁସ୍ଥ ବାଘ ‘ନନ୍ଦନ’

ଭୁବନେଶ୍ବର: ରୋଗରେ ପୀଡିତ ନନ୍ଦନକାନନର ଗେହ୍ଲା ‘ନନ୍ଦନ’ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୧ ନମ୍ବର ବାଘ ଖୁଆଡ଼ ଫିଡିଂ ଚାମ୍ବରରେ ରହୁଥିବା ଜଙ୍ଗଲୀ ବାଘ ‘ନନ୍ଦନ’ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଛି। ଅସୁସ୍ଥ କାରଣରୁ ଠିକ୍ ଭାବେ ଖିଆପିଆ ନ କରିବାରୁ ଗୋଟିଏ ସ୍ଥାନରେ ପଡ଼ି…

ତୃତୀୟ ପର୍ଯ୍ୟାୟ ମତଦାନ କାଲି, ୧୧ ରାଜ୍ୟର ୯୩ ଆସନର ହେବ ଭାଗ୍ୟ ନିରୀକ୍ଷଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅର୍ଥାତ୍ ମେ’ ୭ରେ ଅନୁଷ୍ଠିତ ହେବାକୁ ଯାଉଛି । ୧୦ ଟି ରାଜ୍ୟ ଓ ଗୋଟେ କେନ୍ଦ୍ରଶାସିତ ଅଞ୍ଚଳର ୯୩ ଟି ଆସନରେ ହେବ ଭୋଟ ଗ୍ରହଣ  । ପ୍ରଥମେ ଏହି ପର୍ଯ୍ୟାୟରେ ୧୧ ରାଜ୍ୟର ୯୫ ଟି ଆସନ ଥିଲା । କିନ୍ତୁ ସୁରତରେ…

ଓଡ଼ୃିଶାରେ କିଏ ଗଢ଼ିବ ସରକାର? ମୋଦୀ ଦେଲେ ତାରିଖ, ପାଣ୍ଡିଆନ୍ ଦେଲେ ତାରିଖ ସହିତ ସମୟ

ଭୁବନେଶ୍ୱର: ନିର୍ବାଚନ ବେଳେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଅପେକ୍ଷା ଓଡ଼ିଶାରେ କିଏ ଗଢିବ ସରକାର ତେଜିଲା ଚର୍ଚ୍ଚା। ଜୁନ୍ ୪ ସଂଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ କିଏ ଗଢ଼ିବ ସରକାର। ଲୋକେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ଏହି ଆସନରେ ବସାଇବେ ନା ମୋଦୀଙ୍କ ଚେହେରାକୁ…

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ବର: ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ । cisce.org ଏବଂ results.cisce.org ଓ୍ବେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ  । ଛାତ୍ରୀଛାତ୍ରୀ ଓ୍ବେବସାଇଟ୍‌ରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ଦଶମରେ ୯୯. ୦୮% ଓ ଦ୍ୱାଦଶରେ ୯୮.୯୦% ଛାତ୍ରଛାତ୍ରୀ ପାସ୍  ।…

ସ୍ବାମୀ ସହ ଝଗଡା ପରେ ୬ ବର୍ଷର ଦିବ୍ୟାଙ୍ଗ ପୁଅକୁ କୁମ୍ଭୀର ମୁହଁକୁ ଫିଙ୍ଗିଲା ମା’

ବେଙ୍ଗାଲୁରୁ: ସ୍ବାମୀ ସ୍ତ୍ରୀ କଳହରେ ବଳି ପଡିଗଲା ୬ ବର୍ଷର ଦିବ୍ୟାଙ୍ଗ ଶିଶୁ । କୁମ୍ଭୀର ମୁହଁରେ ପଡି ଗଲା ଶିଶୁର ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଦଣ୍ଡେଲି ତାଲୁକ ଅଞ୍ଚଳରେ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଖବର ମୁତାବକ, କର୍ଣ୍ଣାଟକର…

ବିଜେଡି ସୁପ୍ରିମୋଙ୍କୁ ମୋଦୀଙ୍କ ଟାର୍ଗେଟ; ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଭଳି ମୁଁ ନୁହେଁ

ବ୍ରହ୍ମପୁର: ବ୍ରହ୍ମପୁରରେ ମୋଦୀ । ବ୍ରହ୍ମପୁରବାସୀଙ୍କୁ ଉଦ୍ବୋଧନ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ ସୁଯୋଗ ଦିଅ, ୫ ବର୍ଷରେ ଓଡିଶାକୁ ନମ୍ବର-୧ କରି ଦେଖାଇବୁ । ବିଜେଡି ସରକାର ସବୁ ହଡପ କରୁଛି । କେନ୍ଦ୍ର ଅନୁଦାନରେ ନିଜ ଷ୍ଟିକର ମାରି ଲୁଟୁଛି । ତେଣୁ ଓଡିଶାରେ…

ଟି୨୦ ବିଶ୍ୱକପରେ ଆତଙ୍କବାଦୀ ଆକ୍ରମଣ ଧମକ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ଏଥର ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ । ତେବେ ଏହା ଆରମ୍ଭ ହେବା ପୂର୍ବରୁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଆକ୍ରମଣ ଧମକ ଦେଇଛି । ରିପୋର୍ଟ ମୁତାବକ ଆଇଏସ ଖୁରାସନ ୱେଷ୍ଟଇଣ୍ଡିଜକୁ ଏହି ଧମକ ଦେଇଛି । କ୍ରିକେଟ ୱେଷ୍ଟଇଣ୍ଡିଜ କିନ୍ତୁ ଏଥିରେ ବିଚଳିତ…

କନିଷିରୁ ମୋଦୀଙ୍କ ବଡ଼ ଦାବି, ତ୍ରିପୁରା ଭଳି ଏଥର ଓଡ଼ିଶାର ନିର୍ବାଚନ ଫଳାଫଳ ହେବ?

ବ୍ରହ୍ମପୁର: ଓଡ଼ିଶାରେ ଜୁନ ୪ ତାରିଖରେ ବିଜେଡି ସରକାର ହଟିବ । ବିଜେପି ଏଠାରେ ଜୁନ ୧୦ରେ ସରକାର ଗଢ଼ିବ। ବ୍ରହ୍ମପୁର କିନିଷିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଅଭିଭାଷଣ ରଖିଛନ୍ତି। ଯଦିଓ ଏହା ଶୁଣିବାକୁ ଅଡୁଆ ଲାଗୁଛି କିନ୍ତୁ ଲୋକଙ୍କୁ ବିଶ୍ବାସ ଦେବାକୁ ଯାଇ ତ୍ରିପୁରାରେ କଥା…