Latest Odisha News

BREAKING NEWS

ପାଞ୍ଚ ଆସନରେ ପ୍ରାର୍ଥୀ ବଦଳାଇଲା ବିଜେଡି, ଜାଣନ୍ତୁ ଏହି ନେତାମାନଙ୍କୁ

ଭୁବନେଶ୍ୱର: ବିଜେଡି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଘୋଷଣା ହୋଇଥିବା ଛଅ ବିଧାନସଭା ଆସନରୁ  ବରୀ ବିଧାୟକ ସୁନନ୍ଦା ଦାସ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଏବଂ ବାଲିକୁଦା ଏରସମାରୁ ରଘୁ ନନ୍ଦନ ଦାସ ଏବଂ ରାଘନାଥପାଲିରୁ ସୁବ୍ରତ ତରାଇଙ୍କ ଟିକେଟ୍ କଟିଛି।…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ହାଇସ୍କୁଲର ପ୍ରଧାନ ଶିକ୍ଷକ

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନ ଶିକ୍ଷକ। ବରଗଡ଼ କୁସନପୁରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ଏସ୍ଏଚ୍‌ଜି ଫାଇଲ୍ ରିଲିଜ୍‌ ପାଇଁ ୧୪ ହଜାର ଲାଞ୍ଚ ନେଉଥିଲେ। ଏହି ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗରେ ଗିରଫ ହେଲେ ପ୍ରଧାନଶିକ୍ଷକ। ବିଦ୍ୟାଳୟର…

ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପାର୍ଥୀ ତାଲିକା

ଭୁବନେଶ୍ଵର: ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପାର୍ଥୀ ତାଲିକା । ସପ୍ତମ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା କଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ୧୩୫ ପାର୍ଥୀ ତାଲିକା ଘୋଷଣା ସରିଥିବା ବେଳେ ଆଉ ୧୨ ଟି ବିଧାନସଭା ପାର୍ଥୀ ଘୋଷଣା ବାକି ଥିଲା । ସେଥିରୁ ଆଜି…

ପୁଣି ବଢିଲା ଆଧାର କାର୍ଡ ଅପଡେଟ୍‌ ସମୟସୀମା, ଜାଣନ୍ତୁ କିପରି କରିବେ ଅପଡେଟ୍‌

ଭୁବନେଶ୍ୱର: ବୃଦ୍ଧି ପାଇଲା ଆଧାରକାର୍ଡର ଅପଡେଟ୍‌ ପାଇଁ ସମୟସୀମା । ଯେଉଁ ନାଗରିକଙ୍କ ଆଧାରକୁ ୧୦ ବର୍ଷ କିମ୍ବା ଏହାଠାରୁ ଅଧିକ ସମୟ ହୋଇଯାଇଛି ସେମାନେ ନିଃଶୁଳ୍କ ଆଧାର ଅପଡେଟ୍‌ କରିପାରିବେ । ପୂର୍ବରୁ ଏହି ସମୟସୀମା ମାର୍ଚ୍ଚ ୧୪ ରେ ଶେଷ ହୋଇଥିବାବେଳେ ବର୍ତ୍ତମାନ ଏହାର ସମୟ ସୀମାକୁ…

୨୩ ବର୍ଷରୁ କମ ବିଶ୍ୱ ହ୍ୱିଲଚେୟାର ଫେନ୍ସିଂ: ପବିତ୍ର ସାହୁ ଜିତିଲେ ରୌପ୍ୟ

ଭୁବନେଶ୍ୱର: ଥାଇଲାଣ୍ଡର ନାଖନ ରାଚସିମାରେ ଅନୁଷ୍ଠିତ ୨୩ ବର୍ଷରୁ କମ ବିଶ୍ୱ ହ୍ୱିଲଚେୟାର ଫେନ୍ସିଂ ଚାମ୍ପିୟନଶିପରେ ଓଡିଶାର ପବିତ୍ର ସାହୁ ରୌପ୍ୟ ପଦକ ହାସଲ କରିଛନ୍ତି । ଅସୀଚାଳନାରେ ତାଙ୍କର ଏହି ସଫଳତା ରାଜ୍ୟ ଏବଂ ଦେଶକୁ ଗୌରବାନ୍ୱିତ କରିଛି । ଜର୍ମାନୀର କ୍ଲେମେନ୍ସ କର୍ସିଫେନ…

ସୁପ୍ରିମକୋର୍ଟଙ୍କ ବଡ ରାୟ: ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା କରିପାରିବେ ଗର୍ଭପାତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ବଡ ରାୟ । ଦୁଷ୍କର୍ମର ଶିକାର ହୋଇଥିବା ୧୪ ବର୍ଷିୟ ନାବାଳିକାଙ୍କୁ ୩୦ ସପ୍ତାହର ଭୃଣ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ବମ୍ବେ ହାଇକୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଡି.ୱାଇ…

ନେହା ହିରେମାଥ ହତ୍ୟାକାଣ୍ଡ: ଆଜି କର୍ଣ୍ଣାଟକା ବନ୍ଦ

ବେଙ୍ଗାଲୁରୁ: ଲୋକସଭା ନିର୍ବାଚନ ପାଇଁ ରାଜନୀତି ତାତି ଜୋର ଧରିଥିବା ବେଳେ କର୍ଣ୍ଣାଟକରେ ବିଜେପି ଦେଇଛି ରଣହୁଙ୍କାର । କର୍ଣ୍ଣାଟକ ହୁବଲିରେ କଲେଜ ଛାତ୍ରୀଙ୍କୁ ଛୁରୀ ଭୁଷି ହତ୍ୟା କରିବା ଘଟଣାରେ ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ବିଜେପି । ଏହି ହତ୍ୟାକାଣ୍ଡ ପଛରେ ଲଭ୍-ଜିହାଦ ଥିବା…

ମଣିପୁରରେ ପୁନଃ ମତଦାନ, ୧୧ଟି ମତଦାନ କେନ୍ଦ୍ରରେ ଚାଲିଛି ସାନି ମତଦାନ

ଇମ୍ଫାଲ: ମଣିପୁରରେ ୧୧ଟି ମତଦାନ କେନ୍ଦ୍ରରେ ଚାଲିଛି ସାନି ମତଦାନ। ୧୯ ଏପ୍ରିଲ ମତଦାନ ବେଳେ ହିଂସା ଯୋଗୁଁ ଚାଲିଛି ପୁନଃ ମତଦାନ। ମତଦାନ କେନ୍ଦ୍ରରେ ଫାୟାରିଂ ସହ ଇଭିଏମ୍ ଚୋରି କରିଥିଲେ ଦୁର୍ବୃତ୍ତ। ଏହାକୁ ଦୃଷ୍ଟିରେ ରଖି ସାନି ମତଦାନ ଘୋଷଣା କରିଥିଲେ ସିଇଓ। ଗତ ୧୯ ତାରିଖରେ…

ଚକୋଲେଟ ସାଜିଲା କାଳ, ହସ୍ପିଟାଲରେ ଭର୍ତ୍ତି ହେଲା ଦେଢ ବର୍ଷର ଶିଶୁ

ପଟିଆଲା: ଚକୋଲେଟ, କାହାକୁ ବା ଭଲଲାଗେନି । ପିଲା ଠୁ ବୟଷ୍କ ସମସ୍ତଙ୍କ ପ୍ରିୟ ଚକୋଲେଟ । ସ୍ଵାଦରେ ଯେମିତି ଦେଖିବାକୁ ମଧ୍ୟ ସେମିତି । କିନ୍ତୁ ଯେତେବେଳେ ସେହି ଚକୋଲେଟ ପିଲା ମାନଙ୍କ ପାଇଁ କାଳ ହୋଇଯାଏ ତେବେ କହିବା ବା କାହାକୁ । ପଞ୍ଜାବ ପଟିଆଲାରୁ ଆସିଛି ଏକ ଦୁଃଖଦ ଖବର । ଚକୋଲେଟ ଖାଇ…

ଏଲଏଲବି ଷଷ୍ଠ ସେମିଷ୍ଟାର ପରିକ୍ଷା ବାତିଲ, ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ

କଟକ: ବାତିଲ ହେଲା ଏଲଏଲବି ଷଷ୍ଠ ସେମିଷ୍ଟାରର ପେପର-୧ ପରୀକ୍ଷା । ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ୨୮ କଲେଜର ପରୀକ୍ଷା ବାତିଲ କରାଯାଇଛି । ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସିଥିବା ନେଇ ଅଭିଯୋଗ ହେବା ପରେ ପରୀକ୍ଷା ବାତିଲ କରିଛନ୍ତି ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷ ।…