Latest Odisha News

BREAKING NEWS

ଆମେରିକା ପୁନର୍ବାର ଚେତାଇଲା ଖୁବ ଶୀଘ୍ର ଇସ୍ରାଏଲ ଉପରେ ଆକ୍ରମଣ କରିବ ଇରାନ

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ଇରାନ ପ୍ରସ୍ତୁତି କରିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବରୁ ଏ ସମ୍ପର୍କରେ ଚେତାଇଥିଲେ । ଏବେ ଶନିବାର ସେ ପୂନର୍ବାର ଏ ସମ୍ପର୍କରେ ଇସ୍ରାଏଲକୁ ସତର୍କ କରାଇଛନ୍ତି । ଇରାନ ପୂର୍ବାନୁମାନ ତୁଳନାରେ ଶୀଘ୍ର ଆକ୍ରମଣ କରିବ । ଏହି…

ରାଲିରେ ଯିବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ଶିକ୍ଷୟତ୍ରୀ

ବୌଦ୍ଧ: ସହକାରୀ ଶିକ୍ଷୟତ୍ରୀଙ୍କୁ ଲାଗିଲା ନିର୍ବାଚନ ଅଧିକାରୀଙ୍କ ଛାଟ । ନିର୍ବାଚନ ଆଚରଣ ବିଧି ଲାଗିଥିବା ସମୟରେ ଏକ ରାଜନୈତିକ ଦଳର ନିର୍ବାଚନ ରାଲିରେ ଯୋଗ ଦେଇଥିବାରୁ ଜଣେ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡିଛି। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ । ବୌଦ୍ଧ ଜିଲ୍ଲା ଦହ୍ୟା ସରକାରୀ…

ଖୁବ ଶୀଘ୍ର ଆରମ୍ଭ ହେବ ରଜନୀକାନ୍ତ ଅଭିନୀତ ଜେଲର ସୀକ୍ୱେଲର ଶୁଟିଂ

ଚେନ୍ନାଇ: ଗତ ବର୍ଷ ରଜନୀକାନ୍ତ ଅଭିନୀତ ଜେଲର ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ମେକର୍ସ ଏହାର ସୀକ୍ୱେଲ କରିବା ପାଇଁ ଚିନ୍ତା କରୁଥିଲେ । ରଜନୀକାନ୍ତ କାହାଣୀ ଶୁଣିବା ପରେ ସବୁଜ ସଙ୍କେତ ଦେଇଛନ୍ତି । ତାମିଲ ସିନେମାରେ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଏହି ଫିଲ୍ମକୁ ନେଲ୍ସନ…

ପ୍ରଥମ ଥର ପାଇଁ ଭାରତୀୟ ପର୍ଯ୍ୟଟକ ଭାବେ ମହାକାଶରେ ଯାତ୍ରା କରିବେ ଗୋପୀଚାନ୍ଦ

ନୂଆଦିଲ୍ଲୀ: ନୂତନ ଇତିହାସ ରଚିବାକୁ ଯାଉଛନ୍ତି ପାଇଲଟ ଗୋପୀଚାନ୍ଦ ଥୋଟାକୁରା । ପ୍ରଥମ ଥର ପାଇଁ ଭାରତୀୟ ପର୍ଯ୍ୟଟକ ଭାବେ ମହାକାଶରେ ଯାତ୍ରା କରିବେ ଗୋପୀଚାନ୍ଦ । ଏନେଇ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ଗୋପୀଚାନ୍ଦ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କ ସ୍ପେସ୍‌ କମ୍ପାନୀ ବ୍ଲୁ…

ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ପଦକ୍ଷେପ, ଏଣିକି ଅଣହିନ୍ଦୁଙ୍କୁ ଜଗିବେ ସେବାୟତ

ପୁରୀ: ଏଣିକି ଶ୍ରୀମନ୍ଦିରରେ ଆଉ ପଶିପାରିବେନି ଅଣହିନ୍ଦୁ । ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ପ୍ରଶାସନର ବଡ ପଦକ୍ଷେପ । ଅଣହିନ୍ଦୁଙ୍କ ପ୍ରବେଶକୁ ରୋକିବା ପାଇଁ ଏବେ ସିଂହଦ୍ୱାର ସମ୍ମୁଖରେ ଜଗି ରହିବେ ପ୍ରତିହାରୀ ସେବାୟତ । ପଣାସଂକ୍ରାନ୍ତି ଅର୍ଥାତ ଆସନ୍ତାକାଲି ଠାରୁ…

ଲକ୍ଷ୍ନୌକୁ ପରାସ୍ତ କରି ଦିଲ୍ଲୀର ଦମଦାର ବିଜୟ

ଲକ୍ଷ୍ନୌ : ୨୦୨୪  ଆଇପିଏଲ୍ ରେ ଗତ କାଲି  ଦିଲ୍ଲୀ, ଲକ୍ଷ୍ନୌ କୁ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି । ଦିଲ୍ଲୀ ଲକ୍ଷ୍ନୌକୁ ୬ ୱିକେଟରେ ହରାଇଛି। ମ୍ୟାଚରେ ପ୍ରଥମେ ଲକ୍ଷ୍ନୌ ବ୍ୟାଟିଂ କରି ୭ ୱିକେଟ୍ ବିନିମୟରେ ୧୬୭ ରନ୍ ସଂଗ୍ରହ କରିଥିଲା । ୧୬୮ ରନ୍ ପଛରେ ପକାଇ ଦିଲ୍ଲୀ ୬ ୱିକେଟ୍ ନେଇ…

ରାଜନୀତିରେ ପ୍ରବେଶ ପରେ କଣ ଅଭିନୟ ଛାଡିଦେବେ ଅରୁଣ ଗୋଭିଲ, ଜାଣନ୍ତୁ କଣ କହିଲେ ଅଭିନେତା

ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆରେ ସବୁଠାରୁ ଲୋକପ୍ରିୟ ଅଭିନେତା ତଥା ରାମାନନ୍ଦ ସାଗରଙ୍କ ନିର୍ମିତ ରାମାୟଣରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଚଳିତବର୍ଷ ରାଜନୀତିରେ ପ୍ରବେଶ କରିବା ସହିତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । । ମେରଟ ଆସନରୁ ବିଜେପି ପାର୍ଥୀ ଭାବେ…

ରେକର୍ଡ ଭାଙ୍ଗୁଛି ସୁନା ଦର: ଖୁବଶୀଘ୍ର ୮୦ ହଜାର ଛୁଇଁବ ସୁନା

ଭୁବନେଶ୍ଵର: ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର । ଲଗାତର ସୁନାର ଦାମ୍ ବୃଦ୍ଧି ଜାରି ରହିଛି । ନୂତନ ଆର୍ôଥକ ବର୍ଷ ଆରମ୍ଭରୁ ସୁନାର ମୂଲ୍ୟ ରେକର୍ଡ ଭାଙ୍ଗିଛି । ଭୁବନେଶ୍ବରରେ ଆଜି ୧୦ ଗ୍ରାମ ପିଛା ସୁନାର ମୂଲ୍ୟ ପାଖାପାଖି ୧୦୦୦ ଟଙ୍କା ବୃଦ୍ଧି ପାଇଛି । ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦…

ବୋରୱେଲରେ ଖସିପଡିଲା ୬ ବର୍ଷର ଶିଶୁ

ଇନ୍ଦୋର : ବୋରୱେଲରେ ଖସିପଡିଲା ଶିଶୁ । ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ  ବୋରୱେଲରେ ଖସିପଡିଲା ୬ ବର୍ଷର ଶିଶୁଟି । ଗତ କାଲି ଖେଳୁଥିବା ବେଳେ ଗଳିପଡଛି ଶିଶୁଟି । ଏହି ଘଟଣାଟି ଉତ୍ତରପ୍ରଦେଶ ସୀମା ନିକଟ ମାଣିକା ଗ୍ରାମରେ ରାତି ପ୍ରାୟ ୩ ଟା ବେଳେ ଘଟିଥିଲା।ରେୱା କଲେକ୍ଟର ପ୍ରତୀଭା ପାଲଙ୍କ…

ବିଧାୟକ ପଦ ରଦ୍ଦ ଘଟଣା: ହାଇକୋର୍ଟର ଦ୍ଵାରସ୍ତ ହେବେ ଅରବିନ୍ଦ ଢାଲି

ଭୁବନେଶ୍ଵର: ବିଧାୟକ ପଦ ରଦ୍ଦ ପ୍ରସଙ୍ଗରେ ହାଇକୋର୍ଟର ଦ୍ଵାରସ୍ତ ହେବେ ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନର ଜୟଦେବ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଅରବିନ୍ଦ ଢାଲି । ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଏଭଳି କହିଛନ୍ତି ଅରବିନ୍ଦ ।…