ବୁମ୍ରା କହିଲେ ପେସ ବୋଲର ଭାବରେ ଗର୍ବ ନକରି ସବୁ କ୍ଷେତ୍ର ଉପରେ ଧ୍ଯାନ ଦେବା ଉଚିତ୍
ନୂଆଦିଲ୍ଲୀ: ଧମାକା ମଚାଇଲେ ବୁମ୍ରା। ଗତ ଗୁରୁବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଜସପ୍ରିତ ବୁମ୍ରା ହଇଚଇ ସୃଷ୍ଟି କରିଛନ୍ତି। ଜସପ୍ରୀତ ବୁମ୍ରା ତାଙ୍କ ଘାତକ ବୋଲିଂ ଦ୍ବାରା ରୟାଲ ଚ୍ୟାଲେଞ୍ଜର୍ସ…