ଆସନ୍ତା ୧୧ରେ ରାଜ୍ୟରେ ପାଳନ ହେବ ଇଦ୍
କଟକ: ଆସନ୍ତା ୧୧ ତାରିଖରେ ଓଡ଼ିଶାରେ ପାଳନ ହେବ ଇଦ୍। ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟି ଉକ୍ତ ତାରିଖରେ ଇଦ୍ ପାଳନ ପାଇଁ ନିଷ୍ପତ୍ତି ନେଇଛି। ମଙ୍ଗଳବାର ଏକ ବୈଠକ ପରେ କମିଟି ଏହି ଘୋଷଣା କରିଛି। ସୋମବାର ଅର୍ଥାତ ଆଜି ଚନ୍ଦ୍ର ଦର୍ଶନ ହୋଇ ନଥିବାରୁ ଗୁରୁବାର ଦିନ ଇଦ୍…