‘ପୋଲିସ ଓ ପ୍ରଶାସନକୁ ବ୍ୟବହାର କରି ଜନତାଙ୍କୁ ଧମକାଇ ଭୋଟ୍ ହାତେଇବାର ଅପଚେଷ୍ଟା କରୁଛି ବିଜେଡି’
ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ବିଜୁ ଜନତା ଦଳ ସରକାର ନିର୍ବାଚନ ଜିତିବା ପାଇଁ କ୍ଷମତା ଅପବ୍ୟବହାର କରୁଛି । ବିଡିଓ, ପୋଲିସ ଅଧିକାରୀ ତଥା ବଡ ବଡ ପୋଲିସ ଅଫିସରମାନଙ୍କୁ ବିଜେଡି ନିଜର ଦଳୀୟ କାର୍ଯ୍ୟରେ ଲଗାଉଛି । ନିର୍ବାଚନ ଆସିଲେ ପ୍ରଶାସନ ଅଧିକାରୀମାନେ ବିଜେଡିର କର୍ମୀଭଳି…