Latest Odisha News

BREAKING NEWS

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଖେଳାଯିବ । ୱାର୍ଲ୍ଡ ଟେଷ୍ଟ ସିରିଜ ଚଳିତ ଆଇପିଏଲ ଅବସରରେ ବିସିସିଆଇ ଏହି ଘୋଷଣା କରିଛି । ନଭେମ୍ବରରୁ ଏହି ସିରିଜ ଖେଳାଯିବ ବୋଲି ଘୋଷଣା କରାଯିବା ପରେ ମଙ୍ଗଳବାର କାର୍ଯ୍ୟସୂଚୀ…

ଆଇପିଏଲ ବେଟିଂରେ ସ୍ୱାମୀ ୧ କୋଟି ଟଙ୍କା ହାରିବାରୁ ଆତ୍ମହତ୍ୟା କଲେ ସ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଟୁର୍ଣ୍ଣାମେଣ୍ଟରେ ସ୍ୱାମୀ ବେଟିଂରେ ଏକ କୋଟି ଟଙ୍କା ହାଇଯାଇଥିଲେ। ଏହି ଦୁଃଖ ସହି ନପାରି ୨୩ ବର୍ଷୀୟା ସ୍ତ୍ରୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। କର୍ଣ୍ଣାଟକର ଚିତ୍ରଦୁର୍ଗରେ ଘଟିଛି ଏହି ଘଟଣା। ଦମ୍ପତିଙ୍କର…

କ୍ରିକେଟଠାରୁ ୨ ମାସ ଦୂରେଇ ରହି କଣ କରୁଥିଲେ କହିଲେ କୋହଲି

ବେଙ୍ଗାଲୁର: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ୨ ମାସ କ୍ରିକେଟଠାରୁ ଦୂରେଇ ରହିବା ସମୟରେ କଣ କରୁଥିଲେ ତାର ଖୁଲାସା କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଅବସରରେ କୋହଲି ଦ୍ୱିତୀୟ ଥର ବାପା ହୋଇଥିଲେ । ତେବେ ଏହା ପୂର୍ବରୁ ସେ ପତ୍ନୀ ଅନୁଷ୍କା…

ଗଛରେ ପିଟି ହେଲା ବାଇକ, ଦୁଇ ମୃତ

ଭବାନୀପାଟଣା: ହୋଲିରେ ଘଟିଲା ସଡ଼କ ଦୁର୍ଘଟଣା। ଘରକୁ ଫେରୁଥିବା ବେଳେ ରାସ୍ତା ପାର୍ଶ୍ୱ ଗଛରେ ପିଟି ହେଲା ବାଇକ। ଏହି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ। ସୂଚନା ଅନୁସାରେ, ଆଳିମ ଗାଁର ୨୨…

କଂଗ୍ରେସରେ ରାହୁଲଙ୍କ ଭବିଷ୍ୟତ ଅନ୍ଧକାର, ଅନୁଗାମୀଙ୍କ ଭବିଷ୍ଯତ ଆହୁରି ଅନ୍ଧକାର: ହିମନ୍ତ ଶର୍ମା

ତେଜପୁର: ନିର୍ବାଚନ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭବିଷ୍ୟତ ଅନ୍ଧକାର ଏବଂ ତାଙ୍କ ଅନୁଗାମୀମାନଙ୍କ ଭବିଷ୍ୟତ ଆହୁରି ଅନ୍ଧକାରମୟ ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧୀଙ୍କ କଠୋର ସମାଲୋଚକ…

ଗଞ୍ଜାମରେ ବିଜେପିର ବଢିଲା ଶକ୍ତି, ଦଳରେ ସାମିଲ ହେଲେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ

ଭୁବନେଶ୍ୱର: ବିଜୁ ଜନତା ଦଳରୁ ଇସ୍ତଫା ଦେବା ପରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ପୂର୍ବରୁ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରିଥିବା ପୂର୍ଣ୍ଣଚନ୍ଦ୍ର ସେଠୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ…

ଆଦାନୀ କମ୍ପାନୀ ହାତକୁ ଗଲା ଗୋପାଳପୁର ବନ୍ଦର

ଭୁବନେଶ୍ୱର: ଓଡ଼ିଶାର ଗୋପାଳପୁର ପୋର୍ଟ ଲିମିଟେଡ୍ (ଜିପିଏଲ୍)ର ୯୫% ଅଂଶଧନ ଅଧିଗ୍ରହଣ ପାଇଁ ଏକ ନିର୍ଦ୍ଦିଷ୍ଟ ଚୁକ୍ତି କରି ପୂର୍ବ ଉପକୂଳରେ ନିଜର ପାଦ ବିସ୍ତାର କରିଛି ପ୍ରମୁଖ ବନ୍ଦର ଅପରେଟର ଆଦାନୀ ଗ୍ରୁପ୍ । ଏହି ଅଧିଗ୍ରହଣର ଇକ୍ୱିଟି ମୂଲ୍ୟ ୧,୩୪୯ କୋଟି ଟଙ୍କା ରହିଛି। ଏକ ନିୟାମକ…

ଭର୍ତ୍ତୃହରିଙ୍କ ‘ହୋଲି ମିଳନ’ କାର୍ଯ୍ୟକ୍ରମରେ ଅନୁଭବଙ୍କ ସମେତ ବିଜେପି ନେତା, ନୂଆ ଚର୍ଚ୍ଚାକୁ ଦେଲା…

କଟକ: ସାଂସଦ ଭର୍ତ୍ତୃହରି ମହତାବଙ୍କ ଦ୍ୱାରା ଆୟୋଜିତ ହୋଲି ମିଳନ କାର୍ଯ୍ୟକ୍ରମରେ ବହୁ ରାଜନୈତିକ ନେତା ଉପସ୍ଥିତ ଥିଲେ। ନିକଟରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଭର୍ତ୍ତୃହରି ମହତାବ ଓଡ଼ିଶାରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ…

ଜୁନ୍ ୪ରେ ପୁଣି ‘ମହା ହୋଲି’ ଖେଳିବ ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ରାଜନୈତିକ ଦଳ ନିଆରା ଢଙ୍ଗରେ ହୋଲି ପର୍ବ ପାଳନ କରିଛନ୍ତି। ଶାସକ ବିଜୁ ଜନତା ଦଳ (ବିଜେଡି) ଏବଂ ବିରୋଧୀ ଭାରତୀୟ ଜନତା ପାର୍ଟିର ନେତାମାନେ ହୋଲି ପର୍ବକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି।…

ରଚନା ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟ, ସରଗରମ ହେଲା ପଶ୍ଚିମବଙ୍ଗ ରାଜନୀତି

କୋଲକାତା: ଅଭିନେତ୍ରୀରୁ ରାଜନେତା ପାଲଟିଥିବା ରଚନା ବାନାର୍ଜୀଙ୍କୁ ହୁଗୁଳି ଲୋକସଭା ଆସନ ପାଇଁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ କରିଛି। ଏବେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହା ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଛି। ଯେଉଁଥିପାଇଁ ସେ ସମାଲୋଚନାର ଶିକାର ହୋଇଛନ୍ତି। ନିକଟରେ ଏକ…