କବିତା : କବିତା
ସବିତା ତ୍ରିପାଠୀ
କବିତା ଗୋ ତୁମେ
ମୋ ଚିନ୍ତା ଚେତନେ
ହୃଦୟଟା କିଣି ଦେଲଣି,
ମନ ଉପଵନେ ଗୋଲାପି ସ୍ପନ୍ଦନେ
ହୃଦୟଟା ଚୋରି ହେଲାଣି......।
ନିର୍ଜନ ବେଳାରେ ସାଥି ହୋଇ ତୁମେ
ଯେବେ ଆସିଥାଅ ଚିନ୍ତା ଚେତନେ,
ହୃଦୟ ବିଚରା ସ୍ତବ୍ଧ ହେଇଥାଏ
ତମ ଗୁଣୁ ଗୁଣୁ କୁହୁକ ତାନେ....।…