Latest Odisha News

BREAKING NEWS

ଆସୁଛି ବଡ଼ କାଳବୈଶାଖୀ, ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କ କରିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସୁଛି ବଡ଼ କାଳବୈଶାଖୀ। ୧୯ ଓ ୨୦ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଘଡ଼ଘଡ଼ି ମାରିବା ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏସଆରସି ସବୁ ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ…

୪୦ ଗ୍ରାମ ହେରୋଇନ ଜବତ, ଦୁଇ ଗିରଫ

ନୂଆପଡା: ଜିଲ୍ଲାରେ ନିଶା କାରବାର ବଢ଼ିବାରେ ଲାଗିଥିବା ବେଳେ ବିଭିନ୍ନ ସମୟରେ ଉଭୟ ଅବକାରୀ ବିଭାଗ ଓ ପୋଲିସ କିଛି ବ୍ୟବସାୟୀଙ୍କ ଉପରେ ଚଢାଉ କରି ଉଚ୍ଚସ୍ତରୀୟ ତଦନ୍ତ ନକରି ଛାଡିଦେଉଛି। ଯାହାଫଳରେ ଏହା କମିବା ବଦଳରେ ବଢ଼ିବଢି ଚାଲିଛି। ଜିଲ୍ଲାରେ ବେଆଇନ ମଦ କାରବାର, ଗଞ୍ଜେଇ, କଫ୍ ସିରଫର…

ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସିଏପିଏଫ୍ ଓ ଏସ୍ଏପିଏଫ୍ ମୁତୟନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ (ସିଏପିଏଫ୍) ଏବଂ ରାଜ୍ୟ ସଶସ୍ତ୍ର ବାହିନୀ(ଏସ୍ଏପିଏଫ୍) ମୁତୟନ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ…

ରଣଦୀପ ହୁଡ୍ଡାଙ୍କ କଙ୍କାଳ ରୂପୀ ଚେହେରା ଦେଖି ପ୍ରଶଂସକ ସ୍ତବ୍ଧ

ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ତାଙ୍କର କଙ୍କାଳରୂପୀ ଚେହେରା ପ୍ରଶଂସକଙ୍କୁ ସ୍ତବ୍ଧ କରିଛି । ସେ ଫଟୋ ତଳେ କାଲାପାନୀ ଲେଖିଛନ୍ତି । ଅଭିନୟ ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବକୁ ସମସ୍ତେ ପ୍ରଶଂସା…

ଆଡ ହକ କମିଟି ଭାଙ୍ଗିଲା, ଡବ୍ଲ୍ୟୁଏଫଆଇ ଉପରୁ ହଟିଲା ବାସନ୍ଦ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ଆସୋସିଏଶନ ସୋମବାର କୁସ୍ତିର ତଦାରଖ ପାଇଁ ଗଠନ କରିଥିବା କମିଟିକୁ ଭାଙ୍ଗି ଦେଇଛି । ଏଥିସହ ଭାରତୀୟ କୁସ୍ତି ମହାସଂଘ ଉପରୁ ମଧ୍ୟ ବାସନ୍ଦ ଉଠିଛି । ୟୁନାଇଟେଡ ୱାର୍ଲ୍ଡ ରେସଲିଂ ଦ୍ୱାରା ଲଗା ଯାଇଥିବା ବ୍ୟାନକୁ ହଟାଇବା ଏବଂ ଆଇଓଏ ଦ୍ୱାରା ଏକ ଅସ୍ଥାୟୀ କମିଟି…

୪ ମାସର ଶିଶୁ କୋଟିପତି, ଜେଜେ ଉପହାର ଦେଲେ ୨୪୦ କୋଟି

ନୂଆଦିଲ୍ଲୀ: ୪ ମାସର ଶିଶୁ ଆଜି କୋଟିପତି। ଗତ ବର୍ଷ ନଭେମ୍ବର ୧୦, ୨୦୨୩ରେ ଜନ୍ମ ହୋଇଥିବା ଏହି ଶିଶୁ ବର୍ତ୍ତମାନ କୋଟିପତି ହୋଇଛନ୍ତି। ଶିଶୁର ନାମ ହେଉଛି ଏକାଗ୍ରହ ରୋହନ ମୂର୍ତ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏକାଗ୍ରହ ବୋଧହୁଏ ଭାରତର ସର୍ବକନିଷ୍ଠ କୋଟିପତି। କାରଣ ଏତେ କମ ବୟସରୁ…

ରୋହିତଙ୍କୁ ଅଧିନାୟକ ପଦରୁ ହଟାଇବା ପ୍ରଶ୍ନରେ ଚୁପ ରହିଲେ ହାର୍ଦ୍ଦିକ, ବାଉଚର

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ବିଜେତା ହୋଇଥିଲା । ଅଥଚ ଏଥର ରୋହିତଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ଯାହାକୁ ନେଇ ପ୍ରଶଂସକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୋମବାର…

ଦୀର୍ଘ ଦୁଇ ଦଶନ୍ଧି ପରେ ସୁନ୍ଦରଗଡ଼ ଜିଲ୍ଲାରେ ମହାବଳ ବାଘ ଠାବ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ମହାବାଳ ବାଘ ଠାବ ହୋଇଛି । ଦୀର୍ଘ ଦୁଇ ଦଶନ୍ଧି ପରେ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବନବିଭାଗ ପକ୍ଷରୁ ଲଗାଯାଇଥିବା କ୍ୟାମେରାରେ ମହାବଳ ଟ୍ରାପ୍ ହେବା ପରେ ଏହି ଖବର ସାମ୍ନାକୁ ଆସିଛି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଏକ…

ଆସନ୍ତାକାଲି ଓଡିଶା ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା

ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୧୦ ବର୍ଷର ଉପଲବ୍ଧିକୁ…

ଇଞ୍ଜିନିୟର ଛାତ୍ରଙ୍କୁ ମାଡ ମାରି ଜଣେ ଗିରଫ

ଭୁବନେଶ୍ବର: ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କୁ ମାଡ ମାରିବା ଅଭିଯୋଗରେ ଜଣଙ୍କୁ ଗିରଫ । ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ଅଧୀନ ଡିଏନ ରେଗାଲିଆ ମଲ୍ ନିକଟରେ । ଗିରଫ ଅଭିଯିକ୍ତ ଜଣକ ହେଲା ବିଜୟ ପାଟଶାଣୀ (୧୯) । ସୂଚନାଯୋଗ୍ୟ, ଅଭିଯୋଗକାରୀ ଭବାନୀ ଶଙ୍କର ସାହୁ ଏକ ଘରୋଇ…