Latest Odisha News

BREAKING NEWS

ହରିୟାଣା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, ଦ୍ଵାରକା ଏକ୍ସପ୍ରେସୱେର କଲେ ଶୁଭ ଉଦଘାଟନ

ଚଣ୍ଡିଗଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଗୁରୁଗ୍ରାମ ଗସ୍ତ କରିଛନ୍ତି । ସେଠାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଦୀ ୧୧୨ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ଦ୍ୱାରକା ଏକ୍ସପ୍ରେସୱେର ହରିୟାଣା ଭାଗ ଅଂଶକୁ ଉଦଘାଟନ କରିଛନ୍ତି ମୋଦୀ । ଏହି ଏକ୍ସପ୍ରେସୱେ…

ଜଳିଗଲା ପାୱାର ଗ୍ରୀଡ୍, ୧୫୦ଟି ଗାଁରେ ବିଦ୍ୟୁତ୍ ସେବା ଠପ୍

ବାଲେଶ୍ୱର: ବସ୍ତା-ଜଳେଶ୍ୱର ପାୱାର ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ପାୱାର ଗ୍ରୀଡ୍। ୧୫୦ରୁ ଅଧିକ ଗାଁରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରିଛି । ପ୍ରାଥମିକ ସୂଚନା ଅନୁଯାୟୀ, ଜଳେଶ୍ୱର ପାୱାର ଗ୍ରୀଡରେ ହଠାତ୍…

ଦମ୍ପତିଙ୍କ ଦେଶୀ ଯୁଗାଡ ଦେଖି ଲୋକେ କହିଲେ, ଓଃ ! କି ଚମତ୍କାର

ନୂଆଦିଲ୍ଲୀ: ଆମ ଦେଶର ଲୋକେ ଯୁଗାଡ ଲଗାଇ କଷ୍ଟକର କାମକୁ ସହଜ କରି ଦିଅନ୍ତି । ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ଲୋକେ ଚକିତ ହେବା ସହ ଦମ୍ପତିଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ଏହି ଭିଡିଓକୁ ପବ୍ ନାମକ ଏକ ଇନଷ୍ଟାଗ୍ରାମ…

ଭାରତୀୟ ମହିଳାଙ୍କୁ ଅଷ୍ଟ୍ରେଲିଆରେ ହତ୍ୟା

ଅଷ୍ଟ୍ରେଲିଆ: ଭାରତୀୟ ମହିଳାଙ୍କୁ ଅଷ୍ଟ୍ରେଲିଆରେ ହତ୍ୟା । ଅଳିଆ ଗଦାରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ତାଙ୍କ ସ୍ବାମୀ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ସୂଚନା ରହିଛି କି ଗଲା କିଛି ଦିନ ହେବ ମହିଳା କାହା ସମ୍ପର୍କରେ ନଥିଲେ…

ଉଲଗ୍ନ ହୋଇ ଓସ୍କାର ମଞ୍ଚକୁ ଆସିଲେ ଜନ୍ ସିନା, ଭିଡିଓ ଭାଇରାଲ

ଲସ ଆଞ୍ଜେଲସ: ଚଳିତ ବର୍ଷ ୯୬ତମ ଓସ୍କାର ଆୱାର୍ଡ ଘୋଷଣା କରାଯାଉଥିଲା ବେଳେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ପୁରସ୍କାର ଶୋ' ରେ WWE ରେସଲର ତଥା ଅଭିନେତା ଜନ ସିନା ସମସ୍ତଙ୍କ ହୋସ୍ ଉଡାଇ ଦେଇଛନ୍ତି । ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଶ୍ରେଷ୍ଠ ପୋଷାକ ଡିଜାଇନ…

ସାଇରାଜ-ଚିରାଗ ଜିତିଲେ ଫ୍ରେଂଚ ଓପନ ବ୍ୟାଡମିଂଟନ ଟାଇଟଲ

ନୂଆଦିଲ୍ଲୀ: ଭାରତର ଷ୍ଟାର ପୁରୁଷ ଡବଲ୍ସ ଯୋଡି ସାତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଫ୍ରେଂଚ ଓପନ ବ୍ୟାଡମିଂଟନ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେମାନେ ଚାଇନିଜ ତାଇପେର ଲି ଝେ ହୁଏ ଓ ୟାଙ୍ଗ ପୋ ହୁସାନଙ୍କୁ ୨୧-୧୧ ଓ ୨୧-୧୭ ସିଧାସଳଖ ଗେମ୍ସରେ ପରାସ୍ତ କରିଥିଲେ । ଏହା…

ଇଲେକ୍ଟୋରାଲ ବଣ୍ଡ: କାଲି ସୁଦ୍ଧା ତଥ୍ୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ମାମଲାରେ ଏସବିଆଇକୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା । କାଲି ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଲେ ସବୋର୍ଚ୍ଚ ନ୍ୟାୟଳୟ । ଏସବିଆଇର ଅବଧି ବୃଦ୍ଧି ଆବେଦନକୁ ସିଧାସଳଖ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।  ରାଜନୈତିକ ଦଳ ପକ୍ଷରୁ…

ରମଜାନ ପୂର୍ବରୁ ପାକିସ୍ତାନରେ ମହଙ୍ଗାମାଡ, ଆକାଶଛୁଆଁ ପରିବା ଦର

ନୂଆଦିଲ୍ଲୀ: ପବିତ୍ର ଇସଲାମ ମାସ ରମଜାନ ଆରମ୍ଭ ପୂର୍ବରୁ ପାକିସ୍ତାନର ସାଧାରଣ ଲୋକଙ୍କୁ ଲାଗିଛି ମହଙ୍ଗା ମାଡ । ଆର୍ଥିକ ସଙ୍କଟ ମଧ୍ୟରେ ମହଙ୍ଗାମାଡ ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଦେଶରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ । ଏଭଳି ପରିସ୍ଥିତିରେ ଲୋକଙ୍କ ମୁଣ୍ଡରେ ରମଜାନକୁ ନେଇ…

ଦରମା ବୃଦ୍ଧି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ସଫେଇ କର୍ମଚାରୀ, ସଫେଇ କାମ ଠପ୍

ଭୁବନେଶ୍ବର: ରାଜଧାନୀରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ୧୫ ହଜାର ଟଙ୍କା ଦରମା ବୃଦ୍ଧି ସହ ବିଭିନ୍ନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ । ଏନେଇ ରାଜମହଲ ଛକରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ । ଏହି ଆନ୍ଦୋଳନ ଯୋଗୁଁ ଉଠିପାରୁନି ଅଳିଆ । ରାଜଧାନୀର ପ୍ରାୟ ୫୩ଟି…

ଲୋକସଭା ନିର୍ବାଚନ ପାଇଁ ୨୦୦୪ ଫର୍ମୁଲା ଆପଣେଇବ କଂଗ୍ରେସ: ଜୟରାମ ରମେଶ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଲୋକସଭା ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା । ଏଥିପାଇଁ ଶାସକ, ବିରୋଧୀ ଦଳ ପ୍ରସ୍ତୁତ ହୋଇସାରିଲେଣି । ଜନତାଙ୍କ ବହୁମତକୁ ନିଜ ସପକ୍ଷରେ ଆଣିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଲେଣି ପ୍ରତି ଦଳ । ଲୋକସଭା ନିର୍ବାଚନରେ ବିରୋଧୀ ଦଳ କଂଗ୍ରେସ…