Latest Odisha News

BREAKING NEWS

ଦ୍ୱିତୀୟ ଥର ପାଇଁ ପାକିସ୍ତାନର ରାଷ୍ଟ୍ରପତି ହେଲେ ଆସିଫ ଅଲି ଜରଦାରୀ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ପାକିସ୍ତାନର ରାଷ୍ଟ୍ରପତି ହୋଇଛନ୍ତି ଆସିଫ ଅଲି ଜରଦାରୀ । ଏଥି ସହିତ ସେ ପାକିସ୍ତାନର ୧୪ ତମ ରାଷ୍ଟ୍ରପତି ହୋଇଛନ୍ତି। ଆସିଫ ପାକିସ୍ତାନ ପିପୁଲ୍ସ ପାର୍ଟିର ସହ-ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ୬୮ ବର୍ଷିୟ ଜରଦାରୀ ପିପିପି ଏବଂ ପିଏମଏଲ-ଏନ ଦଳର ମିଳିତ ପ୍ରାର୍ଥୀ…

ପ୍ରଥମ ଥର ପାଇଁ ରାମ ନବମୀକୁ ଛୁଟି ଘୋଷଣା କଲେ ମମତା ସରକାର, ବିଜେପି କହିଲା ‘ସେ ବାଧ୍ୟ…’

କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୁଳ କଂଗ୍ରେସ ସରକାର ରାମ ନବମୀ ଅବସରରେ ଏପ୍ରିଲ ୧୭ କୁ ସାଧାରଣ ଛୁଟି ଘୋଷଣା କରିଛନ୍ତି। ୨୦୧୧ ମସିହାରେ ରାଜ୍ୟରେ କ୍ଷମତାକୁ ଆସିବା ପରେ ତୃଣମୁଳ ସରକାର ପ୍ରଥମ ଥର ପାଇଁ ରାମ ନବମୀଙ୍କୁ ସାଧାରଣ ଛୁଟି ଘୋଷଣା କରିଛନ୍ତି।…

୪୦ ଫୁଟ ଗଭୀର ବୋରୱେଲରେ ଫସିଛି ଶିଶୁ

ନୂଆଦିଲ୍ଲୀ:  ୪୦ ଫୁଟ୍ ବୋରୱେଲ ଭିତରେ ଖସିପଡ଼ିଲା ଶିଶୁ ।  କେଶୋପୁର ମଣ୍ଡି ନିକଟ ଦିଲ୍ଲୀ ଜଳ ବୋର୍ଡ ପ୍ଲାଣ୍ଟରେ ଏହି ଅଘଟଣ ଘଟିଛି । ବୋରୱେଲକୁ ଶିଶୁକୁ ସୁରକ୍ଷିତ ଉଦ୍ଧାର ପାଇଁ  ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ବାହିନୀ, ଏନଡିଆରଏଫ୍ ଓ ଦିଲ୍ଲୀ ପୁଲିସ୍  …

ଇବ୍ ନଦୀରୁ ମିଳିଲା ୩ଜଣଙ୍କ ମୃତଦେହ, ଭୋଜି କରିବାକୁ ଯାଇ ଇବ୍ ନଦୀରେ ବୁଡି ଯାଇଥିଲେ

ସୁନ୍ଦରଗଡ: ଜନ୍ମଦିନ ଖୁସିରେ ଗତକାଲି ଭୋଜି କରିବା ପାଇଁ ଘରୁ ବାହାରିଥିଲେ ୨ଭାଇ ମହମ୍ମଦ ଫରହାନ ଏବଂ ମହମ୍ମଦ ରିଜୱାନ । ତାଙ୍କ ସହ ଯାଇଥିଲେ ତାଙ୍କ କାକା ମହମ୍ମଦ ସାଜିଦ । କିନ୍ତୁ କିଏ ବା ଜାଣିଥିଲା ନଦୀରେ ଛକିଥିଲା ମୃତ୍ୟୁ । ଫରହାନଙ୍କ ପାଇଁ ଜନ୍ମଦିନ ପାଲଟିଗଲା ମରଣଦିନ । ନିଜ ସହ…

କ୍ରିଷ୍ଟିନା ପାଇସ୍କୋଭା ପିନ୍ଧିଲେ ମିସ୍ ୱାର୍ଲ୍ଡ  ମୁକୁଟ

ନୂଆଦିଲ୍ଲୀ: ୭୧ତମ ମିସ୍ ୱାର୍ଲ୍ଡ ହେଲେ କ୍ରିଷ୍ଟିନା ପାଇସ୍କୋଭା । ୨୭ ବର୍ଷ ପରେ ଭାରତରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ଏହି ୨୪ ବର୍ଷୀୟ ସୁନ୍ଦରୀ । ମୁମ୍ୱାଇରେ ଆୟୋଜିତ ମିସ୍ ୱାର୍ଲ୍ଡ  ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ଉପରେ…

ଖରାଦିନେ ବି ଚେହେରା କରିବ ଗ୍ଲୋ, ଲଗାନ୍ତୁ ଏହି ଫେସପ୍ୟାକ, ତାହା ବି ପୁଣି ଘରୋଇ ଉପାୟରେ

ଭୁବନେଶ୍ଵର: ଖରାଦିନ ହେଉଁ କିମ୍ବା ଶୀତଦିନ ସବୁ ଋତୁରେ ତ୍ଵଚାକୁ ଗ୍ଲୋଇଙ୍ଗ ରଖିବାକୁ କିଏ ବା ନଚାହେଁ । କିଏ ବା ନ ଚାହିଁବ ଯେ ସେମାନଙ୍କର ତ୍ଵଚା ଦାଗହୀନ, ଉଜ୍ଜ୍ୱଳ ଏବଂ ଚକଚକିଆ ଦେଖାଯାଉ? ବିଶେଷକରି ଝିଅମାନେ ସେମାନଙ୍କର ତ୍ଵଚାକୁ ନେଇ ବହୁତ ସଚେତନ ଥାଆନ୍ତି ଏବଂ ଏଥିପାଇଁ ସେମାନେ…

ଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋୟଲ

ନୂଆଦିଲ୍ଲୀ: ଲୋକସଭା  ନିର୍ବାଚନ ୨୦୨୪ ଘୋଷଣା ହେବାକୁ ଆଉ  କିଛି  ଦିନ ବାକି ଥିବା ବେଳେ ନିଜ ପଦରୁ  ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନର ଅରୁଣ ଗୋୟଲ। ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ ମଧ୍ୟ କରି ନେଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଏବଂ ଦୁଇ ନିର୍ବାଚନ କମିଶନରଙ୍କୁ ନେଇ…

ଦାରା ସିଂଙ୍କ ମୃତ୍ୟୁ ଦିନ ବିନ୍ଦୁଙ୍କୁ ମଉଜ କରୁଥିବା ଦେଖି ଚକିତ ହୋଇଥିଲେ ଅମିତାଭ

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଦାରା ସିଂଙ୍କୁ ଏବେ ବି ପ୍ରଶଂସକମାନେ ମନେ ପକାଉଛନ୍ତି । ରାମାନନ୍ଦ ସାଗରଙ୍କ ରାମାୟଣରେ ସେ ହନୁମାନଙ୍କ ଭୂମିକା କରି ଘରେ ଘରେ ପରିଚିତ ହୋଇ ଯାଇଥିଲେ । ୨୦୧୨ରେ ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା । ଏବେ ଏକ ସାକ୍ଷାତକାରରେ ତାଙ୍କ…

ବିଜୟ ସେତୁପତି ନୁହେଁ ହରମନ ବାୱେଜା କରିବେ ବିଭୀଷଣଙ୍କ ଭୂମିକା !

ମୁମ୍ବାଇ: ନୀତେଶ ତିୱାରୀଙ୍କ ରାମାୟଣ ଫିଲ୍ମକୁ ନେଇ ଚର୍ଚ୍ଚା କମିବାରେ ନାମ ଧରୁନି । ପ୍ରତ୍ୟେକ ଦିନ ଏହି ଫିଲ୍ମ ସମ୍ପର୍କିତ କିଛି ନା କିଛି ଖବର ସମ୍ମୁଖକୁ ଆସିଛି । ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ବିଜୟ ସେତୁପତିଙ୍କ ବଦଳରେ ହରମନ ବାୱେଜା ବିଭୀଷଣଙ୍କ ଭୂମିକା କରି ପାରନ୍ତି ।…

ଭାରତର ପ୍ରଥମ ବୋଲର ଭାବେ ଡବ୍ଲ୍ୟୁପିଏଲରେ ହ୍ୟାଟ୍ରିକ ନେଲେ ଦୀପ୍ତି

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗରେ ଭାରତର ପ୍ରଥମ ବୋଲର ଭାବେ ଦୀପ୍ତି ଶର୍ମା ହ୍ୟାଟ୍ରିକ ୱିକେଟ ହାସଲ କରିଛନ୍ତି । ଗତ ବର୍ଷ ଇଶି ୱିଙ୍ଗ ପ୍ରଥମ ବୋଲର ଭାବେ ଏହି ଲିଗରେ ହ୍ୟାଟ୍ରିକ ୱିକେଟ ନେଇଥିଲେ । ଦୀପ୍ତିଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ୟୁପି ୱାରିୟର୍ସ ୧ ରନରେ ଦିଲ୍ଲୀକୁ…