ସନ୍ଦେଶଖାଲି ମାମଲାରେ ମମତା ସରକାରଙ୍କୁ ଝଟକା; ହେବନି ତ୍ବରିତ ଶୁଣାଣି, ସିଜିଆଇ ସ୍ଥିର କରିବେ ସମୟ
ନୂଆଦିଲ୍ଲୀ: ସନ୍ଦେଶଖାଲୀ ମାମଲାରେ ମମତା ସରକାରଙ୍କୁ ଲାଗିଛି ବଡ ଝଟକା । ସନ୍ଦେଶଖାଲିରେ ଇଡ଼ି ଟିମ୍ ଉପରେ ହୋଇଥିବା ଆକ୍ରମଣରେ କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ କରି ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି ସର୍ବୋଚ୍ଚ ଅଦାଲତ । ମଙ୍ଗଳବାର ହାଇକୋର୍ଟ ଏହି ମାମଲାର ତଦନ୍ତ…