Latest Odisha News

BREAKING NEWS

‘ଆମ ବ୍ୟାଙ୍କ’ ବ୍ୟାନରରେ ୨ ହଜାର ସିଏସପି ପ୍ଲସ୍ ଆଉଟଲେଟ୍ ର ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ଆମ ବ୍ୟାଙ୍କ' ବ୍ୟାନରରେ ୨ହଜାର ସିଏସପି ପ୍ଲସ୍ ଆଉଟଲେଟ୍ ର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ଅଣବ୍ୟାଙ୍କିଂ ପଂଚାୟତରେ ବ୍ୟାଙ୍କିଙ୍ଗ୍ ସେବା ପହଞ୍ଚାଇବାକୁ ଏହି ଆଉଟ୍ ଲେଟ୍ ଗୁଡ଼ିକ ଲକ୍ଷ୍ୟ ରଖିଛନ୍ତି। ସାମାଜିକ ଓ ଅର୍ଥନୈତିକ ପ୍ରଗତି,…

ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପିକେ ମିଶ୍ରଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ପ୍ରମୋଦ କୁମାର ମିଶ୍ରଙ୍କ ସମେତ ୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଛନ୍ତି। ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ…

ମହିଳା ଓ ଶିଶୁ ବିକାଶ ବିଭାଗର ୫୦୪ ଜଣ ଚୁକ୍ତିଭିତ୍ତିକ ସୁପରଭାଇଜର ହେଲେ ନିୟମିତ

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗରେ ୫୦୪ ଜଣ ଚୁକ୍ତିଭିତ୍ତିକ ସୁପରଭାଇଜରଙ୍କ ସେବା ନିୟମିତ କରିବାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୭୫ତମ ଅଧିବେଶନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ରାଜ୍ୟରେ ସମନ୍ଵିତ ଶିଶୁ…

ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ବିଜେଡି ସରକାର ଦେଇଥିବା ପ୍ରତିଶ୍ରୁତି ମିଛ: କଂଗ୍ରେସ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡ଼ି) ସରକାର ବିଭିନ୍ନ କ୍ଷେତ୍ରରେ ରାଜ୍ୟବାସୀଙ୍କୁ ବିଶ୍ୱାସଘାତକତା କରୁଥିବା ଅଭିଯୋଗ କରି କଂଗ୍ରେସ ଦଳ ଏହାକୁ ତୀବ୍ର ସମାଲୋଚନା କରିଛି। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓପିସିସି ମିଡିଆ ଓ ଯୋଗାଯୋଗ ବିଭାଗ ର ଅଧ୍ୟକ୍ଷ ବିଶ୍ବରଞ୍ଜନ…

ଆପାର୍ଟମେଣ୍ଟରୁ କେମିତି ହେଉଥିଲା ଲୁଟ୍, ଲୁଟେରାଙ୍କୁ ଧରି ପୋଲିସ କରୁଛି ଜେରା

ଭୁବନେଶ୍ୱର: ଭୁବନେଶ୍ୱରରେ ବିଭିନ୍ନ ଆପାର୍ଟମେଣ୍ଟରୁ ଏକାଧିକ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୯ ଜଣ ସଦସ୍ୟଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା, ଦେଢ଼ କେଜି ରୁପା ଅଳଙ୍କାର, ସୁନା ଅଳଙ୍କାର, ୪ଟି…

୧୪ତମ ଭାରତୀୟ ଖେଳାଳି ଭାବେ ୧୦୦ ଟେଷ୍ଟ ଖେଳିବାକୁ ଯାଉଛନ୍ତି ଅଶ୍ୱୀନ

ଧର୍ମଶାଳା: ଭାରତ-ଇଂଲଣ୍ଡ ସିରିଜର ଅନ୍ତିମ ଟେଷ୍ଟ ଧର୍ମଶାଳାରେ ମାର୍ଚ୍ଚ ୭ରୁ ଖେଳାଯିବ । ଭାରତର ସିନିୟର ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଏହି ମ୍ୟାଚ ଖେଳିଲେ ଏକ ନୂତନ କୀର୍ତିମାନ ସ୍ଥାପନ କରିବେ । ସେ ଭାରତର ୧୪ତମ ଖେଳାଳି ଭାବେ ୧୦୦ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଖେଳିବେ । ରାଜକୋଟରେ ଅନୀଲ…

ଗୌରୀଙ୍କୁ ୩ ଥର ବିବାହ କରିଥିଲେ ଶାହାରୁଖ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଓ ଗୌରୀଙ୍କ ପ୍ରେମ କାହାଣୀ କିଏ ବା ନ ଜାଣେ । ଉଭୟ ସେମାନଙ୍କ ପ୍ରେମକୁ ସାକାର କରିବା ସହ ୩୨ ବର୍ଷ ହେବ ସୁଖଦ ବୈବାହିକ ଜୀବନ ଅତିବାହିତ କରୁଛନ୍ତି । ତେବେ ନିକଟରେ ଶାହାରୁଖଙ୍କ ବନ୍ଧୁ ବିବେକ ବାସୱାନୀ ଉଭୟଙ୍କ ବିବାହ ନେଇ ଏକ ମଜାଦାର ଖୁଲାସା…

ପାକିସ୍ତାନ ସୁପର ଲିଗ: ଗୋଟିଏ ଟିମର ୧୩ ଖେଳାଳି ଅସୁସ୍ଥ

କରାଚୀ: ପାକିସ୍ତାନ ସୁପର ଲିଗ କ୍ରିକେଟରେ ଏକ ଅଦ୍ଭୁତ ଘଟଣା ସମ୍ମୁଖକୁ ଆସିଛି । କରାଚୀ କିଙ୍ଗସ ଟିମର ୧୩ଜଣ ଖେଳାଳି ହଠାକ ଅସୁସ୍ଥ ହୋଇ ପଡିଥିଲେ । କ୍ୱେଟା ଗ୍ଲାଡିଏଟର୍ସ ବିପକ୍ଷ ମ୍ୟାଚ ପାଇଁ ଦଳରେ ଏଗାର ଜଣ ଖେଳାଳି ମଧ୍ୟ ଉପଲବ୍ଧ ହେଉ ନାହାନ୍ତି । ରିପୋର୍ଟ ମୁତାବକ କରାଜୀ କିଙ୍ଗସ ଟିମର…

ଆସନ୍ତୁ ଜାଣିବା ଭିକ୍କିଙ୍କ ଫୋନ ୱାଲପେପର ଥିବା ଏହି କୁନି ଝିଅଟି କିଏ

ମୁମ୍ବାଇ: ବଲିଉଡ ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ ରିୟଲ ଯୋଡିଙ୍କୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଭିକ୍କି ମଧ୍ୟ କ୍ୟାଟ୍ରିନା ଅଧିକ ଭଲ ପାଆନ୍ତି ବୋଲି ପ୍ରମାଣ କରି ସାରିଛନ୍ତି । ଏବେ ତାଙ୍କ ଫୋନ ୱାଲପେପରରେ ଏକ କୁନି ଝିଅର ଫଟୋ ଭାଇରାଲ ହେବାରେ ଲାଗିଛି । ପରେ…

ଶ୍ରୀମନ୍ଦିରରେ କାଠ ସବାରିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ

ପୁରୀ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ଆଉ ହ୍ବିଲ ଚେୟାର ନୁହଁ ବରଂ କାଠ ସବାରିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ । ଏନେଇ ନିର୍ମାଣ ହେଲା କାଠ ଚେୟାର । ଏଥିପାଇଁ ପ୍ରଥମେ ଦିବ୍ୟାଙ୍ଗ ଭକ୍ତ ମାନଙ୍କୁ ଅନଲାଇନରେ ପଞ୍ଜିକରଣ କରିବାକୁ…