ଆଜି ଆସିବ ସୁଭଦ୍ରା ସହାୟତାର ଟଙ୍କାଏ
ଭୁବନେଶ୍ବର: ପୁଣି ଆସିବ ସୁଭଦ୍ରା କିସ୍ତି । ଆଜି ମହିଳାଙ୍କ ଖାତାକୁ ଆସିବାରେ ପରୀକ୍ଷାମୂଳକ ଭାବେ ୧ ଟଙ୍କା । 'ସୁଭଦ୍ରା'ର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟର ଆଜି ଆସିବ ୧ ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ତେବେ ଆସନ୍ତା ୯ ତାରିଖରେ ଯୋଗ୍ୟ…