Latest Odisha News

BREAKING NEWS

ବରମୁଣ୍ଡା ଆମ୍ବେଦକର ବସ୍‌ ଟର୍ମିନାଲରେ ହେବ ପୋଲିସ୍‌ ଆଉଟପୋଷ୍ଟ, ନିଯୁକ୍ତି ପାଇବେ ୮୯ ପୋଲିସ୍‌ କର୍ମଚାରୀ

ଭୁବନେଶ୍ବର: ବରମୁଣ୍ଡା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲରେ ହେବ ପୋଲିସ୍‌ ଆଉଟପୋଷ୍ଟ । ଏଥିରେ ୮୯ ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ । ଏନେଇ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନାଯୋଗ୍ୟ ଯେ, 5-T ଉପକ୍ରମରେ ଏହି ଆନ୍ତଃରାଜ୍ୟ ବସ୍‌…

ଗଦଗଦା ଶୈବପୀଠକୁ କେବେ ମିଳିବ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା

ରାୟଗଡା: ବଣ ପାହାଡ଼ ଘେରା ଅପରୂପ ସୌନ୍ଦର୍ଯ୍ୟ, ଆକର୍ଷଣୀୟ ଜଳପ୍ରପାତ, ନିୟମଗିରିର ସବୁଜିମା, ଡଙ୍ଗରିଆ ଓ ଲାଞ୍ଜିଆ ସଉରାଙ୍କ ବୈଭବପୂର୍ଣ୍ଣ ସଂସ୍କୃତିକୁ ନେଇ ପର୍ଯ୍ୟଟନ ମାନଚିତ୍ରରେ ରାୟଗଡ଼ାର ସ୍ଥାନ ନିଆରା । ରାୟଗଡା ଜିଲ୍ଲା ନିୟମଗିରି ପାହାଡ଼ ଅଞ୍ଚଳ ପାକୃତିକ ସୌନ୍ଧର୍ଯ୍ୟର ଗନ୍ତାଘର ।…

ଫେବୃଆରୀ ୨୮ରେ ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ୍

ଭୁବନେଶ୍ବର: ଫେବୃଆରୀ ୨୮ରେ ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଓଡିଶା ଗସ୍ତ ବେଳେ ବିଲ୍‌ ଗେଟସ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଓଡିଶା ଆସି ସେ ଭୁବନେଶ୍ବର ସ୍ଥିତ କୃଷି ଭବନ ପରିଦର୍ଶନ କରିବେ । ସୂଚନାଯୋଗ୍ୟ ଯେ,…

ୟୁପିରେ ଟିଏମସିର ଏଣ୍ଟ୍ରି, ବଦଳରେ ମମତାଙ୍କ ଗଡ଼ରେ ଲଢ଼ିବ ସପା

ଉତ୍ତରପ୍ରଦେଶ: ଲୋକସଭା ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି ।  ନିର୍ବାଚନ ପାଇଁ ପ୍ରତି ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏହାରି ଭିତରେ ଉତ୍ତରପ୍ରଦେଶରେ ତୃଣମୂଳ କଂଗ୍ରେସର ଏଣ୍ଟ୍ରି ହୋଇଛି । ସମାଜବାଦୀ ପାର୍ଟି ଟିଏମସିକୁ ଭଦୋହି ଆସନ ଅଫର କରିଥିବା ସୂଚନା ରହିଛି ।…

୨୮ରେ ଓଡ଼ିଶା ଆସିବେ ମହାମହିମ, ଗସ୍ତ ପାଇଁ କମିଶନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି କମିଶନରେଟ ପୋଲିସର । ୪ ଦିନିଆ ଓଡ଼ିଶା ଗସ୍ତ ସମୟରେ ରାଷ୍ଟ୍ରପତି ଭୁବନେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ…

ବନ୍ଦ କବାଟ ଭିତରେ କିଏ ଚଢାଏ ମହାଦେବଙ୍କ ମସ୍ତକରେ ଫୁଲ, ରହସ୍ୟମୟ ଏହି ଶିବ ମନ୍ଦିର

ଭୋପାଳ: ପୁଣ୍ୟପ୍ରସୂ ଭାରତରେ ରହିଛି ଅନେକ ବୈଚିତ୍ରମୟ ମନ୍ଦିର । ଏହିସବୁ ମନ୍ଦିରକୁ ନେଇ ରହିଛି କିଛି ପୌରାଣିକ ତଥା ଐତିହାସିକ ଘଟଣାବଳୀ । ପ୍ରତି ମନ୍ଦିରର ରହିଛି ଭିନ୍ନଭିନ୍ନ ମାନ୍ୟତା ତଥା ଚମତ୍କାରିତା । ଯାହା ଲୋକ ବିଶ୍ୱାସ ଉପରେ ପର୍ଯ୍ୟବେସିତ । ଏମିତି କିଛି ମନ୍ଦିର ଭାରତରେ ରହିଛି,…

ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ମାମଲା, ଏନେଇ କୌଣସି ଖବର ନାହିଁ କହିଲେ ବୋର୍ଡ କର୍ତ୍ତୃପକ୍ଷ

କଟକ: ଚାଲିଛି ମାଟ୍ରିକ ପରୀକ୍ଷା । ଏହାରି ଭିତରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ସାମ୍ନାକୁ ଆସିଛି । ଆଜି ଗଣିତ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୋବାଇଲରୁ ମୋବାଇଲକୁ ଘୁରି ବୁଲିଛି ପ୍ରଶ୍ନପତ୍ର । ପ୍ରଶ୍ନ ସହ ଉତ୍ତର ମଧ୍ୟ ରହିଛି । ବୋର୍ଡର…

ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ, ମେଡିକାଲ ପରିସରରେ ଉତ୍ତେଜନା

ଭଦ୍ରକ: ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ମୁଖ୍ୟ ଚିକିତ୍ସାଳରେ । ଏହି ଘଟଣା ପରେ ମେଡିକାଲରେ‌ ଉତ୍ତେଜନା ଦେଖାଦେଇଛି । ସୂଚନା ମୁତାବକ, ଆଗରପଡା ଥାନା ଅନ୍ତର୍ଗତ ଅଣିଜ ଗାଁର ଶାନ୍ତିଲତା ଘଡେଇଙ୍କ ପ୍ରସବ…

ବୁଲା କୁକୁରଙ୍କ ଆତଙ୍କରେ ରାଜଧାନୀ ଦିଲ୍ଲୀ, ୨ବର୍ଷ ଶିଶୁକୁ ଝୁଣି ପକାଇଲେ କୁକୁର

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବୁଲା କୁକୁରଙ୍କ ଆତଙ୍କ ।  ୨ ବର୍ଷର ଛୁଆକୁ ୧୫୦ ମିଟର ଘୋଷାଡ଼ି ଟାଣି ନେବା ସହ ଶିଶୁକୁ ଝୁଣି ପକାଇଲେ ତୁଗଲକ ରୋଡ ଧୋବି ଘାଟ ଅଞ୍ଚଳରେ ଆତଙ୍କ ଖେଳାଇଥିବା ବୁଲା କୁକୁର । ବୁଲା କୁକୁରଙ୍କ ଆକ୍ରମଣରେ ଶିଶୁଟିର ମୃତ୍ୟୁ ହୋଇଛି । ଶନିବାର ସଂଧାରେ ଘଟିଛି ଏହି…

ଜାରି ରହିବ ଜ୍ଞାନବ୍ୟାପିରେ ହିନ୍ଦୁମାନଙ୍କ ପୂଜା, ଅନୁମତି କାଏମ ରଖିଲେ ଆହ୍ଲାବାଦ ହାଇକୋର୍ଟ

ଆହ୍ଲାବାଦ: ଜ୍ଞାନବାପି ମସ୍‌ଜିଦ ମାମଲାରେ ମୁସଲିମ୍‌ ପକ୍ଷର ପିଟିସନକୁ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ । ବାରଣାସୀ କୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ଜ୍ଞାନବାପିର ବ୍ୟାସ ତହଖାନାରେ ହିନ୍ଦୁମାନେ ପୂଜା କରିପାରିବେ ଜାନୁଆରୀ ୩୧ରେ ବାରଣାସୀ କୋର୍ଟ ହିନ୍ଦୁଙ୍କୁ ଅନୁମତି ଦେଇଥିଲେ ।…