ବିବାହ ପରେ ରକୁଲଙ୍କ ପ୍ରଥମ ରୋଷେଇ, ପ୍ରସ୍ତୁତ କଲେ ଏହି ସ୍ଵତନ୍ତ୍ର ଡିସ୍
ମୁମ୍ବାଇ: ଗତ ଫେବୃଆରୀ ୨୧ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ । ରକୁଲ ପ୍ରୀତ ସିଂ ଏବଂ ଜ୍ୟାକିଙ୍କ ଗ୍ରାଣ୍ଡ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାରିଭିତରେ ବର୍ତ୍ତମାନ ସାମ୍ନାକୁ ଆସିଛି…