Latest Odisha News

BREAKING NEWS

ଭିଜିଲାନ୍ସ ପଞ୍ଝାରେ ରାଜସ୍ଵ ସହାୟକ, ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଟିମ୍

ବଲାଙ୍ଗିର: ଭିଜିଲାନ୍ସ ପଞ୍ଝାରେ ରାଜସ୍ଵ ସହାୟକ । ମୁରିବାହାଲ ତହସିଲର ରାଜସ୍ଵ ସହାୟକ ତଥା ରେକର୍ଡ କିପର ହେବଲେଟ ବାର୍ଲାଙ୍କୁ ଧରିଛି ଭିଜିଲାନ୍ସ । ଜମି ପଟ୍ଟା କରାଇଦେବା ନାଁରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ଅଫିସ ସହ…

‘ଜବାନ’ ପାଇଁ ଶାହାରୁଖାନ-ନୟନତାରାଙ୍କୁ ଦାଦାସାହେବ ଫାଲକେ ଆଓ୍ବାର୍ଡ, ଜାଣନ୍ତୁ ଆଉ କେଉଁ ମାନେ…

ମୁମ୍ବାଇ: ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୪ । ଦେଶର ଅନ୍ୟତମ ସମ୍ମାନଜନକ ପୁରସ୍କାର ମଧ୍ୟରୁ ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ପୁରସ୍କାର ଗୋଟିଏ । ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇର ତାଜ୍ ଲ୍ୟାଣ୍ଡସ ଏଣ୍ଡରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ ।…

ମାର୍ଚ୍ଚ ୧ରୁ ଆରମ୍ଭ ହେବ ଦୁନିଆର ପ୍ରଥମ ବୈଦିକ ଘଡି, ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୋପାଲ: କେବେ ପଡିବ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ? କେବେ ହେବ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ? କେବେ ଆସିବ ଶୁଭ ସମୟ? ଏପରି ଅନେକ ସଠିକ ସୂଚନା ବୈଦିକ ଘଡିରୁ ମିଳିପାରିବ । ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ ୧ରେ ଆଭାସୀ ମାଧ୍ୟମରେ ଏହି ଘଡିର ଲୋକର୍ପଣ କରିବେ । ଏହା ପୁରା ଦୁନିଆର ପ୍ରଥମ…

ଶ୍ରୀମନ୍ଦିରରେ ଜଗା ଦର୍ଶନ କରିପାରିବେ ଦିବ୍ୟାଙ୍ଗ ଭକ୍ତ, ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ନୂଆ ଏସଓପି

ପୁରୀ: ଖୁବଶୀଘ୍ର ଦିବ୍ୟାଙ୍ଗ ଭକ୍ତଙ୍କ ଜଗା ଦର୍ଶନ ହେବ ସହଜ । ଆଜି ଏନେଇ ଛତିଶାନିଯୋଗ ବୈଠକରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ନୂଆ ଏସଓପି ଜାରି ହୋଇଛି । ଦିବ୍ୟାଙ୍ଗ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପୂର୍ବରୁ ଅନଲାଇନରେ ନିଜ ନାମ ପଞ୍ଜୀକୃତ କରିବେ । ସେମାନଙ୍କୁ ପ୍ରଥମେ ହୁଇଲ୍…

ପୁଅର ନାମ ‘ଅକାୟ’ ରଖିଲେ ବିରାଟ ଓ ଅନୁଷ୍କା, ଜାଣନ୍ତୁ ଏହି ନାଁର ଅର୍ଥ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ପିତାମାତା ହୋଇଛନ୍ତି । ଅନୁଷ୍କା ଶର୍ମା ଗତକାଲି ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିବା ନେଇ ଏକ ଭାବପ୍ରବଣ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ତାଙ୍କ ଶିଶୁପୁତ୍ରର ନାମ ‘ଅକାୟ’…

ଶଙ୍ଖ ଛାଡି ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ଵର: ଶଙ୍ଖ ଛାଡି ପଦ୍ମ ଧରିଲେ ଗାପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିଜେପିରେ ସାମିଲ ହେଲେ ପ୍ରଦୀପ ପାଣିଗ୍ରାହୀ । ବିଜେପି ଦଳୀୟ କାର୍ଯ୍ୟାଳୟକୁ ଆସି ସାମିଲ ହେଲେ ପ୍ରଦୀପ । ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ମିଶିଲେ ପ୍ରଦୀପ। ଗତ କିଛି ଦିନ ତଳେ ପ୍ରଦୀପ…

ଆରପାରିରେ କିମ୍ବଦନ୍ତୀ ରେଡିଓ ଉପସ୍ଥାପକ ଅମିନ ସାୟାନୀ

ନୂଆଦିଲ୍ଲୀ: ରେଡିଓ ଯୁଗରେ ଭାରତରେ ଘରେ ଘରେ ପରିଚିତ ହୋଇପାରିଥିବା ଲୋକପ୍ରିୟ ଉପସ୍ଥାପକ ଅମିନ ସାୟାନୀଙ୍କ ପରଲୋକ । ୯୧ ବର୍ଷ ବୟସରେ ହୃଦଘାତରେ ଆଖି ବୁଜିଛନ୍ତି ଭାରତର ଏହି ମହାନ ରେଡିଓ ଘୋଷକ । ଆକାଶବାଣୀ ବିବିଧ ଭାରତୀର ଲୋକପ୍ରିୟ କାର୍ଯ୍ୟକ୍ରମ ‘ବିନାକା ଗୀତମାଲା’ ଉପସ୍ଥାପନା କରି…

ଛତିଶା ନିଯୋଗ ବୈଠକ: ମାର୍ଚ୍ଚ ୧୯ ସୁଦ୍ଧା ନାଟମଣ୍ଡପ କାମ ଶେଷ ନେଇ ନିଷ୍ପତ୍ତି ସେପଟେ ରତ୍ନଭଣ୍ଡାର ଉତ୍ତରପାର୍ଶ୍ଵ…

ପୁରୀ: ନାଟମଣ୍ଡପ ମରାମତି ନେଇ ଛତିଶା ନିଯୋଗ ବୈଠକ ଶେଷ ହୋଇଛି । ବୈଠକରେ ନାଟମଣ୍ଡପ ମରାମତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ନାଟମଣ୍ଡପ ମରାମତି ନେଇ ଶ୍ରୀମନ୍ଦିରରେ ନୀତିନିର୍ଘଣ୍ଟ ମଧ୍ୟ ଚୂଡାନ୍ତ ହୋଇଛି । ସୂଚନା ମୁତାବକ, ରାତ୍ର ୨ ଟା ରୁ ଦ୍ୱାରଫିଟା ଯାଇ ରାତ୍ରୀ ୧୧ ଟା ରେ ପହୁଡ…

ଭାଇରାଲ ଭିଡିଓ: ଫୁଲରେ ନୁହେଁ ଚିପ୍ସ ପ୍ୟାକେଟରେ ସଜା ହୋଇଛି ବରର ଗାଡି

ଭୁବନେଶ୍ଵର: ସୋସିଆଲ ମିଡିଆରେ ଆମେ ପ୍ରାୟତଃ ସବୁଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଥିବାର ଦେଖିଥାଉ । ସେଥିମଧ୍ୟରୁ କିଛି ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବା ତ କିଛି ଭିଡିଓ ଆପଣଙ୍କ ଆଖିରେ ଲୁହ ଆଣିଦେଉଥିବା । ସେହିପରି କିଛି ଭିଡିଓକୁ ଦେଖି ଆପଣ ଆପଣଙ୍କ ହସକୁ ରୋକିପାରୁନଥିବେ ତ…

ସାଂସଦ ଶଶି ଥରୁରଙ୍କୁ ମିଳିଲା ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଜାତିସଂଘର ପୂର୍ବତନ କୂଟନୀତିଜ୍ଞ ଶଶି ଥରୁରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ 'ସେଭେଲିୟର୍ ଡି ଲା ଲେଜନ୍ ଡି’ହୋନୁର୍' ପ୍ରଦାନ କରାଯାଇଛି । ଏକ କାର୍ଯ୍ୟକ୍ରମରେ ଫ୍ରାନ୍ସ ସିନେଟ ଅଧ୍ୟକ୍ଷ ଜେରାଡ ଲାର୍ଚରଙ୍କ ଦ୍ୱାରା ଥରୁରଙ୍କୁ ସମ୍ମାନିତ…