Latest Odisha News

BREAKING NEWS

ଜମି ପଟ୍ଟା ପାଇବେ ୨୬ ଜିଲ୍ଲାର ୨ ଲକ୍ଷ ୫୦ ହଜାର ଚାଷୀ; ପ୍ରଥମ ଦିନରେ ପାଇଲେ ୧୦ ହଜାର ହିତାଧିକାରୀ

ଭୁବନେଶ୍ବର: ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ । ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ ଟି ଜିଲ୍ଲାର ୧୦ ହଜାର ସିକିମ ରୟତ ଚାଷୀମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି । ଏହି…

ଧୋନୀଙ୍କୁ ମନୋଜଙ୍କ ସିଧା ପ୍ରଶ୍ନ: ଶତକ ମାରିବା ପରେ ମୋତେ କାହିଁକି ଟିମରୁ ବାହାର କରାଗଲା

ନୂଆଦିଲ୍ଲୀ: ମନୋଜ ତିୱାରୀ ରବିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ସତ୍ୱେ ମନୋଜଙ୍କୁ ଟିମରୁ ବାହାର କରାଯାଇଥିଲା । ଦୀର୍ଘ ଦିନ ପରେ ସେ ଏ ନେଇ ମୁହଁ ଖୋଲିଛନ୍ତି । ଏପରିକି ସେତେବେଳର ଅଧିନାୟକ ମହେନ୍ଦ୍ର ସିଂ…

ପୁଣି ଇଡିରେ ହାଜର ହେଲେ ହନିଟ୍ରାପ୍ ଅଭିଯୁକ୍ତ ଅର୍ଚ୍ଚନା ନାଗ ଓ ସ୍ଵାମୀ ଜଗବନ୍ଧୁ ଚାନ୍ଦ

ଭୁବନେଶ୍ବର: ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଫିସ୍‌ରେ ହାଜର ହେଲେ ହନିଟ୍ରାପ୍ ଅଭିଯୁକ୍ତ ଅର୍ଚ୍ଚନା ନାଗ । ପ୍ରାୟ ଏକ ଘଣ୍ଟା ଧରି ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଜେରା କରିଛି ଇଡି । ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଚ୍ଚନା । ସେ କହିଛନ୍ତି,…

ସୂର୍ଯ୍ୟ ମନ୍ଦିର ସହ ଯୋଡିହେବ ଶ୍ରୀମନ୍ଦିର; ପୁରୀରୁ କୋଣାର୍କ ଗଡିବ ଟ୍ରେନ୍, ଘୋଷଣା କଲେ ରେଳମନ୍ତ୍ରୀ

ଭୁବନେଶ୍ବର: ପୁରୀରୁ କୋଣାର୍କ ନୂଆ ରେଳ ଲାଇନ ନେଇ ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୩୨ କିମିର ନୂଆ ରେଳପଥ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦେଲେ ରେଳମନ୍ତ୍ରୀ । ଏହାସହ ସ୍ୱତନ୍ତ୍ର ଭାବେ ଭିଷ୍ଟାଡୋମ ଟ୍ରେନ୍‌ ଚାଲିବାର ବ୍ୟବସ୍ଥା ହେବ । ଭିଷ୍ଟାଡୋମ୍‌ ଟ୍ରେନ୍‌…

ହୋଟେଲରେ ଟିପ୍ ରୁ ବଞ୍ଚିବାକୁ ଜଣେ ମହିଳା ଆପଣେଇଲେ ଏଭଳି ଉପାୟ, ବିଲ୍ ରେ ଲେଖିଲେ ଏପରି କିଛି..

ନୂଆଦିଲ୍ଲୀ: ଏପରି ଅନେକ ଥର ହୋଇଥାଏ ଯେତେବେଳେ ଆପଣ ଘରେ ରୋଷେଇ କରିବା କିମ୍ବା ଘର ଖାଦ୍ୟ ଖାଇବାକୁ ପସନ୍ଦ କରିନଥାନ୍ତି । ଏପରି ସ୍ଥିତିରେ ଆପଣ ହୋଟେଲ କିମ୍ବା ରେସ୍ତୋରାଁକୁ ଯାଇ ସେଠାରେ ଆପଣଙ୍କର ପ୍ରିୟ ଖାଦ୍ୟ ଅର୍ଡର କରିଥାନ୍ତି । ଯଦି ଉକ୍ତ ରେସ୍ତୋରାଁରେ ଥିବା ଖାଦ୍ୟକୁ ଆପଣ ପସନ୍ଦ…

ମା’ ହେବେକି ଦୀପିକା ପାଦୁକୋନ, ଭାଇରାଲ ହେଉଛି BAFTA ସମାରୋହରେ ପେଟ ଲୁଚାଉଥିବା ର ଭିଡିଓ

ମୁମ୍ବାଇ: ମା’ ହେବେକି ଦୀପିକା ପାଦୁକୋନ? ଦୀପିକାଙ୍କ ପ୍ରେଗନେନ୍ସି ଖବରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ବିବାହକୁ ଇତି ମଧ୍ୟରେ ୫ବର୍ଷ ହୋଇସାରିଲାଣି । ଏହାରି ଭିତରେ ସମସ୍ତେ ଏବେ ଗୁଡ ନ୍ୟୁଜ୍ କୁ ଅପେକ୍ଷା କରି ରହିଛନ୍ତି । ଏହାରିଭିତରେ ଲଣ୍ଡନରେ…

ଓଡ଼ିଆ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’ର ମହୁରତ୍

ଭୁବନେଶ୍ୱର : ଅନନମିସ୍ ପ୍ରଡକ୍ସନ ନିବେଦିତ ଚତୁର୍ଥ ଚଳଚ୍ଚିତ୍ର 'ଚନ୍ଦ୍ରବଂଶୀ'ର ମହୁରତ ବରମୁଣ୍ଡା ନିକଟସ୍ଥ କାଳୀ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏହି ଚଳଚ୍ଚିତ୍ରରେ ଯେଉଁଥିରେ ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଆକାଶ ଦାସ ନାୟକ, ରାଜ ରାଜେଶ୍, ପୁନମ୍, ଜସ୍ମିନ୍, ଲିପସା, ଶକ୍ତି…

ଦେଶର ସବୁଠୁ ବଡ ଜିଲ୍ଲା, ଏତେ ବଡ ଯେ ଅନେକ ରାଜ୍ୟ ମଧ୍ୟ ଏହାଠୁ ଛୋଟ

ଅହମଦାବାଦ: ଭାରତ ୨୮ ଟି ରାଜ୍ୟ ଏବଂ ୮ ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ । ପ୍ରତ୍ୟେକ ରାଜ୍ୟରେ ବିଭିନ୍ନ ଜିଲ୍ଲା ଅଛି, କିନ୍ତୁ ଆପଣ ଜାଣନ୍ତି କି ଭାରତର ସବୁଠାରୁ ବଡ ଜିଲ୍ଲା କେଉଁଟା । ସର୍ବ ବୃହତ ହେବା ସହ ଏହି ଜିଲ୍ଲା ଏହାର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବିଖ୍ୟାତ । ଏଥିସହ ଏହି ଜିଲ୍ଲାର…

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ଅର୍ଥାତ୍ ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମାଘ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ସୂଚନା ମୁତାବକ, ଦ୍ଵିତୀୟ…

ଆସିଲା ରାଜ୍ୟସଭା ଫଳାଫଳ, ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୩ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର: ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ । ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ଶେଷ ହେବା ପରେ ତିନି ପ୍ରାଥି ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା…