୫୦୦ରୁ ୫୦୧ ୱିକେଟ ନେବା ଭିତରେ ବହୁତ କିଛି ଘଟିଗଲା
ରାଜକୋଟ: ଏଠାରେ ଅନୁଷ୍ଠିତ ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତ ବୃହତ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଅନେକ ଚାପରେ ଥିବା ସତ୍ୱେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ପ୍ରଦର୍ଶନ ଦଳରେ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ରାଜକୋଟରେ ସେ ତାଙ୍କ କ୍ୟାରିୟରର ୫୦୦ ୱିକେଟ…