Latest Odisha News

BREAKING NEWS

ସ୍ୱାଧୀନତା ପୂର୍ବରୁ ଗୋଟିଏ ଥିଲେ ଭାରତ ଏବଂ ପାକିସ୍ତାନ,ତେବେ ସେଠାର ଇତିହାସ ପୁସ୍ତକରେ କ’ଣ ଲେଖାଯାଇଛି?

ନୂଆଦିଲ୍ଲୀ: ୧୫ ଅଗଷ୍ଟ ୧୯୪୭ରେ ବ୍ରିଟିଶମାନଙ୍କ ଠାରୁ ଭାରତ ସ୍ଵାଧିନତା ହାସଲ କରିଥିଲା । କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ ଭାରତର ଏକ ଅଂଶ ଅଲଗା ହୋଇ ପାକିସ୍ତାନ ହୋଇଥିଲା । ଏହାର ଅର୍ଥ ହେଉଛି, ୧୯୪୭ ପୂର୍ବରୁ, ଭାରତ ସହିତ ଜଡିତ ସମସ୍ତ ଜିନିଷ ପାକିସ୍ତାନ ସହିତ ମଧ୍ୟ ଜଡିତ ଥିଲା |…

ବିଦେଶୀ ମାନଙ୍କର ମଧ୍ୟ ପସନ୍ଦ ଦିଲ୍ଲୀର ଏହି ୫ଟି ସ୍ଥାନ, କଣ ଆପଣ ଯାଇଛନ୍ତି କି କେବେ…

ନୂଆଦିଲ୍ଲୀ: ଆମେ ସବୁବେଳେ ସାପ୍ତାହିକ ଛୁଟି କିମ୍ବା କିଛି ଲମ୍ବା ସମୟର ଛୁଟି ନେଇ କିଛି ସୁନ୍ଦର ସ୍ଥାନକୁ ଯିବାକୁ ଇଚ୍ଛା କରନ୍ତି । ଏପରି ସ୍ଥଳେ ଯଦି ଆପଣ ଦିଲ୍ଲୀ ଯାଉଛନ୍ତି ଏବଂ ସେ ଯାଗା ବିଷୟରେ ଆପଣଙ୍କର କୌଣସି ଧାରଣା ନାହିଁ ତେବେ ଆଜି ଆମେ ଆପଣଙ୍କୁ ଦିଲ୍ଲୀର ଏପରି ୫ଟି ପର୍ଯ୍ୟଟନ…

ଭଦ୍ରକ ବରପଦା ଇଞ୍ଜିନିୟରିଙ୍ଗ କଲେଜ ଗେଟ ଆଗରେ ବିଭିନ୍ନ ଦାବିନେଇ ବିକାଶ ମଞ ପକ୍ଷରୁ ଧାରଣା

ଭଦ୍ରକ: ଇଡି ରେଡ୍ ପରେ ଦିନକୁ ଦିନ ବଢିବାରେ ଲାଗିଛି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଓ ତାଙ୍କ ପୁଅଙ୍କ ଅଡୁଆ । ଭଦ୍ରକ ସ୍ଥିତ ବରପଦା ଇଞ୍ଜିନିୟରିଂ କଲେଜ୍ ସମ୍ମୁଖରେ ଅନେକ କର୍ମଚାରୀଙ୍କ ଆନ୍ଦୋଳନ । ଗେଟ ଆଗରେ ବରପଦା ବିକାଶ ମଞ୍ଚ ପକ୍ଷରୁ ବିକ୍ଷୋଭ ସହ ନାରାବାଜି । ବିଭିନ୍ନ ଦାବିନେଇ ବିକାଶ…

ସୁବର୍ଣ୍ଣପୁରରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ସେବା । ଏହାକୁ ଆଜି ଭିସି ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ୱାରା ଜିଲ୍ଲାର ସମସ୍ତ ୧୦୯ ଟି ପଚାଂୟତରୁ ୬ ଟି ବ୍ଲକ ସଦର ମହକୁମା କୁ ସାଧାରଣ ଲୋକଙ୍କୁ ଗମନା…

ଇଡିର ଷଷ୍ଠ ସମନକୁ ବି କେଜ୍ରିଓ୍ବାଲଙ୍କ ବେଖାତିର୍, ଆପ୍ କହିଲା କୋର୍ଟର ନିର୍ଦ୍ଦେଶକୁ ଅପେକ୍ଷା କର

ନୂଆଦିଲ୍ଲୀ: ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ଷଷ୍ଠ ସମନକୁ ବି ଖାତିର କଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅରବିନ୍ଦ କେଜ୍ରିୱାଲ ଇଡିରେ ଷଷ୍ଠଥର ପାଇଁ ହାଜର ହେବେନାହିଁ ବୋଲି ଆପ୍ ପକ୍ଷରୁ କୁହାଯାଇଛି । ଯାଞ୍ଚ ଏଜେନ୍ସି କେଜ୍ରିଓ୍ବାଲଙ୍କୁ ବାରମ୍ବାର ସମନ ପଠାଇବା ଅପେକ୍ଷା…

ଯଦି ସୁଦାମା ଆଜି ଭଗବାନ କୃଷ୍ଣଙ୍କୁ ଚାଉଳ ଦେଇଥାନ୍ତେ ତେବେ ତାଙ୍କ ଉପରେ ମଧ୍ୟ ଭ୍ରଷ୍ଟାଚାରର ଆରୋପ ଲାଗିଥାଆନ୍ତା:…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସମ୍ୱଲରେ କଳ୍କି ଧାମର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଜି ଉତ୍ତରପ୍ରଦେଶର ମାଟିରୁ ଭକ୍ତି ଓ ଆଧ୍ୟାତ୍ମିକତାର ଆଉ ଏକ ସ୍ରୋତ ପ୍ରବାହିତ ହେଉଛି। ଆଜି ଅନ୍ୟ ଏକ ପବିତ୍ର ସ୍ଥାନର ଭିତ୍ତିପ୍ରସ୍ତର ସ୍ଥାପନ…

‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ ହୋଇଛି ୨ ଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ 'ନୂଆ ଓଡ଼ିଶା' କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱ ଠାରେ ଆରମ୍ଭ ହୋଇଛି ଦୁଇ ଦିନିଆ 'ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ' । ଏଥିରେ ବିଭିନ୍ନ ଶିଳ୍ପ କ୍ଷେତ୍ରର ୫୦୦ରୁ ଅଧିକ ପ୍ରମୁଖ ବ୍ୟକ୍ତିତ୍ବ, ୧୦୦ରୁ ଅଧିକ ବିଶିଷ୍ଟ ବକ୍ତା, ନୀତି ନିର୍ଦ୍ଧାରକ ଏବଂ…

ବିବାହ ବନ୍ଧନରେ ବାନ୍ଧିହେଲେ ମହାଦେବଙ୍କ ପାର୍ବତୀ, ସାମ୍ନାକୁ ଆସିଲା ବାହାଘରର ଭିଜୁଆଲ

ମୁମ୍ବାଇ: ଦେବୋଁ କେ ଦେବ ମହାଦେବରେ ମାତା ପାର୍ବତୀଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୋନାରିକା ଭଦୋରିଆ ତାଙ୍କ ନୂତନ ଜୀବନରେ ପାଦ ରଖିଛନ୍ତି । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ସୋନାରିକା । ସୋନାରିକା ଗତକାଲି ବିକାଶ ପରାଶରଙ୍କ ସହ ବିବାହ ବନ୍ଧନରେ ବାନ୍ଧି…

ଭାରତର ଏହି ରେଲୱେ ଷ୍ଟେସନରେ ଟିକେଟ କିଣି ମଧ୍ୟ କେହି କରନ୍ତିନି ଯାତ୍ରା, ଆଶ୍ଚର୍ଯ୍ୟ କରିଦେବ ଏହାର କାହାଣୀ

ଲକ୍ଷ୍ନୌ: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ | ଯାହା ମାଧ୍ୟମରେ କୋଟି କୋଟି ଲୋକ ପ୍ରତ୍ୟକ ଦିନ ଯାତ୍ରା କରନ୍ତି | କିନ୍ତୁ କଣ ଆପଣ ଜାଣନ୍ତି କି, ଭାରତରେ ଏକ ଏପରି ରେଳ ଷ୍ଟେସନ ଅଛି ଯେଉଁଠାରେ ଲୋକମାନେ କେବଳ ଟିକେଟ କିଣନ୍ତି କିନ୍ତୁ ସେଠାରୁ ଟ୍ରେନରେ ଯାତ୍ରା…

ସୁଧୁରୁନି ସ୍ବାସ୍ଥ୍ୟାବସ୍ଥା, ଭୁବନେଶ୍ବର ଘରୋଇ ମେଡିକାଲକୁ ସ୍ଥାନାନ୍ତର ହେଲେ ବିଧାୟକ ଅନନ୍ତ ଦାସ

ଭୁବନେଶ୍ବର: ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାକୁ ସ୍ଥାନାନ୍ତର ହେଲେ ଭୋଗରାଇ ବିଧାୟକ ଅନନ୍ତ ଦାସ । ବୟସ ଅଧିକ କାରଣରୁ ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ଗତକାଲି ସନ୍ଧ୍ୟାରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ…