Latest Odisha News

BREAKING NEWS

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର: ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ନାମାଙ୍କନ ଭରିବା ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ବିଧାନସଭା ପରିସରରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ଅଶ୍ୱିନୀ…

୭୦ ବର୍ଷର ଲଭ୍ ଲେଟର୍; କବିତାରେ ଲେଖାହୋଇଛି ମନର କଥା

ନୂଆଦିଲ୍ଲୀ: ଦିନ ଥିଲା ପ୍ରେମ ପତ୍ର ଜରିଆରେ ଉଭୟ ପ୍ରେମିକ ଓ ପ୍ରେମିକା ନିଜ ହୃଦୟର କଥା ଲେଖୁଥିଲେ । ଆଉ ସେମାନଙ୍କ ପ୍ରେମ ମଧ୍ୟ ସେତିକି ଦୃଢ଼ ରହୁଥିଲା । ନିକଟରେ ଆମେରିକାରେ ୭୦ ବର୍ଷ ପୁରୁଣା ପ୍ରେମ ଚିଠି ସହିତ ଜଡିତ ଏକ ମାମଲା ସାମ୍ନାକୁ ଆସିଛି। ମିଚିଗାନ୍ ବାସିନ୍ଦା ରିକ୍…

ଆଜି ପ୍ରଖ୍ୟାତ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ବିଶିଷ୍ଟ ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ଜୟନ୍ତୀ । ସେ ୧୯୦୬ ମସିହା ଫେବୃୟାରୀ ୧୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରୁଥିବା ଲୋକପ୍ରିୟ ଭକ୍ତି ସଂଗୀତ ‘ଆହେ ଦୟାମୟ ବିଶ୍ଵ ବିହାରୀ’ ହେଉଛି ତାଙ୍କର କାଳଜୟୀ ସୃଜନସୃଷ୍ଟି । ଖାଲି…

ଭାରତରେ ରହିଛି ଏକ ଏପରି ଗାଁ, ଯେଉଁଠିକୁ ପକ୍ଷୀମାନେ ଯାଇ କରନ୍ତି ଆତ୍ମହତ୍ୟା

ଆସାମ: ସକାଳେ ପ୍ରାତଃ ଭ୍ରମଣ ପାଇଁ ବାହାରିଥିବା ବେଳେ ହଠାତ ଦେଖିବେ ଯେ ରାସ୍ତାରେ ଅନେକ ଗୁଡିଏ ପକ୍ଷୀ ମରି ପଡିଛନ୍ତି, ତାହେଲେ ଆପଣ ଭାବି ବସିବେ ପ୍ରାକୃତିକ ଦୁର୍ବିପାକ କିମ୍ବା ପବନରେ କୌଣସି ବିଷଧର ଗ୍ୟାସ ମିଶିବା ଦ୍ୱାରା ଏହିପରି ହୋଇଛି l କିନ୍ତୁ ଯଦି ଏହିପରି ଘଟଣା ପ୍ରତ୍ୟକ ବର୍ଷ…

ଜୀବନରେ ଚାପରୁ ମୁକ୍ତି ଓ ମନର ଶାନ୍ତି ପାଇଁ ତକିଆ ତଳେ ରଖନ୍ତୁ ୫ଟି ତୁଳସୀ ପତ୍ର

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ତୁଳସୀ ଗଛର ଅନେକ ମହତ୍ବ ରହିଛି । ତୁଳସୀ ବିନା ଭଗବାନଙ୍କୁ ଭୋଗ ମଧ୍ୟ ଦିଆଯାଇନଥାଏ । ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଦୀପ ଜାଳିବା ବ୍ୟତୀତ ତୁଳସୀ ଗଛର ଔଷଧୀୟ ଗୁଣ ମଧ୍ୟ ରହିଛି । କିନ୍ତୁ ଆପଣ ଜାଣନ୍ତି କି ମନକୁ ଶାନ୍ତ କରିବା ପାଇଁ ତୁଳସୀକୁ ମଧ୍ୟ…

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍

ଭଦ୍ରକ: ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ । ଭଦ୍ରକର ୪ଟି ସ୍ଥାନରେ ରେଡ୍ । ସେପରି ବାରିପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ବି ରେଡ୍ । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଚାଲିଛି ଏହି ରେଡ୍ । ସୂଚନା ଅନୁସାରେ, ବିଧାୟକ ପ୍ରଫୁଲ୍ଲ ସାମଲଙ୍କ…

ତୃତୀୟ ଦିନରେ ଚାଷୀ ଆନ୍ଦୋଳନ, ପଞ୍ଜାବରେ ୪ଘଣ୍ଟିଆ ରେଳରୋକ ଅଭିଯାନ, ଟ୍ରାଫିକ୍ ବ୍ୟାନ ଭିତରେ ସିବିଏସଇ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: ତୃତୀୟ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ଆଜି ଚଣ୍ଡିଗଡ଼ରେ ଅପରାହ୍ନ ୫ ଟାରେ କେନ୍ଦ୍ର ସରକାର ଏବଂ କୃଷକ ନେତାଙ୍କ ମଧ୍ୟରେ ଆଲୋଚନା ହେବ । ଏସବୁ ମଧ୍ୟରେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ଭାରତୀୟ କିସାନ ୟୁନିୟନ ଉଗ୍ରାହାଁ ଦଳ ପଞ୍ଜାବରେ ରେଳ ରୋକ ଆନ୍ଦୋଳନ ଘୋଷଣା କରିଛି ।…

ନାତୁଣୀ ବାହାଘର ଉତ୍ସବରେ ଝୁମିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ତାଙ୍କ ନାତୁଣୀ ନିକିତାଙ୍କ ବାହାଘର ଉତ୍ସବରେ ଯୋଗ ଦେଇଥିଲେ ।  ଏହି ବାହାଘର ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ ହୋଇଥିଲା । ଏହି ବାହାଘର ଉତ୍ସବର ଏକ ଭିଡିଓ ନିଜେ ଧର୍ମେନ୍ଦ୍ର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହି ଭିଡିଓରେ ସେ ଖୁସିରେ…

ଆରଟିଓ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ବୌଦ୍ଧ: ଭିଜିଲାନ୍ସ ଜାଲରେ ଆରଟିଓ ଅଧିକାରୀ । ବୌଦ୍ଧ ଜିଲ୍ଲା ଆରଟିଓ ଅଧିକାରୀ ବସନ୍ତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସ ଭବନ ସମେତ ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ରେଡ୍ । ବୌଦ୍ଧ, ଗଞ୍ଜାମ ଓ ଭୁବନେଶ୍ବର ସ୍ଥିତ ଘରେ ଚାଲିଛି ଭିଜିଲାନ୍ସ…

କାନସାସ୍ ସହରରେ ଗୁଳିମାଡ଼; ଜଣେ ମୃତ, ୯ ଶିଶୁଙ୍କ ସମେତ ୨୨ ଆହତ

ନୂଆଦିଲ୍ଲୀ: ଆମେରିକା ସ୍ଥିତ ମିସୋରିର କାନସାସ୍ ସହରରେ ପରେଡ୍ ସମୟରେ ଗୁଳିମାଡ଼ ହୋଇଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୯ ଜଣ ଶିଶୁ ଅଛନ୍ତି । ସେମାନଙ୍କ ବୟସ ୬ରୁ ୧୫ ବର୍ଷ ମଧ୍ୟରେ ରହିଛି। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା…