Latest Odisha News

BREAKING NEWS

କାଜୁକୁ ଟକ୍କର ଦେଉଛି ରସୁଣ, ଦର ୬୦୦ ପାର୍, ଜାଣନ୍ତୁ କେବେ ମିଳିବ ଏଥିରୁ ମୁକ୍ତି…

ନୂଆଦିଲ୍ଲୀ: ଆକାଶ ଛୁଆଁ ରସୁଣ ଦର । କିଲୋ ପିଛା ଦର ୬ଶହ ଟଙ୍କା ଛୁଇଁଲାଣି । ଏହି ଚଢା ଦରକୁ ନେଇ ଏବେ ଚିନ୍ତାରେ ଖାଉଟି । ରୋଷେଇ ଶାଳାରୁ ରସୁଣ ଉଭାନ ହୋଇଛି । ରସୁଣ ବିନା ରୋଷେଇ କରିବାକୁ ପଡୁଥିବାବେଳେ କମିଛି ରସୁଣ ଚାହିଦା । ପରିସ୍ଥିତି ଏପରି ଯେ ରସୁଣର ମୂଲ୍ୟ କାଜୁ ସହିତ…

ଆଜି ୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦ, ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ବନ୍ଦ ଡାକରା

ଝାରସୁଗୁଡା: ଆଜି ୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦ । ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ଜିଲ୍ଲା ମାନ୍ୟତାକୁ ୩୧ ବର୍ଷ ପୁରିଯାଇଥିଲେ ମଧ୍ୟ…

ଋଷି କପୁର ଓ ରାହାଙ୍କ ଏଡିଟ୍ ଫୋଟ ଭାଇରାଲ

ନୂଆଦିଲ୍ଲୀ: ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଝିଅ ରାହାଙ୍କ ଫୋଟ ଏବଂ ଭିଡିଓକୁ ଲୋକେ ବହୁତ ଭଲ ପାଇବା ଦେଉଛନ୍ତି । ଗତ କ୍ରିସମାସରେ ରଣବୀର ଓ ଆଲିଆ ରାହାଙ୍କ ଚେହେରା ଦେଖାଇଥିଲେ । ଏହାପରେ ସେସିଆଲ ମିଡିଆରେ ରାହାଙ୍କ ଭିଡିଓ ଏବଂ ଫୋଟ ଚର୍ଚ୍ଚାରେ ରହୁଛି । ନିକଟରେ ଜଣେ ପ୍ରଶଂସକ…

୧ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ଆଜି ଏକ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଜି ସକାଳ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ବିଭିନ୍ନ ସରକାରୀ ବିଭାଗ ଏବଂ ଅନୁଷ୍ଠାନରେ ବିଭିନ୍ନ ପଦବୀରେ ନିଯୁକ୍ତ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ଜଣ ଜୀବନ୍ତ ଦଗ୍ଧ

ନୋଏଡା: ସକାଳୁ ସକାଳୁ ଭୟଙ୍କର ସଡକ ଦୁର୍ଘଟଣା । କାର୍-ବସ୍ ମୁହାଁମୁହିଁ ଧକ୍କା ହେବା କାରଣରୁ ହୁତୁ ହୁତୁ ହୋଇ ଜଳିଗଲା କାର୍ ଓ ବସ୍ । ଜୀଅନ୍ତା ଜଳିଗଲେ କାର୍ ଥିବା ୫ଜଣ । ଉତ୍ତରପ୍ରଦେଶର ମଥୁରାସ୍ଥିତ ଯମୁନା ଏକ୍ସପ୍ରେସୱେର ୧୧୭ ନମ୍ବର ମାଇଲଖୁଣ୍ଟରେ ଘଟିଛି ଏହି ମର୍ମନ୍ତୁଦ ସଡକ…

ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଆକ୍ରମଣ ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ଧୀରକୁଟ ବସ୍ତି ନିକଟରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ୪ ଦୁର୍ବୃତ୍ତ । ଆଉ ଦୁଇ ଜଣଙ୍କୁ ଧରିବାକୁ ଜାରି ରହିଛି ତଦନ୍ତ ପ୍ରକ୍ରିୟା । ଖବର ମୁତାବକ,…

ରକିଂ ଦାଦି: ୯୫ ବର୍ଷରେ ଚଲାଉଛନ୍ତି କାର୍

ନୂଆଦିଲ୍ଲୀ: ଯଦି ମନରେ ଆଗ୍ରହ ଥାଏ ଆପଣ ସବୁ କିଛି କରିପାରିବେ। ବୟସ ମଧ୍ୟ ସେଠାରେ ହାର ମାନିଥିଏ । ଏମିତିକି ଆଜିର ଇଣ୍ଟରନେଟ୍ ଯୁଗରେ ସବୁ ବର୍ଗର ଲୋକେ କିଛି ନୂଆ କରିବାକୁ ପସନ୍ଦ କରୁଛନ୍ତି । ଆଉ ସେମାନେ କରିକି ମଧ୍ୟ ଦେଖାଉଛନ୍ତି । ସୋସାଲ ମିଡିଆରେ ଏଭଳି କିଛି ନିଆରା ଭିଡିଓ ଏବେ…

ବିଭିନ୍ନ ଦାବି ନେଇ ଶ୍ରମିକ ମହାସଂଘ ପକ୍ଷରୁ ନୂଆପଡ଼ା ଜିଲ୍ଲା ୮ ଘଣ୍ଟିଆ ବନ୍ଦ

ନୂଆପଡ଼ା: ଆଜି ୮ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ । ବିଭିନ୍ନ ଦାବି ନେଇ ନୂଆପଡ଼ା ଶ୍ରମିକ ମହାସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବ ସମଗ୍ର ଜିଲ୍ଲାରେ ଦେଖିବାକୁ ମିଳିଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ…

କେରାଣ୍ଡି ଖାଇବାକୁ ଯାଇ ବନିଶୀ କଣ୍ଟା ରେ ଫସିଲା ପାଣିକୁଆ

ପୁରୀ: କେରାଣ୍ଡି ମାଛ ଖାଇବାକୁ ଯାଇ ବନିଶୀ କଣ୍ଟାରେ ଫସିଲା ପାଣିକୁଆ । କେହି ଜଣେ ବ୍ୟକ୍ତି ମାଛ ଧରିବା ଆଶାରେ ପାଣି ଭିତରେ ପକାଇଥିବା ବନିଶୀରେ ପାଣିକୁଆର ଥଣ୍ଟ ଲାଗିଯିବାରୁ ଦୀର୍ଘ ସମୟ ଧରି ଛଟପଟ ହେଉଥିଲା ପାଣିକୁଆ । ଖବର ପାଇ ସ୍ନେକ ହେଲ୍ପ ଲାଇନର କର୍ମଚାରୀ ସେଠାରେ ପହଞ୍ଚି…

୧୬ତମ ବିବାହ ବାର୍ଷିକିରେ ପତ୍ନୀ ମାନ୍ୟତାଙ୍କ ପାଇଁ ରୋମାଣ୍ଟିକ୍ ପୋଷ୍ଟ କଲେ ଅଭିନେତା ସଞ୍ଜୟ ଦତ୍ତ

ମୁମ୍ବାଇ: ସଞ୍ଜୟ ଦତ୍ତ ତାଙ୍କ ୧୬ ତମ ବିବାହ ବାର୍ଷିକୀରେ ତାଙ୍କ ପତ୍ନୀ ମାନ୍ୟତାଙ୍କ ପାଇଁ ଏକ ରୋମାଣ୍ଟିକ ପୋଷ୍ଟ ସେୟାର କରିଛନ୍ତି । ଏହି ବିଶେଷ ସମୟକୁ ସ୍ମରଣୀୟ କରିବା ପାଇଁ ଦମ୍ପତି ପରସ୍ପରର କିଛି ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସଞ୍ଜୟ ଦତ୍ତ ତାଙ୍କ ପତ୍ନୀ…