Latest Odisha News

ଏହି ଚାଉଳ ପାଇଁ ପୁରା ବିଶ୍ଵ ପାଗଳ, ଜାଣନ୍ତୁ ଉତ୍ପାଦନ ଦୃଷ୍ଟିରୁ ପାକିସ୍ତାନ ଆଗରେ ଭାରତର ସ୍ଥାନ

ଭୁବନେଶ୍ଵର: ଯେତେବେଳେ ବି ଚାଉଳ କଥା ଉଠେ, ସର୍ବପ୍ରଥମେ ବାସୁମତି ଚାଉଳର ନାମ ଆସେ । ଘରେ ଯେକୌଣସି ବିଶେଷ ଉତ୍ସବରେ ବାସୁମତି ଚାଉଳରେ ହିଁ ରୋଷେଇ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ବାସୁମତି ଚାଉଳ ପ୍ରଥମେ କେଉଁଠି ଉତ୍ପନ୍ନ ହୋଇଥିଲା? ତେବେ ଆସନ୍ତୁ ଜାଣିବା ବାସୁମତି ଚାଉଳର ଇତିହାସ…

ସାଂସଦ ରମେଶ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଗୋଡରେ ଲାଗିଛି ଆଘାତ

ନବରଙ୍ଗପୁର: ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସାଂସଦ ଓ ତାଙ୍କ ଡ୍ରାଇଭରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଛନ୍ତି ।…

ପ୍ରୋମିଜ ଡେ’: ଜୀବନର ଶେଷ ସମୟ ପର୍ଯ୍ୟନ୍ତ ପରସ୍ପର ସାଥୀ ହୋଇ ରହିବାକୁ ଦେବେ ପ୍ରତିଶ୍ରୁତି

ଭୁବନେଶ୍ବର: ପ୍ରେମ କେବେ ସମୟ କିମ୍ବା ତାରିଖ ଦେଖି ହୋଇ ନ ଥାଏ । କିଛି ନ କହି ମଧ୍ୟ ପ୍ରେମକୁ ପ୍ରକାଶ କରାଯାଇପାରେ । ପ୍ରେମ ତ୍ୟାଗ, ବିଶ୍ୱାସର ଏପରି ଏକ ବନ୍ଧନ ଯାହାକି କେବଳ ଅନୁଭବ କରିହେବ । ଏହି ପ୍ରେମକୁ ପାଳନ କରିବା ପାଇଁ ଗୋଟିଏ ଦିନ ଧର୍ଯ୍ୟ କରାଯାଇଛି । ଯାହାକୁ…

କାଠି କଣ୍ଢେଇ ଦେଇଛି ଉଷସୀଙ୍କୁ ପରିଚୟ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବ ଶୁକ୍ରବାର ଶେଷ ହୋଇଛି। ଉତ୍ସବରେ ସ୍ଥାନୀୟ କଳାକାରଙ୍କୁ ନେଇ ରାତ୍ରୀକାଳୀନ ବଜାର ଖୋଲା ଯାଇଛି। ଯେଉଁଠି ଓଡ଼ିଶାର କାରିଗରମାନେ ନିଜର ଉତ୍ପାଦ ଦେଖାଇବାକୁ ସୁଯୋଗ ପାଇଛନ୍ତି। ବର୍ତ୍ତମାନ ସମୟରେ ସବୁଠି…

ହାଇୱା-ବୋଲେରୋ ମୁହାଁମୁହିଁ ଧକ୍କା; ଜଣେ ମୃତ, ୧୦ ଆହତ

ଭଦ୍ରକ: ହାଇୱା ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ,୧୦ ଜଣ ଆହତ ହୋଇଛନ୍ତି । ଭଦ୍ରକର ଆରଡି ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା  । ଖବର ମୁତାବକ, ଜଗା ଦର୍ଶନ ସାରି ବୋଲେରୋ ଟି…

ବିଳମ୍ବିତ ରାତିରେ ସାମ୍ବାଦିକଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ବର: ରାଜଧାନୀରେ ଅସୁରକ୍ଷିତ ହୋଇପଡିଛନ୍ତି ସାମ୍ବାଦିକ । ପୁଣି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଏକ ଘରୋଇ ଟିଭି ଚ୍ୟାନେଲର ରିପୋର୍ଟର ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଗତକାଲି ବିଳମ୍ବିତ ରାତିରେ ୪ ଜଣ ଯୁବକ ୨ଟା ବାଇକରେ ଆସି ଖଣ୍ଡାରେ ଆକ୍ରମଣ କରିଛନ୍ତି ।…

କବିତା : ଲୌହ ଫଳକ

ମଧୁମିତା ମିଶ୍ର ସେଇ ପ୍ରଶସ୍ତ ଲୌହ ଫଳକ ମୁଁ.. ଯାହା ଉପରେ ପାଦ ଦେଇ.. ଦିଅଁ ଦର୍ଶନ ତୁମେ ପାଇଛ..!! ପାଦ ଦେଲା ପରେ ଖୁସିରେ କୁହ.. ସବୁ ପାପ ଭାର କାଳେ.. ମୋତେ ହିଁ ସେଇଠି ସମର୍ପି ଦେଇଛ..!! ମୋ ଉପରେ ପାଦ ନ ଦେଇ.. ବାଇଶି ପାହାଚ ଯାଏ.. କୁହ କଣ କେହି ପହଞ୍ଚି…

ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ ମହାପାତ୍ର ଗିରଫ, ୬ ଲକ୍ଷ ୭୯ ହଜାର ଟଙ୍କା ଜବତ

ଜଗତସିଂହପୁର: ଗିରଫ ହେଲେ ଜଗତସିଂହପୁର ଆରଟିଓ କାର୍ଯ୍ୟାଳୟର ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର । ଦୁର୍ନୀତି ମାମଲାରେ ଆଜି ପ୍ରଶାନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ତାଙ୍କ ନିରଟରୁ ୬ ଲକ୍ଷ ୭୯ ହଜାର ଟଙ୍କା ଜବତ କରାଯାଇଛି । ସୂଚନା ମୁତାବକ, ଶୁକ୍ରବାର ପ୍ରଶାନ୍ତ…

କାରକୁ ପଛରୁ ପିଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଦୁଇ ମହିଳା

ଭୁବନେଶ୍ବର: ଭୁବନେଶ୍ୱର ନୟାପଲ୍ଲୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାରକୁ ପଛପଟୁ ଧକ୍କା ଦେଇଛି ଏକ ଟ୍ରକ୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତାର ଆରପଟେ ଆସି କାରଟି ଛିଟିକି ପଡ଼ିଥିଲା । ରାସ୍ତା ମଝିରେ ଥିବା ଡିଭାଇଡରକୁ ଭାଙ୍ଗି କାରଟି ଦୁର୍ଘଟଣା ଘଟିଛି । କାର ଭିତରେ ଥିବା…

ଓଡ଼ିଶାକୁ ଶହେ ବର୍ଷ ପୂର୍ତ୍ତି ସମୟରେ ଶହେ ପିଲାଙ୍କର ୧୦୦ କୋଟି ଟଙ୍କା ବ୍ୟବସାୟ କରାଇବା ଲକ୍ଷ୍ୟ: ଧର୍ମେନ୍ଦ୍ର…

ଭୁବନେଶ୍ୱର: ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାକୁ ଶିଳ୍ପ ଜଗତର ପେଣ୍ଠସ୍ଥଳୀ ଭାବରେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଆସନ୍ତାକାଲି ଆଇଆଇଟି ଭୁବନେଶ୍ୱରର ଗବେଷଣା ଏବଂ ଉଦ୍ୟମିତା ପାର୍କର ୧୦୦ କ୍ୟୁବ୍ ଷ୍ଟାର୍ଟଅପ ପଦକ୍ଷେପର ଶୁଭାରମ୍ଭ ହେବ । ଏହାର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱର…