ଏଣିକି ପାଣିପାଗ ବିଷୟରେ ଜାଣିବା ହେଲା ଆହୁରି ସହଜ, ଗୁଗୁଲ ମ୍ୟାପ୍ ରେ ଜାଣିପାରିବେ ସମସ୍ତ ତଥ୍ୟ
ନୂଆଦିଲ୍ଲୀ: ଗୁଗୁଲ୍ ମ୍ୟାପ୍ସ ଆଣିଛି ଏକ ନୂତନ ଫିଚର । ଯାହା ମାଧ୍ୟମରେ ଆପଣ ତୁରନ୍ତ ଯେକୌଣସି ସ୍ଥାନର ପାଣିପାଗ ଏବଂ ବାୟୁ ଗୁଣବତ୍ତା ଦେଖିପାରିବେ । ବିଶେଷକରି ଦୁର ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଗୁଗୁଲ ମ୍ୟାପର ଏହି ଫିଚର ବେଶ୍ ଉପଯୋଗୀ । ବର୍ତ୍ତମାନ କିଛି…