ପାଣ୍ଠି ଆବଣ୍ଟନରେ କେନ୍ଦ୍ରର ପକ୍ଷପାତିତା ବିରୋଧରେ ଦିଲ୍ଲୀରେ ଦକ୍ଷିଣ ରାଜ୍ୟଗୁଡ଼ିକର ବିକ୍ଷୋଭ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ପାଣ୍ଠି ଆବଣ୍ଟନରେ ଭେଦଭାବ ଓ ଅବହେଳା ଅଭିଯୋଗରେ ଦକ୍ଷିଣାଞ୍ଚଳ ରାଜ୍ୟ କେରଳ, ତାମିଲନାଡୁ ଓ କର୍ଣ୍ଣାଟକ ଗୁରୁବାର ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଶାସକ ଦଳର ବରିଷ୍ଠ ନେତାଙ୍କ ନେତୃତ୍ୱରେ ବିଜେପି…