Latest Odisha News

BREAKING NEWS

ପାକିସ୍ତାନର ନିର୍ବାଚନ ମୈଦାନରେ ମୁମ୍ୱାଇ ଆକ୍ରମଣ ମାଷ୍ଟରମାଇଣ୍ଡର ନୂଆ ଦଳ

ଇସଲାମାବାଦ: ଆସନ୍ତା ଫେବ୍ରୁଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ । ତେବେ ମୁମ୍ବାଇ ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ୍ ହାଫିଜ୍ ସୟଦର ଦଳ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛି। ମରକଜି ମୁସଲିମ୍ ଲିଗ୍ ନାମକ ନୂଆ ଦଳ ଏଥର ନିର୍ବାଚନରେ ଭାଗନେବ। ତେବେ ଭାରତ ସହ ବିଶ୍ୱର ବିଭିନ୍ନ…

୬୬ତମ ଗ୍ରେମୀ ଆୱାର୍ଡ: ଫ୍ୟୁଜନ ବ୍ୟାଣ୍ଡ୍ ‘ଶକ୍ତି’କୁ ମିଳିଲା ପୁରସ୍କାର

ନୂଆଦିଲ୍ଲୀ: ବିଶ୍ୱର ସର୍ବଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ପ୍ରଦର୍ଶନୀ 'ଗ୍ରେମୀ'ରେ ଭାରତକୁ ମିଳିଛି ଆୱାର୍ଡ । ୬୬ତମ ଗ୍ରେମୀ ଆୱାର୍ଡରେ ଶଙ୍କର ମହାଦେବନ୍ ଏବଂ ଜାକିର ହୁସେନଙ୍କ ଫ୍ୟୁଜନ ବ୍ୟାଣ୍ଡ୍ 'ଶକ୍ତି'କୁ ମିଳିଛି ପୁରସ୍କାର। ବେଷ୍ଟ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ଆୱାର୍ଡାରେ ପୁରସ୍କୃତ…

କୋବି ମଂଚୁରିଆନ ଗୋଆରେ ଏବେ ମନା

ପାଣାଜି: ଗୋଆରେ କୋବି ମଂଚୁରିଆନ ବିକ୍ରି ଉପରେ କଟକଣା ଲଗାଯାଇଛି । ସେଠାକାର ପାର୍ଷଦ ତାରକ ଆରୋଲକର ଅଭିଯୋଗ କରିଥିଲେ ଯେ, ଏହି ମଂଚୁରିଆନରେ ସିନ୍ଥେଟିକ ରଙ୍ଗର ବ୍ୟବହାର କରାଯାଉଛି ଯାହା କି ସ୍ୱାସ୍ଥ୍ୟ ପକ୍ଷେ ଖରାପ । ଏହା ବ୍ୟତୀତ ବିକ୍ରେତାମାନେ ମଧ୍ୟ ପରିସ୍କାର ପରିଚ୍ଛନ୍ନ ପ୍ରତି…

ଇଂଲଣ୍ଡ ବିପକ୍ଷରେ ରେକର୍ଡ କଲେ ଅଶ୍ୱୀନ, ଡବ୍ଲ୍ୟୁଟିସିରେ ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ

ବିଶାଖପଟନମ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୧୦୬ ରନରେ ଇଂଲଣ୍ଡକୁ ପରାସ୍ତ କରି ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ ସମାନ ସ୍ଥିତିକୁ ଆଣିଛି । ଭାରତ ଏଥିସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ପଂଏଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ଟିମ ଇଣ୍ଡିଆ ଏହା ପୂର୍ବରୁ ୫ମ…

ଡକ୍ଟର ବି ଆର ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ 

ଭୁବନେଶ୍ବର: ଭାରତୀୟ ସମ୍ବିଧାନର ଜନକଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ। ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ନବନିର୍ମିତ ବରମୁଣ୍ଡାର ବସଷ୍ଟାଣ୍ଡ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି…

ଓଡ଼ିଆ ଭାଷା : କାଲି, ଆଜି ଓ କାଲି

ଅମ୍ବିକା ପ୍ରସାଦ କାନୁନଗୋ ବହୁ ଘାତ-ପ୍ରତିଘାତ ମଧ୍ୟରେ ଓଡ଼ିଆ ଭାଷା ଆଗକୁ ବଢିଛି। ବିଦେଶରେ ପ୍ରାୟ ୬ କୋଟି ଲୋକଙ୍କ ମୁଁହରେ ଓଡ଼ିଆ ଭାଷା । ଦେଶରେ ୭ କୋଟି ଲୋକ ଓଡ଼ିଆ କହନ୍ତି । ଓଡ଼ିଆ ଭାଷା ଏକ ପ୍ରାଚୀନ ଭାଷା, ଏହାର ସ୍ବତନ୍ତ୍ରତା ଥିଲେ ମଧ୍ୟ ଅତୀତରେ ଏହି ଭାଷା ଉପରେ…

ଉଦଯାପିତ ହେଲା ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍

ଭୁବନେଶ୍ୱର: ଉଦ୍‌ଯାପିତ ହେଲା ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍ । ଜିଏମ୍ ସାୟନ୍ତନ ଦାସ  ସର୍ବାଧିକ ପଏଣ୍ଟ ରଖି ଚାମ୍ପିଅନ ହୋଇଥିବା ବେଳେ ଜିଏମ୍ ଦୀପ୍ତାୟନ ଘୋଷ ରନର୍ସ ଅପ୍ ହୋଇଛନ୍ତି । ଉଦ୍‌ଯାପନୀ ଉତ୍ସବରେ ସର୍ବଭାରତୀୟ ଚେସ୍ ସଂଘ ସଭାପତି ଡ. ସଂଜୟ କପୁର ମୁଖ୍ୟ…

ଆସ୍ଥା ଭୋଟ୍ ଜିତିଲେ ଚମ୍ପେଇ ସରକାର, ୪୭ ଖଣ୍ଡ ଭୋଟରେ ଜିତିଲେ ଚମ୍ପେଇ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ଚମ୍ପେଇ ସରକାର । ବହୁମତ ପ୍ରମାଣିତ କଲେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ୍‌ । ୪୭ ବିଧାୟକଙ୍କ ସମର୍ଥନ ସହ ବହୁମତ ପ୍ରମାଣିତ କରିଛନ୍ତି ଚମ୍ପେଇ । ସେପଟେ ଜେଲରୁ ଆସି ଆସ୍ଥା ଭୋଟରେ ସାମିଲ୍ ହୋଇଥିଲେ ପୂର୍ବତନ…

ମାଛି ମାନଙ୍କର ଏହି ଅଙ୍ଗ କରିଥାଏ ଖାଦ୍ୟ ଦୂଷିତ, ରୁହନ୍ତୁ ସାବଧାନ

ଭୁବନେଶ୍ଵର: ମାଛି ଦେଖିବା କ୍ଷଣି ସମସ୍ତେ ତାକୁ ଘଉଡାଇ ଦିଅନ୍ତି । ସେମାନଙ୍କର ଶବ୍ଦ ଏବଂ ଅପରିଷ୍କାରତା କାରଣରୁ ସମସ୍ତେ ମାଛିକୁ ଘୃଣା କରନ୍ତି । ସବୁଠାରୁ ଅଧିକ ରାଗ ସେତେବେଳେ ଲାଗେ ଯେତେବେଳେ ଆମେ ଖାଉଥିବା କୌଣସି ଖାଦ୍ୟ ଉପରେ କେଉଁଠାରୁ ଏକ ମାଛି ଉଡି ଆସି ବସି ସେହି ଖାଦ୍ୟକୁ ଦୂଷିତ…

ନିର୍ବାଚନ ପୂର୍ବରୁ ପାକିସ୍ତାନରେ ଆତଙ୍କୀ ହାମଲା, ୧୦ ପୋଲିସ କର୍ମଚାରୀ ମୃତ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ଏଥିପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ଆଜି ହୋଇଛି ଏକ ବଡ ଧରଣର ଆତଙ୍କୀ ହାମଲା । ଏହି ହମଲାରେ ୧୦ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ଡେରା ଇସମାଇଲ ଖାନ…