ଚାକିରି ନାଁରେ ଠକେଇ: ବହିଷ୍କୃତ ସେନା କର୍ମଚାରୀ ଗିରଫ
ବ୍ରହ୍ମପୁର: ଚାକିରି ଦେବାକୁ କହି ଠକେଇ ଅଭିଯୋଗରେ ବହିଷ୍କୃତ ସେନା କର୍ମଚାରୀ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଧରାକୋଟ ଥାନା ନନ୍ଦିଘର ଗ୍ରାମର ସନ୍ତୋଷ ସେଠୀ। ଜଣେ ମହିଳାଙ୍କୁ ଗୋଲାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ଚାକିରି ଦେବାକୁ ଏକ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ଅଭିଯୋଗ ହୋଇଛି ।…