ଫେବୃଆରୀ ୨୪ସୁଦ୍ଧା କାର୍ଯ୍ୟକ୍ଷମ ହେବ ବରମୁଣ୍ଡା ବସ୍ ଟର୍ମିନାଲ, ସକାଳୁ ସକାଳୁ ଗ୍ରାଉଣ୍ଡ ଜିରୋରେ 5T ଅଧ୍ୟକ୍ଷ
ଭୁବନେଶ୍ଵର: ନୂଆ ରୁପ ପାଇବାକୁ ଯାଉଛି ଅନ୍ତଃରାଜ୍ୟ ବରମୁଣ୍ଡା ବସ୍ ଟର୍ମିନାଲ । ୧୫.୫ ଏକର ଜମିରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ସମସ୍ତ ସୁବିଧା ଉପଲବ୍ଧ ହେବ । ଏଠାରେ ଯାତ୍ରୀଙ୍କୁ ଏୟାରପୋର୍ଟ ଭଳି ଅନୁଭବ ମିଳିବ । ତେବେ ଫେବୃଆରୀର ମଧ୍ୟ ଭାଗରେ ଏହି…